dietdelightwithniharika

dietdelightwithniharika One step solution to all your dietary problems Dietician cm diabetic educator
(2)

23/01/2026

୩ୟ ଟ୍ରାଇମେଷ୍ଟର (୩୬ ସପ୍ତାହ ପରେ) ଖଜୁରୀ କାହିଁକି ଖାଇବେ?

• ସର୍ଭିକ୍ସକୁ ନରମ କରିବାରେ ସାହାଯ୍ୟ କରେ
• ସ୍ୱାଭାବିକ ଲେବରକୁ ସମର୍ଥନ କରେ
• ଇଣ୍ଡକ୍ସନ୍ ଆବଶ୍ୟକତା କମାଇପାରେ
• ଗର୍ଭାଶୟ ସଙ୍କୋଚନ ଭଲ କରେ
• ଲେବର ସମୟରେ ପ୍ରାକୃତିକ ଶକ୍ତି ଦିଏ

କଣ କରିବେ?

ଡାକ୍ତରଙ୍କ ପରାମର୍ଶ ରେ ଗର୍ଭାବସ୍ଥାର ଶେଷ ସପ୍ତାହଗୁଡ଼ିକରେ ଦୈନିକ ଖଜୁରୀ ଖାଆନ୍ତୁ।

କେତେଟି ଖାଇବେ?

👉 ଦିନକୁ ୪–୬ଟି

କେବେ ଖାଇବେ?

• ସକାଳେ ଖାଲି ପେଟରେ ଅଥବା
• ବ୍ରେକଫାଷ୍ଟ / ସନ୍ଧ୍ୟା ସ୍ନାକ୍ସ ସହ

କିଏ ସାବଧାନ ରହିବେ?

• ଗେଷ୍ଟେସନାଲ୍ ଡାୟାବେଟିସ୍
• ରକ୍ତ ସୁଗର ବେଶି ଥିଲେ
• ଅତ୍ୟଧିକ ଓଜନ ବଢ଼ୁଥିଲେ
👉 ନିଶ୍ଚୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

21/01/2026

ଏହି ସବୁ ଖାଦ୍ୟ ଏବଂ ଅଭ୍ୟାସ ଶୁକ୍ରାଣୁ Quality ( s***m quality ) କରାଇ ଥାଏ ??

1. ଧୁମପାନ

ଧୁମପାନ ଶୁକ୍ରାଣୁ ସଂଖ୍ୟା କମାଏ, DNA କୁ କ୍ଷତି କରେ ଏବଂ ଗତିଶୀଳତା ହ୍ରାସ କରେ।

2. ମଦ୍ୟପାନ

ଅଧିକ ମଦ୍ୟପାନ ଟେସ୍ଟୋଷ୍ଟେରୋନ୍ କମାଏ ଓ ଶୁକ୍ରାଣୁ ଉତ୍ପାଦନକୁ ପ୍ରଭାବିତ କରେ।

3. ଜଙ୍କ ଓ ପ୍ରୋସେସ୍ଡ ଖାଦ୍ୟ

ଅଧିକ ଚିନି, ଟ୍ରାନ୍ସ ଫ୍ୟାଟ୍ ଓ ପ୍ୟାକେଜ୍ ଖାଦ୍ୟ ଶୁକ୍ରାଣୁ ସ୍ୱାସ୍ଥ୍ୟକୁ କ୍ଷତି କରେ।

4. ଅପର୍ଯ୍ୟାପ୍ତ ନିଦ

ନିଦ ଅଭାବ ହର୍ମୋନ୍ ସନ୍ତୁଳନକୁ ବିଘ୍ନିତ କରି ଶୁକ୍ରାଣୁ ଗୁଣବତ୍ତା କମାଏ।

5. ଅତ୍ୟଧିକ ଚାପ (Stress)

ଅଧିକ ମାନସିକ ଚାପ କର୍ଟିସୋଲ୍ ବଢ଼ାଏ, ଯାହା ପୁରୁଷ ହର୍ମୋନ୍ କୁ ଦମନ କରେ।

6. ଅତିରିକ୍ତ ତାପ (ଗରମି)

ବାରମ୍ବାର ଗରମ ପାଣିର ସ୍ନାନ, ସାଉନା, ଟାଇଟ୍ ଅଣ୍ଡରୱେୟାର ଓ ଲାପଟପ୍ ଜଂଘ ରେ ରଖିବା ଶୁକ୍ରାଣୁକୁ କ୍ଷତି କରେ।

7. ଶାରୀରିକ ନିଷ୍କ୍ରିୟତା

ବ୍ୟାୟାମ ନ କରିବାରୁ ରକ୍ତ ସଂଚାର ଓ ହର୍ମୋନ୍ ସନ୍ତୁଳନ ଖରାପ ହୁଏ।

19/01/2026

Pregnancy planning ପୂର୍ବରୁ ଏହି ସବୁ SUPPLIMENTS ନବା କାହିଁକି ଜରୁରୀ ?

18/01/2026

DIABETES PATIENTS ଚିନି ଖାଇବେ ନା ଗୁଡ ??? Please share

09/01/2026

ଆପଣ ଜଣେ ମହିଳା କି?
Egg quality କମ୍ ଥିବାକୁ ନେଇ ଗର୍ଭଧାରଣରେ ସମସ୍ୟା ହେଉଛି କି?

Address

Bhubaneswar

Opening Hours

Monday 10am - 6pm
Tuesday 10am - 6pm
Wednesday 10am - 6pm
Thursday 10am - 6pm
Friday 10am - 6pm
Saturday 10am - 6pm
Sunday 10am - 6pm

Telephone

+17815072347

Alerts

Be the first to know and let us send you an email when dietdelightwithniharika posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to dietdelightwithniharika:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram

Category