DrBeheras Homeopathy Clinic

DrBeheras Homeopathy Clinic ମୂହଁରେ ଦାଗ/Dark Spots ,ସୋରିଆସିସ୍ ,ଅନ୍ୟାନ୍ୟ
🎖️14000+ People Benefited 📞 7682817790

02/02/2026

ଡାକ୍ତର ବଦଳାଉଛନ୍ତି, ଔଷଧ ବଦଳାଉଛନ୍ତି…
କିନ୍ତୁ ଚର୍ମ ସମସ୍ୟା ସେଇଭଳି ରହିଯାଉଛି?

ସମସ୍ୟାଟି କେବଳ କ୍ରିମ୍ କିମ୍ବା ଔଷଧରେ ନୁହେଁ,
ଚିକିତ୍ସା ପ୍ରକ୍ରିୟା ଉପରେ ନିର୍ଭର କରେ।

ମୂଳ କାରଣର ଚିକିତ୍ସା ହେଲେ ସମାଧାନ ହେବ ।

01/02/2026

“‘ରାତିରେ ନିଦ ହୁଏନି, ସବୁବେଳେ ଖଜୁଲି।
ମନେ ହେଉଥିଲା ଏହା କେବେ ଭଲ ହେବନି।
ଏବେ ନିଦ ହୁଏ… ଏହି ସାନ୍ତି ମୋ ପାଇଁ ସବୁଠୁ ବଡ଼ ରିଜଲ୍ଟ। " Mr S Das , 56yr ( Eczema 4 yr )

31/01/2026

ଅନେକ ରୋଗୀ କହନ୍ତି —
“ଡାକ୍ତର, ଔଷଧ ଥିଲେ ଭଲ, ନଥିଲେ ପୁଣି ସେଇ ସମସ୍ୟା।”
ଏହାର ଅର୍ଥ ହେଉଛି —
ରୋଗ ଭିତରେ ଅଛି, କେବଳ ଲକ୍ଷଣ ଦମନ ହେଉଛି।
ସ୍ଥାୟୀ ସମାଧାନ ପାଇଁ ସମସ୍ଯାକୁ ମୂଳରୁ ଠିକ୍ କରିବାକୁ ଦରକାର।

25/01/2026

Dark spots are rarely just on the surface. They’re driven by hormones, inflammation, sun damage and skin memory. That’s why one-time creams fail. Real results come from continued control — correcting the cause, calming the skin, and maintaining balance so pigmentation doesn’t keep returning.

24/01/2026

Many women notice dark spots improve, then reappear. This is common. Pigmentation is influenced by internal and external factors, not just surface skin. A thoughtful, long-term approach helps maintain stability and prevent frequent relapses.

23/01/2026

Repeated psoriasis flares are not random. They follow internal triggers your body is struggling with. Identifying and correcting these factors is key to achieving longer periods of stable, predictable skin.

23/01/2026

ମୁହଁର କଳା ଦାଗ କେବଳ ବାହାର ତ୍ୱଚା ସମସ୍ୟା ନୁହେଁ। ହର୍ମୋନ୍, ଷ୍ଟ୍ରେସ୍ ଓ ଜୀବନଶୈଳୀ ଏହାର କାରଣ ହୋଇପାରେ। ସଠିକ୍ ଯାଞ୍ଚ ପରେ ଉପଯୁକ୍ତ ଚିକିତ୍ସା ଆବଶ୍ୟକ ।

Most treatments focus only on suppressing symptoms — redness, scaling, itching.So when the medicine is stopped, the skin...
15/01/2026

Most treatments focus only on suppressing symptoms — redness, scaling, itching.
So when the medicine is stopped, the skin simply returns to its old pattern.

Psoriasis is not just a skin problem.
It reflects immune imbalance, metabolic stress, and internal inflammation.

Until that internal trigger is corrected, the body will keep expressing it on the skin.

That’s why long-term control needs systemic, individualized treatment, not just creams.

We focus on correcting the internal tendency — so the skin can remain calm naturally.

ଚର୍ମ ସମସ୍ୟାରେ କ୍ରିମ୍ ଲଗାଇ ଆରାମ ମିଳେ, କିନ୍ତୁ ସମସ୍ୟା ଭିତରେ ରହିଯାଏ।ସ୍ଥାୟୀ ସମାଧାନ ପାଇଁ କାରଣକୁ ଚିହ୍ନଟ କରିବା ଆବଶ୍ୟକ।ସେଥିପାଇଁ ଭ...
14/01/2026

ଚର୍ମ ସମସ୍ୟାରେ କ୍ରିମ୍ ଲଗାଇ ଆରାମ ମିଳେ, କିନ୍ତୁ ସମସ୍ୟା ଭିତରେ ରହିଯାଏ।
ସ୍ଥାୟୀ ସମାଧାନ ପାଇଁ କାରଣକୁ ଚିହ୍ନଟ କରିବା ଆବଶ୍ୟକ।
ସେଥିପାଇଁ ଭିନ୍ନ ପଦ୍ଧତି ଆବଶ୍ୟକ।

02/01/2026

ଶୀତକାଳର ଶୁଷ୍କତା ପିଲାଙ୍କ ଚର୍ମର ସ୍ୱାଭାବିକ ଆର୍ଦ୍ରତା କମାଇଦିଏ।
ଏହାଯୋଗୁ କୁଣ୍ଡିଆ, ଏକଜିମା ଆଦି ଦେଖାଯାଏ।
ସଠିକ୍ ଯତ୍ନ ଓ ଚିକିତ୍ସା ଦ୍ବାରା ଏହାକୁ ସମାଧାନ କରାଯାଇପାରେ।
👉 ଚିକିତ୍ସା ସମ୍ବନ୍ଧିତ ସୂଚନା ପାଇଁ ମେସେଜ୍ କରନ୍ତ ।

28/12/2025

ଯଦି ଆପଣଙ୍କ ପିଲା ସାରା ରାତି ଖୁଜୁଲି କରୁଛି, ଏହା କେବଳ ଆଲର୍ଜି କିମ୍ବା ଶୁଖିଲା ଚର୍ମ ନୁହେଁ। ଏହାର ଏକ ସାଧାରଣ କାରଣ ହେଉଛି ସ୍କେବିଜ୍ ( Scabies )— ଯାହା ସହଜରେ ଜଣକ ପାଖରୁ ମାଡେ ଓ ମୂଖ୍ଯତ ଛୁଆକୁ ଆଧିକ ସକ୍ରମଣ କରେ ।

25/12/2025

• “Stubborn” usually means misunderstood
• The skin reflects deeper internal signals
• Treating only the surface delays healing
• Individualised care changes outcomes

For Clinic Visits call 7682817790

Address

FA/F/53/3 Indradhanu Market Complex , Nayapalli, IRC Village
Bhubaneswar
751015

Opening Hours

Tuesday 10am - 7pm
Thursday 10am - 7pm
Sunday 10am - 7pm

Telephone

+917894850135

Alerts

Be the first to know and let us send you an email when DrBeheras Homeopathy Clinic posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to DrBeheras Homeopathy Clinic:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram