SAHOO MEDICINE STORE

  • Home
  • SAHOO MEDICINE STORE

SAHOO MEDICINE STORE MEDICINE STORE

Every Saturday and Sunday, 5 PM to 7 PM 
06/09/2025

Every Saturday and Sunday, 5 PM to 7 PM 

Urgent required job vacancy 
05/08/2025

Urgent required job vacancy 

ଡା.ରତିରଞ୍ଜନ ସେଠୀNeuro psychiatryAsst.prof SCB, medical College,cuttackସ୍ନାୟୁ ଓ ମାନସିକ ରୋଗ ବିଶେଷଜ୍ଞଯେକୌଣସି ସ୍ନାୟୁ ଜନିତ ଓ ...
24/06/2023

ଡା.ରତିରଞ୍ଜନ ସେଠୀ
Neuro psychiatry
Asst.prof SCB, medical College,cuttack
ସ୍ନାୟୁ ଓ ମାନସିକ ରୋଗ ବିଶେଷଜ୍ଞ
ଯେକୌଣସି ସ୍ନାୟୁ ଜନିତ ଓ ମାନସିକ ରୋଗର ଚିକିତ୍ସା କରାନ୍ତୁ।

ଡା.ଦେବବ୍ରତ ଜେନା
MBBS,MD(Medicine)
Consultant Physician&Diabetologist
ମଧୁମେହ ରୋଗ ବିଶେଷଜ୍ଞ
ଯେକୌଣସି ମଧୁମେହ ଜନିତ ରୋଗ ର ଚିକିତ୍ସା କରାନ୍ତୁ।

ଡା.ପ୍ରତୀକ କୁମାର ଦେ
MBBS,MD(Pediatrics)
Consultant pediatrician&Neonatology
ଶିଶୁ ରୋଗ ବିଶେଷଜ୍ଞ
ଯେକୌଣସି ଶିଶୁ ରୋଗ ଜନିତ ଚିକିତ୍ସା କରାନ୍ତୁ।

ସାହୁ ମେଡିସିନ୍‌ ଷ୍ଟୋର
ଇଡକୋ ଛକ, ବାଲିଆପାଳ, ବାଲେଶ୍ଵର
📲9439396800,7852923332

ଡା.ରଞ୍ଜନ କୁମାର ମହାନ୍ତିMBBS,MD,DM(Neurology)Associate professor (IMS&SUM,Hospital Bhubaneswar)ସ୍ନାୟୁ ରୋଗ ବିଶେଷଜ୍ଞଯେକୌଣସି ...
24/06/2023

ଡା.ରଞ୍ଜନ କୁମାର ମହାନ୍ତି
MBBS,MD,DM(Neurology)
Associate professor (IMS&SUM,Hospital Bhubaneswar)
ସ୍ନାୟୁ ରୋଗ ବିଶେଷଜ୍ଞ
ଯେକୌଣସି ସ୍ନାୟୁ ଜନିତ ରୋଗର, ଚିକିତ୍ସା କରାନ୍ତୁ।

ଡା.ଆଲୋକ ଦାସ
MBBS,MS(ENT)
Associate professor
IMS & SUM,Hospital,Bhubaneswar)
କାନ,ନାକ, ଗଳା ରୋଗ ବିଶେଷଜ୍ଞ
ଯେକୌଣସି କାନ, ନାକ, ଗଳା ରୋଗର ଚିକିତ୍ସା କରାନ୍ତୁ।

ଡା.ଶିତାଶୁ ଶେଖର ପ୍ରଧାନ
MD (B.H.U)
Skin,sex & cosmetic problems & micro laser surgery
ଚର୍ମ ରୋଗ ବିଶେଷଜ୍ଞ
ଯେକୌଣସି ଚର୍ମ ଜନିତ ରୋଗର ଚିକିତ୍ସା କରାନ୍ତୁ।

ସାହୁ ମେଡିସିନ୍‌ ଷ୍ଟୋର
ଇଡକୋ ଛକ ବାଲିଆପାଳ, ବାଲେଶ୍ଵର
📲9439396800 , 7852923332

ଡା.ବେଣୁଧର ହୁଈMD(Obst.&Gynaecology)Fellowship & Diploma in Laparoscopic Surgery (Kiel School Germany&WLH)ସ୍ତ୍ରୀ ଓ ପ୍ରସୂତୀ...
24/06/2023

