Silu bhaina fan club

Silu bhaina fan club Contact information, map and directions, contact form, opening hours, services, ratings, photos, videos and announcements from Silu bhaina fan club, Bhubaneswar.

Thanks to all for join with us ❤️
31/03/2026

Thanks to all for join with us ❤️

ଚିତଲପୂର ଗ୍ରାମ ର ପ୍ରମୋଦ ବେହେରାଙ୍କ ପୁଅ ବିକାଶ କୁମାର ବେହେରା ଏକ ଦୁର୍ଘଟଣା ରେ ଗୋଡ଼ ଭାଙ୍ଗିଯାଇଥିଲା କିନ୍ତୁ ତାଙ୍କ ପରିବାର ରେ ତାଙ୍କୁ ...
31/08/2023

ଚିତଲପୂର ଗ୍ରାମ ର ପ୍ରମୋଦ ବେହେରାଙ୍କ ପୁଅ ବିକାଶ କୁମାର ବେହେରା ଏକ ଦୁର୍ଘଟଣା ରେ ଗୋଡ଼ ଭାଙ୍ଗିଯାଇଥିଲା କିନ୍ତୁ ତାଙ୍କ ପରିବାର ରେ ତାଙ୍କୁ ହସ୍ପିଟାଲ ନବାକୁ କେହି ସକ୍ଷମ ନଥିବାରୁ ୧୫ ଦିନ ହେବ ଘରେ ଥିଲେ ଏହି ଖବର #ଶୁଭେନ୍ଦୁ ଭାଇନା (ଟୁଲା ଭାଇନା) ପାଇ ତାଙ୍କ ସହ ଯୋଗାଯୋଗ କରି ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣି ସେଠାରେ ତାଙ୍କ ଚିକିତ୍ସା କରାଇଥିଲେ🙏🙏🙏🙏

 # # silu bhaina # # Nargis mamସୁମଣା ଶାସନ ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ଆମର ପ୍ରିୟ ଶିଲୁ ଭାଇନା ଓ ସରପଞ୍ଚ ନର୍ଗିସ ମ୍ୟାମ୍ ଙ୍କ ପ୍ରୟ...
14/07/2023

# # silu bhaina
# # Nargis mam
ସୁମଣା ଶାସନ ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ଆମର ପ୍ରିୟ ଶିଲୁ ଭାଇନା ଓ ସରପଞ୍ଚ ନର୍ଗିସ ମ୍ୟାମ୍ ଙ୍କ ପ୍ରୟାସ ଫଳରେ ସୁମଣା ଶାସନ ଗ୍ରାମରେ ସୋମଣାଶାସନ ପଞ୍ଚାୟତ ଗ୍ରାମୀଣ ବ୍ୟାଙ୍କ୍ ସେବାକେନ୍ଦ୍ର ର ଗୃହ କାର୍ଯ୍ୟ ଚାଲୁଥିବାର କିଛି ଦୃଶ୍ୟ 🙏🙏🙏

 # #ସିଲୁ ଭାଇନାଭୁବନେଶ୍ୱର କୁ ସ୍ଵତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବାକୁ ଆୟୋଜିତ ହୋଇଥିବା ଏକ ବୈଠକରେ ଆମର ପ୍ରିୟ ସିଲୁ ଭାଇନା ଙ୍କୁ ବାଲିପା...
10/07/2023

# #ସିଲୁ ଭାଇନା
ଭୁବନେଶ୍ୱର କୁ ସ୍ଵତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବାକୁ ଆୟୋଜିତ ହୋଇଥିବା ଏକ ବୈଠକରେ ଆମର ପ୍ରିୟ ସିଲୁ ଭାଇନା ଙ୍କୁ ବାଲିପାଟଣା ନିର୍ବାଚନ ମଣ୍ଡଳୀର ଆବାହକ ଭାବେ ଦାୟୀତ୍ବ ଦିଆଯାଇଛି 🙏🙏🙏🙏

ଚନ୍ଦ୍ରମଣି ଉ.ପ୍ରା ବିଦ୍ୟାଳୟ ରେ ଆମର ପ୍ରିୟ ସିଲୁ ଭାଇନାଙ୍କ ଦ୍ଵାରା ବୃକ୍ଷ ରୋପଣ ସହ ପୋଷାକ ବଣ୍ଟନ କରାଗଲା।।।🙏🙏🙏
07/07/2023

ଚନ୍ଦ୍ରମଣି ଉ.ପ୍ରା ବିଦ୍ୟାଳୟ ରେ ଆମର ପ୍ରିୟ ସିଲୁ ଭାଇନାଙ୍କ ଦ୍ଵାରା ବୃକ୍ଷ ରୋପଣ ସହ ପୋଷାକ ବଣ୍ଟନ କରାଗଲା।।।🙏🙏🙏

Address

Bhubaneswar

Website

Alerts

Be the first to know and let us send you an email when Silu bhaina fan club posts news and promotions. Your email address will not be used for any other purpose, and you can unsubscribe at any time.

Share