ଡା.ବେଣୁଧର ହୁଈ
MD(Obst.&Gynaecology)
Fellowship & Diploma in Laparoscopic Surgery (Kiel School Germany&WLH)
ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ
ଯେକୌଣସି ସ୍ତ୍ରୀ ଓ ପ୍ରସୂତୀ ଜନିତ ରୋଗର ଚିକିତ୍ସା କରାନ୍ତୁ।

ଡା.ଉପ୍ତଳ କୁମାର ନନ୍ଦୀ
(Pulmonary medicine)
FCC(ICU&Critical care)
ଛାତି, ଶ୍ୱାସ ଓ ଯଷ୍ମା ରୋଗ ବିଶେଷଜ୍ଞ
ଯେକୌଣସି ଛାତି, ଶ୍ଵାସ ଓ ଯଷ୍ମା ରୋଗର ଚିକିତ୍ସା କରାନ୍ତୁ।

ଡା.ଗୋବିନ୍ଦ ପ୍ରସାଦ ନାୟକ
MBBS,MD (Medicine),DM Cardiology
ହୃଦ ରୋଗ ବିଶେଷଜ୍ଞ
ଯେକୌଣସି ହୃଦ ରୋଗ ଜନିତ ଚିକିତ୍ସା କରାନ୍ତୁ
ସାହୁ ମେଡିସିନ୍‌ ଷ୍ଟୋର

ଇଡକୋ ଛକ ବାଲିଆପାଳ ବାଲେଶ୍ଵର
📲9439396800,7852923332

ଡା.ଆଶୁତୋଷ ପ୍ରଧାନMBBS,MS(ENT)Consultant ENT,HEAD & NECK Surgery  କାନ, ନାକ, ଗଳା ରୋଗ ବିଶେଷଜ୍ଞଯେକୌଣସି କାନ,ନାକ, ଗଳା ଏବଂ ଥାଇରଏ...
24/06/2023

ଡା.ଆଶୁତୋଷ ପ୍ରଧାନ
MBBS,MS(ENT)
Consultant ENT,HEAD & NECK Surgery
କାନ, ନାକ, ଗଳା ରୋଗ ବିଶେଷଜ୍ଞ
ଯେକୌଣସି କାନ,ନାକ, ଗଳା ଏବଂ ଥାଇରଏଡ଼ ରୋଗର ଚିକିତ୍ସା କରାନ୍ତୁ।

ଡା.ଜ୍ୟୋର୍ତିମୟ ଜେନା
MBBS,MS,MCH.Gastrosurgery(Bangalore)
Asst.prof.IMS&SUM Hospital
ଗ୍ୟାଷ୍ଟିକ ଓ ପେଟ ରୋଗ ବିଶେଷଜ୍ଞ
ଯେକୌଣସି ଗ୍ୟାଷ୍ଟିକ ଓ ପେଟରୋଗ ଜନିତ ଚିକିତ୍ସା କରାନ୍ତୁ ।

ଡା.ବିଶ୍ଵଜିତ୍ ଦାସ
MBBS,MS(ORTHOPEDICS)
Consultant Orthopedics Surgeon
ହାଡ଼ ରୋଗ ବିଶେଷଜ୍ଞ
ଯେକୌଣସି ହାଡ଼ ରୋଗ ଜନିତ ଚିକିତ୍ସା କରାନ୍ତୁ

ସାହୁ ମେଡିସିନ୍‌ ଷ୍ଟୋର
ଇଡକୋ ଛକ ବାଲିଆପାଳ, ବାଲେଶ୍ଵର
📲9439396800,7852923332

Asst.professorଡ.ଆଶୁତୋଷ ପ୍ରଧାନ MBBS,MS(ENT)Consultant ENT,HEAD and NECK Surgeryକାନ,ନାକ, ଗଳା ରୋଗ ବିଶେଷଜ୍ଞ          From-FM...
01/06/2023

Asst.professor
ଡ.ଆଶୁତୋଷ ପ୍ରଧାନ
MBBS,MS(ENT)
Consultant ENT,HEAD and NECK Surgery
କାନ,ନାକ, ଗଳା ରୋଗ ବିଶେଷଜ୍ଞ
From-
FM Medical College, Balasore
ସାକ୍ଷାତ ସମୟ -ପ୍ରତ୍ୟେକ ମାସର ୧ମ ଓ୩ୟ ଶନିବାର ଦିବା ୩ଘଟିକାରୁ ୫ଘଟିକା ପର୍ଯ୍ୟନ୍ତ
କାନ, ନାକ ଗଳା ଏବଂ ଥାଇରଏଡ଼ ରୋଗର ପ୍ରମୁଖ ଲକ୍ଷଣ
✅କାନ ଟାଣି ଧରିବା
✅କାନରୁ ପାଣି ବାହାରିବା
✅କାନରୁ ପୂଜ ବାହାରିବା
✅ କାନକୁ ଶୁଣାନଯିବା
✅ କାନରେ ମାଂସ ବଢିବା
✅ ନାକରେ ହାଡ଼ ବା ମାଂସ ବଢିବା
✅ ନାକରୁ ରକ୍ତ ପଡିବା
✅ ସାଇନସ୍ କିମ୍ବା ମୁଣ୍ଡ ବିନ୍ଧା ହେବା
✅ଏକ ଫାଳି ବିନ୍ଧା ହେବା
✅ ଠିକରେ କଥା ନକହିପାରିବା,
✅ଗଳାରେ କଣ୍ଟା ଲଟକିଯିବା
✅ମୁଖ ଗହ୍ରର ର କ୍ୟାନସର ବା ଟିୟୁମର,
✅ ଥାଇରଏଡ଼୍ ତଥା ଟନସିଲ୍ ଜନିତ ସମସ୍ୟା

ସାହୁ ମେଡିସିନ୍‌ ଷ୍ଟୋର
ଇଡକୋ ଛକ, ବାଲିଆପାଳ
☎️9439396800,7852923332
[12:39 AM, 6/1/2023] Ankita: ଡ଼ା.ଜୋର୍ତିମୟ ଜେନା
MBBS,MS,MCH.Gastrosurgery(Bangalore)
Asst.Prof.IMS&SUM Hospital
ଗ୍ୟାଷ୍ଟିକ ଓ‌ ପେଟ ରୋଗ ବିଶେଷଜ୍ଞ
From-
IMS &SUM Hospital Bhubaneswar
ସାକ୍ଷାତ ସମୟ -ପ୍ରତ୍ୟେକ ମାସ ୨ୟ ଶନିବାର ଅପରାହ୍ନ ୨ଘଟିକାରୁ ୫‌ ଘଟିକା ପର୍ଯ୍ୟନ୍ତ
ଗ୍ୟାଷ୍ଟିକ ଓ ଲିଭର ଜନିତ ରୋଗର ପ୍ରମୁଖ ଲକ୍ଷଣ
✅ ପେଟ ଫୁଲା ଫୁଲା ଲାଗିବା
✅ ପେଟ ଓ ଛାତିର ଜଳାପୋଡା ହେବା
✅ ପେଟ ଯନ୍ତ୍ରଣା ହେବା
✅ ବାନ୍ତି ଲାଗିବା
✅ ରକ୍ତ ବାନ୍ତି ଲାଗିବା
✅ଭୋକ କମ୍ ଲାଗିବା
✅ଝାଡା କଳା ହେବା
✅ ରକ୍ତହୀନତା ହେବା
✅ ବାରମ୍ବାର ପତଳା ଝାଡା ହେବା
✅ଲିଭର ରୋଗ
✅ ଝାଡାରେ ରକ୍ତ ପଡିବା
✅ ହେପାଟାଇଟିସ ବି ଓ ସି ର ସଂକ୍ରମଣ ହେବା
ସାହୁ ମେଡିସିନ୍‌ ଷ୍ଟୋର
ଇଡକୋ ଛକ, ବାଲିଆପାଳ
📲9439396800,7852923332

ଡ଼ା.ଜୋର୍ତିମୟ ଜେନାMBBS,MS,MCH.Gastrosurgery(Bangalore)Asst.Prof.IMS&SUM Hospital ଗ୍ୟାଷ୍ଟିକ ଓ‌ ପେଟ ରୋଗ ବିଶେଷଜ୍ଞ           ...
01/06/2023

ଡ଼ା.ଜୋର୍ତିମୟ ଜେନା
MBBS,MS,MCH.Gastrosurgery(Bangalore)
Asst.Prof.IMS&SUM Hospital
ଗ୍ୟାଷ୍ଟିକ ଓ‌ ପେଟ ରୋଗ ବିଶେଷଜ୍ଞ
From-
IMS &SUM Hospital Bhubaneswar
ସାକ୍ଷାତ ସମୟ -ପ୍ରତ୍ୟେକ ମାସ ୨ୟ ଶନିବାର ଅପରାହ୍ନ ୨ଘଟିକାରୁ ୫‌ ଘଟିକା ପର୍ଯ୍ୟନ୍ତ
ଗ୍ୟାଷ୍ଟିକ ଓ ଲିଭର ଜନିତ ରୋଗର ପ୍ରମୁଖ ଲକ୍ଷଣ
✅ ପେଟ ଫୁଲା ଫୁଲା ଲାଗିବା
✅ ପେଟ ଓ ଛାତିର ଜଳାପୋଡା ହେବା
✅ ପେଟ ଯନ୍ତ୍ରଣା ହେବା
✅ ବାନ୍ତି ଲାଗିବା
✅ ରକ୍ତ ବାନ୍ତି ଲାଗିବା
✅ଭୋକ କମ୍ ଲାଗିବା
✅ଝାଡା କଳା ହେବା
✅ ରକ୍ତହୀନତା ହେବା
✅ ବାରମ୍ବାର ପତଳା ଝାଡା ହେବା
✅ଲିଭର ରୋଗ
✅ ଝାଡାରେ ରକ୍ତ ପଡିବା
✅ ହେପାଟାଇଟିସ ବି ଓ ସି ର ସଂକ୍ରମଣ ହେବା
ସାହୁ ମେଡିସିନ୍‌ ଷ୍ଟୋର
ଇଡକୋ ଛକ, ବାଲିଆପାଳ
📲9439396800,7852923332

ଡା.ଗୋବିନ୍ଦ ପ୍ରସାଦ ନାୟକMBBS,MD(Medicine),DM(Cardiology )Consultant Interventional Cardiologistହୃଦ ରୋଗ ବିଶେଷଜ୍ଞ           ...
29/05/2023

ଡା.ଗୋବିନ୍ଦ ପ୍ରସାଦ ନାୟକ
MBBS,MD(Medicine),DM(Cardiology )
Consultant Interventional Cardiologist
ହୃଦ ରୋଗ ବିଶେଷଜ୍ଞ
From-
Apollo Hospital , Bhubaneswar
ସାକ୍ଷାତ ସମୟ -ପ୍ରତ୍ୟେକ ମାସ ପ୍ରଥମ ମଙ୍ଗଳବାର ସକାଳ ୧୦.୩୦ ମି.ରୁ ଦିବା ୧୨.୩୦ମି ଘଟିକା ପର୍ଯ୍ୟନ୍ତ
ହୃଦ ରୋଗ ଜନିତ ପ୍ରମୁଖ ଲକ୍ଷଣ
▪️ ଛାତି ଯନ୍ତ୍ରଣା ହେବା ଛାତି ଜଳାପୋଡା
▪️ ଛାତିରେ ଶିରଶିର ଲାଗିବା
▪️ ନିଃଶ୍ୱାସ ପ୍ରଶ୍ବାସରେ ଅସୁବିଧା ଲାଗିବା
▪️ଗଳା ଚିପି ଧରିଲା ପରି ଲାଗିବା
▪️ଗଳା ଶୁଖିଯିବା
▪️ଉଚ୍ଚ ରକ୍ତ ଚାପ , ନିମ୍ନ ରକ୍ତ ଚାପ
▪️ ରକ୍ତ ଜମାଟ ବାନ୍ଧିବା
▪️ ବାରମ୍ବାର ବାନ୍ତି ଲାଗିବା
▪️ ଅତ୍ୟଧିକ ଝାଳ ବହିବା, ଦୁର୍ବଳ ଲାଗିବା
▪️ ମୁଣ୍ଡ ବୁଲାଇବା
▪️କଲେଷ୍ଟ୍ରଲର ମାତ୍ରା ଅଧିକ
▪️ ଗୋଡ଼ ଓ ମୁହଁ ଫୁଲିବା
ସାହୁ ମେଡିସିନ୍‌ ଷ୍ଟୋର
ଇଡକୋ ଛକ, ବାଲିଆପାଳ
☎️ 9439396800,7852923332

ଡା.ବେଣୁଧର ହୁଈMD(obst. &Gynae.) Fellowship & Diploma in laparoscopic surgery (Kiel school Germany &WLH)Diploma in obst&Gy...
29/05/2023

ଡା.ବେଣୁଧର ହୁଈ
MD(obst. &Gynae.) Fellowship & Diploma in laparoscopic surgery
(Kiel school Germany &WLH)
Diploma in obst&Gynae Ultrasound (lan Donald School)
ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ
🗓️ସାକ୍ଷାତ ସମୟ -ପ୍ରତ୍ୟେକ ମଙ୍ଗଳବାର ଅପରାହ୍ନ ୩ ଘଟିକା ରୁ ୫ ଘଟିକା ପର୍ଯ୍ୟନ୍ତ
ସ୍ତ୍ରୀ ଓ ପ୍ରସୂତୀ ଜନିତ ପ୍ରମୁଖ ଲକ୍ଷଣ
▪️ଗର୍ଭ ଧାରଣରେ ସମସ୍ୟା
▪️ମାସିକ ଅନିୟମିତତା
▪️ PCOS ସମସ୍ୟା
▪️ ଯୋନି ଡିସଚାର୍ଜ ଏବଂ ସଂକ୍ରମଣ
▪️ ଅତ୍ୟଧିକ ଯୈନ କ୍ରିୟା କରିବାର ଈଛା, ଶିଘ୍ରପତନ
▪️ ଯନ୍ତ୍ରଣା ଦାୟକ ଯୈନ କ୍ରିୟା
▪️ ଅସ୍ବାଭାବିକ ଯୋନି ରକ୍ତସ୍ରାବ
▪️ ଋତୁସ୍ରାବ ପରେ ରକ୍ତସ୍ରାବ
▪️ ପରିସ୍ରା କରିବା ସମୟରେ ବାରମ୍ବାର ଜଳିବା
▪️ଏଣ୍ଡୋମେଟ୍ରିଓସିସ୍
ସାହୁ ମେଡିସିନ୍‌ ଷ୍ଟୋର
ଇଡକୋ ଛକ, ବାଲିଆପାଳ
📲9439396800,7852923332

ଡ଼ାକ୍ତର ଉପ୍ଳଳ କୁମାର ନନ୍ଦୀଛାତି, ଶ୍ୱାସ, ଓ ଯଷ୍ମା ବିଶେଷଜ୍ଞ ସାଯାତ ସମୟ -ପତକ ମାସ ପ୍ରଥମ ମଙ୍ଗଳବାର ସକାଳ ୮ଘଟିକା ରୁ ଦିବା ୧୦ ଘଟିକା ପର...
29/05/2023

ଡ଼ାକ୍ତର ଉପ୍ଳଳ କୁମାର ନନ୍ଦୀ
ଛାତି, ଶ୍ୱାସ, ଓ ଯଷ୍ମା ବିଶେଷଜ୍ଞ

ସାଯାତ ସମୟ -ପତକ ମାସ ପ୍ରଥମ ମଙ୍ଗଳବାର ସକାଳ ୮ଘଟିକା ରୁ ଦିବା ୧୦ ଘଟିକା ପର୍ଯ୍ୟନ୍ତ
ଛାତି, ଶ୍ୱାସ ଓ ଯଷ୍ମା ରୋଗ ଜନିତ ପ୍ରମୁଖ ଲଯଣ
▪️ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ଏବଂ ଲଗାତାର କାଶ ହେବା
▪️ ଦୀର୍ଘ କାଳ କାଶ ଓ କାଶ ପାଇଁ ରାତି ଅନିଦ୍ରା ହେବା
▪️ ଧୂଆଁ /ଧୂଳି ସଷ୍ଷଷରେ ଆସିଲେ କାଶ ବା ଧଇଁ ହେବା
▪️ ଛାତିରେ ଲଗାତାର ହୁଇସିଲ ମାରିଲା ଭଳି ଶବ୍ଦ ହେବା ଛାତି ଯନ୍ତ୍ରଣା ହେବା
▪️ ସାଧାରଣତଃ ଖେଳା ବୁଲା କଲେ ଓ ଦୈନିକ କାର୍ଯ୍ୟରେ,ଶିଢି ଚଢିବା , ଅଳ୍ପ ରାସ୍ତା ଚାଲିଲେ ଶ୍ୱାସ ରୁଧ ପରି ଲାଗିବା
▪️ ଛାତି ଜାମ ହେବା ଓ ଯନ୍ତ୍ରଣା ହେବା ଏବଂ ବାରମ୍ବାର ଥଣ୍ଡା ସର୍ଦି ଲାଗିରହିବା
ସାହୁ ମେଡିସିନ୍ ଷ୍ଟୋର
ଇଡକୋ ଛକ , ବାଲିଆପାଳ
☎️9439396800,7852923332

22/05/2023

Address


Opening Hours

Monday 05:00 - 22:00
Tuesday 05:00 - 22:00
Wednesday 05:00 - 22:00
Thursday 05:00 - 22:00
Friday 05:00 - 22:00
Saturday 05:00 - 22:00
Sunday 05:00 - 22:00

Telephone

+919439396800

Alerts

Be the first to know and let us send you an email when SAHOO MEDICINE STORE posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to SAHOO MEDICINE STORE:

  • Want your practice to be the top-listed Clinic?

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram