Gita Acharan

Gita Acharan The Bhagavad Gita is Lord Krishna's guidance to be joyful in our lives.

This page is an attempt to interpret the Gita using the context of present times by Siva Prasad who is an (IAS) officer with more than 25 years of experience of public life.

Gita Acharan in the Punjab Kesari *200. आत्मा शरीर को प्रकाश देती है* https://open.spotify.com/episode/4pHfjNZgOhdwKD30C...
27/11/2025

Gita Acharan in the Punjab Kesari

*200. आत्मा शरीर को प्रकाश देती है*

https://open.spotify.com/episode/4pHfjNZgOhdwKD30C75Yvy?si=7eFENoosRZqGKTqEy4DYlA

श्रीकृष्ण कहते हैं, "जिस प्रकार से एक सूर्य समस्त ब्रह्माण्ड को प्रकाशित करता है उसी प्रकार से आत्मा चेतना शक्ति के साथ पूरे शरीर को प्रकाशित करती है" (13.34)। शरीर में जीवन लाने के लिए आत्मा की आवश्यकता होती है। यह बिजली की तरह है जो उपकरणों में जीवन लाती है।

गीता के तेरहवें अध्याय का शीर्षक 'क्षेत्र क्षेत्रज्ञ विभाग योग' है जहां श्रीकृष्ण स्पष्ट करते हैं कि भौतिक शरीर को क्षेत्र कहा जाता है जिसके गुणों में अहंकार (मैं कर्ता हूँ), बुद्धि, मन, दस इंद्रियां, इंद्रियों के पांच विषय, इच्छा, घृणा, सुख, दुःख, स्थूल देह का पिंड, चेतना और धृति शामिल हैं। क्षेत्र के ज्ञाता को क्षेत्रज्ञ कहा जाता है।

श्रीकृष्ण ने ज्ञान के लगभग बीस पहलुओं का उल्लेख किया है और वे विनम्रता को सबसे आगे रखते हैं जो दर्शाता है कि यह कमजोरी नहीं बल्कि एक सद्गुण है। ज्ञान के अन्य पहलुओं में क्षमा, आत्म-संयम, इंद्रिय वस्तुओं के प्रति वैराग्य, अहंकार का अभाव, अनासक्ति और प्रिय और अप्रिय परिस्थितियों के प्रति शाश्वत समभाव शामिल हैं। श्रीकृष्ण इस ज्ञान के उद्देश्य के बारे में आगे बताते हैं। एक बार जब वह 'उस' को जान लेता है जो जानने योग्य है तो वह आनंद प्राप्त करता है। यह न तो सत् है और न ही असत् है और सभी में व्याप्त होकर संसार में निवास करता है। वह ध्यान, जागरूकता, कर्म या संतों को सुनने के माध्यम से 'उस' को प्राप्त करने का मार्ग बताते हैं।

श्रीकृष्ण प्रकृति के बारे में बात करते हैं जो कारण और प्रभाव के लिए जिम्मेदार है। पुरुष अपनी व्याख्या के अनुसार सुख और दुःख के अनुभव के लिए जिम्मेदार है। दोनों अनादि हैं।

श्रीकृष्ण भगवद गीता के तेरहवें अध्याय का समापन करते हुए कहते हैं, "जो लोग ज्ञान चक्षुओं से क्षेत्र और क्षेत्रज्ञ के बीच के अन्तर और प्रकृति की शक्ति के बन्धनों से मुक्त होने की विधि जान लेते हैं, वे परम लक्ष्य प्राप्त कर लेते हैं" (13.35)। यह भगवान श्रीकृष्ण का आश्वासन है कि एक बार जब हम क्षेत्र और क्षेत्रज्ञ की गहरी समझ प्राप्त कर लेते हैं तो हम शाश्वत अवस्था में पहुँच जाते हैं।

Gita Acharan in the leading Odia Daily -The Samaja 119. ସଚେତନତା ଏବଂ କରୁଣାର ସମନ୍ୱୟ ସମତ୍ୱ ପ୍ରତ୍ୟେକ ଜ୍ଞାନୀଜନଙ୍କ ଉପଦେଶର ସାର ...
27/11/2025

Gita Acharan in the leading Odia Daily -The Samaja

119. ସଚେତନତା ଏବଂ କରୁଣାର ସମନ୍ୱୟ

ସମତ୍ୱ ପ୍ରତ୍ୟେକ ଜ୍ଞାନୀଜନଙ୍କ ଉପଦେଶର ସାର ଅଟେ, ଯିଏ କେବେ ଏହି ପୃଥିବୀ ପୃଷ୍ଠକୁ ଆସିଥିଲେ । ତାଙ୍କର ଶବ୍ଦ, ଭାଷା ଏବଂ ପଦ୍ଧତି ଭିନ୍ନ ହୋଇପାରେ କିନ୍ତୁ ସନ୍ଦେଶ ସମତ୍ୱ ହାସଲ କରିବା ପାଇଁ ଅଟେ । ଏହା ବିପରୀତରେ ଯେକୌଣସି ଉପଦେଶ ବା ଅଭ୍ୟାସ ଠିକ୍‌ ନୁହେଁ ।
ମନ ପ୍ରସଙ୍ଗରେ, ଏହା ଗୋଟିଏ ପଟେ ଇନ୍ଦ୍ରିୟ ଏବଂ ଅନ୍ୟ ପଟେ ବୁଦ୍ଧି ମଧ୍ୟରେ ସନ୍ତୁଳନ ଅଟେ । ଯଦି କେହି ଇନ୍ଦ୍ରିୟ ଆଡ଼କୁ ଯାଏ, ତେବେ ସେ ସମ୍ପୂର୍ଣ୍ଣ ବାସନାର ଇଚ୍ଛାରେ ବୁଡିଯାଏ । ଯେତେବେଳେ ବୁଦ୍ଧି ପ୍ରାଧାନ୍ୟ ବିସ୍ତାର କରେ, ଜଣେ ବ୍ୟକ୍ତିସଚେତନତା ପ୍ରାପ୍ତ କରେ, କିନ୍ତୁ ଯେବେ କରୁଣାର ଅଭାବ ହୁଏ ସେ ଅନ୍ୟକୁ ନିମ୍ନ ଦୃଷ୍ଟିରେ ଦେଖେ । ତେଣୁ ଶ୍ରୀକୃଷ୍ଣ କହିଛନ୍ତି ଯେ ସର୍ବୋତ୍ତମ ଯୋଗୀ ହେଉଛି ସେ ଯିଏ ଦୁଃଖ କିମ୍ବା ସୁଖରେ ଅନ୍ୟମାନଙ୍କ ପାଇଁ ସମାନ ଅନୁଭବ କରେ ଯେମିତି ସେ ନିଜ ପାଇଁ କରେ (6.32) । ଏହା ସଚେତନତା ଏବଂ କରୁଣାର ଏକ ସମନ୍ୱୟ ।
ଶ୍ରୀକୃଷ୍ଣ ଆମକୁ ସୁନା ଓ ପଥର ଭଳି ଜିନିଷକୁ ଏକ ସମାନ ମାନିବାକୁ କୁହନ୍ତି । ଗୋଟିଏ ଗାଇ, ହାତୀ ଏବଂ କୁକୁରକୁ ମଧ୍ୟ ସମାନ ମାନିବାକୁ କୁହନ୍ତି । ପରେ ସେ ଆମକୁ ବନ୍ଧୁ ଏବଂ ଶତ୍ରୁ ସମେତ ସମସ୍ତ ଲୋକଙ୍କୁ ସମାନ ବ୍ୟବହାର କରିବାକୁ କୁହନ୍ତି । ଏହାକୁ ବୁଝିବା ପାଇଁ ଏକ ଉପାୟ ହେଉଛି ଯେ ଲୋକଙ୍କ ସହିତ ବ୍ୟବହାର କରିବାର ତିନୋଟି ଭିନ୍ନ ସ୍ତର ଅଛି । ପ୍ରଥମଟି ଆଇନ ସମକ୍ଷ ସମାନତା ସଦୃଶ ଅଟେ ଯେଉଁଠାରେ ଦୁଇ ଜଣଙ୍କରଅଧିକାର ଅଛି ଯେ ତାଙ୍କ ସହିତ ସମାନ ବ୍ୟବହାର କରାଯାଏ । ଦ୍ୱିତୀୟଟି ହେଉଛି ଦୁଇ ଜଣ ବ୍ୟକ୍ତିଙ୍କ କିମ୍ବା ଗୁଣକୁ ସମାନ ବ୍ୟବହାର କରିବା ଯେଉଁଠାରେ ଗୋଟିଏ ଆମ ହୃଦୟର ନିକଟତର ହୋଇଥିବାବେଳେ ଅନ୍ୟଟି ନୁହେଁ । ଏହା ହେଉଛି ମାତା-ପିତା ଏବଂ ଶାଶୁ-ଶ୍ୱଶୁରଙ୍କୁ ସମାନ ମାନିବା । ତୃତୀୟ ସ୍ତର ହେଉଛି ନିଜକୁ ଅନ୍ୟମାନଙ୍କ ସହିତ ସମାନ କରିବା । ସେମାନଙ୍କର ଦୁଃଖ ଆମର ଏବଂ ଆମର ଆନନ୍ଦ (ସୁଖ) ସେମାନଙ୍କର ଅଟେ । ଏହା ସମତ୍ୱରୁ ପ୍ରବାହିତ ହେଉଥିବା ଶୁଦ୍ଧ କରୁଣା ଅଟେ । ଶ୍ରୀକୃଷ୍ଣ ଏହାକୁ ‘ପରମାନନ୍ଦ’ କୁହନ୍ତି, ଯାହା ସେତେବେଳେ ପ୍ରାପ୍ତ ହୁଏ ଯେବେ ମନ ପୂର୍ଣ୍ଣ ରୂପରେ ଶାନ୍ତ ଥାଏ ଏବଂ ଆବେଗ ବଶରେ ଥାଏ । (6.27) ।
ଏହାକୁ ପ୍ରାପ୍ତ କରିବା ପାଇଁ ଶ୍ରୀକୃଷ୍ଣ ଦୃଢ ସଂକଳ୍ପ ସହିତ ନିୟମିତ ଅଭ୍ୟାସର ଉପଦେଶ ଦିଅନ୍ତି (6.23) । ଚଞ୍ଚଳ ଏବଂ ଅସ୍ଥିର ମନ ଭ୍ରାନ୍ତ ହୁଏ ତେବେ ମଧ୍ୟ ଆମକୁ ତାକୁ ବଶୀଭୂତ କରିବାକୁ ପଡିବ (6.26) । ସେ ଏହି ନିୟମିତ ଅଭ୍ୟାସ ଦ୍ୱାରା ଶାଶ୍ୱତ ଆନନ୍ଦର ଆଶ୍ୱସନା ଦେଉଛନ୍ତି (6.28)।

Gita Acharan in the leading Central India daily -The Hitavada
25/11/2025

Gita Acharan in the leading Central India daily -The Hitavada

Gita Acharan in the leading Punjabi daily -Jagbani *156. ਪਰਮਾਤਮਾ ਨਿਰਪੱਖ ਹੈ* https://open.spotify.com/show/3usrHpiWtm5heS...
24/11/2025

Gita Acharan in the leading Punjabi daily -Jagbani

*156. ਪਰਮਾਤਮਾ ਨਿਰਪੱਖ ਹੈ*

https://open.spotify.com/show/3usrHpiWtm5heScNVebbua

ਕ੍ਰਿਸ਼ਨ ਕਹਿੰਦੇ ਹਨ, ‘‘ਮੈਂ ਸਾਰੇ ਜੀਵਾਂ ਪ੍ਰਤੀ ਬਰਾਬਰ ਹਾਂ।’’ ਮੇਰੇ ਲਈ ਕੋਈ ਦਵੇਸ਼ (ਘ੍ਰਿਣਾਯੋਗ) ਨਹੀਂ ਹੈ, ਕੋਈ ਪ੍ਰਿਆ (ਪਿਆਰਾ) ਨਹੀਂ ਹੈ। ਪਰ ਜੋ ਮੇਰੀ ਭਗਤੀ ਸ਼ਰਧਾ ਨਾਲ ਕਰਦੇ ਹਨ ਉਹ ਮੇਰੇ ਵਿੱਚ ਹਨ ਅਤੇ ਮੈਂ ਵੀ ਉਨ੍ਹਾਂ ਵਿੱਚ ਹਾਂ’’ (9.29)। ਅਸੀਂ ਕੁਝ ਲੋਕਾਂ ਨੂੰ ਸਿਹਤ, ਦੌਲਤ, ਸ਼ਕਤੀ ਅਤੇ ਪ੍ਰਸਿੱਧੀ ਦੇ ਮਾਮਲੇ ਵਿੱਚ ਭਾਗਸ਼ਾਲੀ ਸਮਝਦੇ ਹਾਂ ਜਦੋਂ ਕਿ ਅਜਿਹਾ ਕੁਝ ਨਹੀਂ ਹੈ, ਜੋ ਪੱਖਪਾਤ ਦਾ ਪ੍ਰਭਾਵ ਦਿੰਦੇ ਹਨ। ਦੂਜਾ, ਜਦੋਂ ਕਿ ਕ੍ਰਿਸ਼ਨ ਪਰਮਾਤਮਾ ਦੇ ਬਿਨਾਂ ਸ਼ਰਤ ਪਿਆਰ ਦਾ ਹਵਾਲਾ ਦੇ ਰਹੇ ਹਨ, ਸਾਡੇ ਲਈ ਪਿਆਰ ਉਦੋਂ ਵਗਦਾ ਹੈ ਜਦੋਂ ਕੁਝ ਸ਼ਰਤਾਂ ਪੂਰੀਆਂ ਹੁੰਦੀਆਂ ਹਨ। ਇਹ ਮੁੱਦੇ ਇਸ ਆਇਤ ਨੂੰ ਸਮਝਣਾ ਔਖਾ ਬਣਾਉਂਦੇ ਹਨ।

ਇਸ ਆਇਤ ਦੀਆਂ ਪੇਚੀਦਗੀਆਂ ਨੂੰ ਸਮਝਣ ਲਈ ਮੀਂਹ ਸਭ ਤੋਂ ਵਧੀਆ ਉਦਾਹਰਣ ਹੈ। ਬਾਰਿਸ਼ ਦੌਰਾਨ, ਜੇਕਰ ਅਸੀਂ ਇੱਕ ਕਟੋਰਾ ਰੱਖਦੇ ਹਾਂ, ਤਾਂ ਇਹ ਪਾਣੀ ਇਕੱਠਾ ਕਰਦਾ ਹੈ। ਕਟੋਰਾ ਜਿੰਨਾ ਵੱਡਾ ਹੁੰਦਾ ਹੈ, ਪਾਣੀ ਜ਼ਿਆਦਾ ਹੁੰਦਾ ਹੈ। ਪਰ ਜੇਕਰ ਇਸਨੂੰ ਉਲਟਾ ਰੱਖਿਆ ਜਾਂਦਾ ਹੈ, ਤਾਂ ਪਾਣੀ ਇਕੱਠਾ ਕਰਨਾ ਅਸੰਭਵ ਹੈ। ਜੇਕਰ ਅਸੀਂ ਮੀਂਹ ਨੂੰ ਪਰਮਾਤਮਾ ਦੇ ਆਸ਼ੀਰਵਾਦ ਵਜੋਂ ਲੈਂਦੇ ਹਾਂ, ਤਾਂ ਇਹ ਨਿਰਪੱਖ ਹੈ ਅਤੇ ਹਰ ਕਿਸੇ ਲਈ ਉਪਲਬਧ ਹੈ। ਭਗਤੀ ਅਸ਼ੀਰਵਾਦ ਇਕੱਠਾ ਕਰਨ ਲਈ ਕਟੋਰੇ ਨੂੰ ਸਿੱਧਾ ਰੱਖਣਾ ਹੈ।

ਪਰਮਾਤਮਾ ਦਾ ਬਿਨਾਂ ਸ਼ਰਤ ਪਿਆਰ ਵੀ ਸਮਾਨ ਹੈ ਜੋ ਹੇਠ ਲਿਖੀਆਂ ਆਇਤਾਂ ਤੋਂ ਦੇਖਿਆ ਜਾ ਸਕਦਾ ਹੈ। ਕ੍ਰਿਸ਼ਨ ਕਹਿੰਦੇ ਹਨ, “ਉਹ ਸਾਰੇ ਜੋ ਮੇਰੇ ਵਿੱਚ ਸ਼ਰਨ ਲੈਂਦੇ ਹਨ, ਭਾਵੇਂ ਉਨ੍ਹਾਂ ਦਾ ਜਨਮ, ਨਸਲ, ਲਿੰਗ ਜਾਂ ਜਾਤ ਕੁਝ ਵੀ ਹੋਵੇ; ‘‘ਰਾਜੇ ਅਤੇ ਰਿਸ਼ੀ, ਜੋ ਕਿ ਪੁੰਨ ਕਰਮਾਂ ਵਾਲੇ ਹਨ, ਪਰਮ ਮੰਜ਼ਿਲ ਪ੍ਰਾਪਤ ਕਰਨਗੇ। (9.32 ਅਤੇ 9.33)। ਭਾਵੇਂ ਜੇ ਕੋਈ ਪਾਪੀ ਮੇਰੀ ਪੂਜਾ ਕਰਦੇ ਹਨ, ਉਨ੍ਹਾਂ ਨੂੰ ਧਰਮੀ ਮੰਨਿਆ ਜਾਣਾ ਚਾਹੀਦਾ ਹੈ ਕਿਉਂਕਿ ਉਨ੍ਹਾਂ ਨੇ ਸਹੀ ਸੰਕਲਪ ਕੀਤਾ ਹੈ (9.30)। ਉਹ ਜਲਦੀ ਹੀ ਪੁੰਨਵਾਨ ਬਣ ਜਾਂਦੇ ਹਨ, ਅਤੇ ਸਥਾਈ ਸ਼ਾਂਤੀ ਪ੍ਰਾਪਤ ਕਰਦੇ ਹਨ। ਮੇਰਾ ਕੋਈ ਵੀ ਭਗਤ ਕਦੇ ਗੁਆਚਦਾ ਨਹੀਂ ਹੈ੭ (9.31)।

ਸ਼ੁਰੂਆਤੀ ਬਿੰਦੂ (ਪਾਪੀ) ਭਾਵੇਂ ਕੁਝ ਵੀ ਹੋਵੇ, ਦ੍ਰਿੜਤਾ (ਊਰਜਾ) ਨਾਲ ਕੋਈ ਵੀ ਸ਼ਰਧਾ (ਸਹੀ ਦਿਸ਼ਾ) ਨਾਲ ਉਸ ਤੱਕ ਪਹੁੰਚ ਸਕਦਾ ਹੈ। ਇਸ ਸੰਬੰਧ ਵਿੱਚ, ਕ੍ਰਿਸ਼ਨ ਕਹਿੰਦੇ ਹਨ, ੭ਹਮੇਸ਼ਾ ਮੇਰੇ ਬਾਰੇ ਸੋਚੋ, ਮੇਰੇ ਪ੍ਰਤੀ ਸਮਰਪਿਤ ਰਹੋ, ਮੇਰੀ ਪੂਜਾ ਕਰੋ, ਅਤੇ ਮੈਨੂੰ ਮੱਥਾ ਟੇਕੋ। ਆਪਣਾ ਮਨ ਅਤੇ ਸਰੀਰ ਮੈਨੂੰ ਸਮਰਪਿਤ ਕਰਕੇ, ਤੁਸੀਂ ਜ਼ਰੂਰ ਮੇਰੇ ਕੋਲ ਆਓਗੇ੭ (9.34)। ਇਹ ਸਰਵ ਸ਼ਕਤੀਮਾਨ ਵੱਲੋਂ ਇੱਥੇ ਅਤੇ ਹੁਣੇ, ਅੰਤਮ ਆਜ਼ਾਦੀ (ਮੋਕਸ਼) ਲਈ ਇੱਕ ਭਰੋਸਾ ਹੈ।

Gita Acharan in the leading Telugu daily -The Andhra Jyothi *రెండు దారులు* https://www.andhrajyothy.com/2025/navya/bhaga...
21/11/2025

Gita Acharan in the leading Telugu daily -The Andhra Jyothi

*రెండు దారులు*

https://www.andhrajyothy.com/2025/navya/bhagavad-gita-essence-two-paths-darkness-of-desire-versus-path-to-liberation-1468122.html

ఎవరైనా తమ శక్తి యుక్తులను శత్రుత్వాల కోసం, ద్వేషం కోసం వినియోగిస్తూ ఉన్నంతకాలం తాము నష్టపోతారు, తమ శత్రువులకు రెట్టింపు నష్టం కలిగిస్తూ ఉంటారు. అందుకే వదలాల్సింది ద్వేషాన్ని కాని కర్మను కాదని భగవద్గీతలో శ్రీకృష్ణుడు చెప్పాడు. మనకు కాలం, శక్తి పరిమితంగా ఉంటాయి కాబట్టి వాటిని తెలివిగా ఉపయోగించుకోవాలి

మానవులు అనుసరించే రెండు భిన్నమైన మార్గాల గురించి శ్రీకృష్ణుడు వివరిస్తూ... ‘‘వాటిలో ఒకటి తిరిగి వెనక్కి రానక్కరలేని ప్రకాశవంతమైన మార్గం. రెండోది మళ్ళీ తిరిగి వచ్చే చీకటి దారి. ప్రకాశవంతమైన మార్గం మన శక్తిని బ్రహ్మాన్ని చేర్చే అంతర్గత ప్రయాణం వైపు నడిపిస్తుంది. చీకటి దారి మన శక్తిని బహిర్గతమైన వాటివైపు, అంటే భౌతికతవైపు తీసుకు వెళుతుంది. దీనిప్రకారం ఫలాపేక్షతో కర్మలను చేసే కర్మయోగులు మరణించిన తరువాత మళ్ళీ జన్మిస్తున్నారు. ప్రతిఫలం ఆశించకుండా కర్మలు చేసేవారు జన్మరాహిత్యాన్ని పొందుతున్నారు’’ అని స్పష్టం చేశాడు. ఈ మార్గాల గురించి వివరించేటప్పుడు వేర్వేరు పేర్లను, గుణాలను ప్రస్తావించాడు. చీకటి మార్గాన్ని చావు, పుట్టుకలు అనే ధ్రువాల మధ్య ఊగిసలాడే లోలకం (పెండ్యులం) లాంటిదైతే, ప్రకాశవంతమైన మార్గం ... ఆ లోలకం తాలూకు ఇరుసును చేరుకోవడం లాంటిది. అది ధ్రువాలను అధిగమిస్తుంది. అది చేరుకొనేది ఒక్క బ్రహ్మాన్ని... అంటే పరమాత్మను మాత్రమే. ఈ మార్గాలను అర్థం చేసుకున్నవారు మోహానికి గురికాబోరని, యజ్ఞాలద్వారా, తపస్సు ద్వారా, దానాల ద్వారా ఎలాంటి పుణ్యఫలాలు లభిస్తాయని శాస్త్రాలు చెబుతున్నాయో... వాటన్నిటినీ అధిగమించి అత్యున్నతమైన బ్రహ్మాన్ని అంటే మోక్షాన్ని అటువంటి యోగులు పొందుతారని గీతాచార్యుడు తెలిపాడు.

కె.శివప్రసాద్

Gita Acharan in the leading Odia Daily 118. ପରିବର୍ତ୍ତନ ହିଁ ସ୍ଥାୟୀ ଜିନିଷଗୁଡିକର ଭୌତିକ ବା ପ୍ରକାଶିତ ଦୁନିଆରେ ପରିବର୍ତ୍ତନ ସ୍ଥାୟ...
20/11/2025

Gita Acharan in the leading Odia Daily

118. ପରିବର୍ତ୍ତନ ହିଁ ସ୍ଥାୟୀ

ଜିନିଷଗୁଡିକର ଭୌତିକ ବା ପ୍ରକାଶିତ ଦୁନିଆରେ ପରିବର୍ତ୍ତନ ସ୍ଥାୟୀ ଏବଂ ଅବ୍ୟକ୍ତ କିମ୍ବା ଆତ୍ମା ଅପରିବର୍ତ୍ତନୀୟ ଅଟେ । ଏହି ଦୁଇଟି ମଧ୍ୟରେ ସାମଞ୍ଜସ୍ୟ ଆଣିବା ପାଇଁ ଏକ ତନ୍ତ୍ରର ଆବଶ୍ୟକତା ପଡ଼େ । ସାଙ୍କେତିକ ଭାବରେ, ଏହା ଏକ ସ୍ଥିର ଅକ୍ଷ ଏବଂ ଘୂର୍ଣ୍ଣନ ଚକ ମଧ୍ୟରେ ବଲ ବିୟରିଙ୍ଗ ତନ୍ତ୍ର ସଦୃଶ କିମ୍ବା ଇଞ୍ଜିନ ଏବଂ ଚକଠାରୁ ଦୁଇଟି ଭିନ୍ନ ଗତିକୁ ପରିଚାଳନା କରୁଥିବା ଗିଅରବକ୍ସ ସଦୃଶ ଅଟେ । ସେହିପରି ଏହା ଇନ୍ଦ୍ରିୟଗୁଡିକ ଚିତ୍ତ ଏବଂ ବୁଦ୍ଧିର ମିଳାମିଶା ଏକ ତନ୍ତ୍ର ଅଟେ ଯାହା ଅପରିପର୍ତ୍ତନୀୟ ଆତ୍ମା ଏବଂ ସର୍ବଦା ବଦଳୁଥିବା ବସ୍ତୁଗୁଡ଼ିକ ଦୁନିଆ ମଧ୍ୟରେ ଅଟେ । ଶ୍ରୀକୃଷ୍ଣ ଏକ ପଦାନୁକ୍ରମ ଦେଇଛନ୍ତି ଯେ ଇନ୍ଦ୍ରିୟଗୁଡିକ ଇନ୍ଦ୍ରିୟ ବିଷୟ ଠାରୁ ଶ୍ରେଷ୍ଠ, ମନ ଇନ୍ଦ୍ରିୟ ଠାରୁ ଶ୍ରେଷ୍ଠ ଏବଂ ବୁଦ୍ଧି ମନ ଠାରୁ ଶ୍ରେଷ୍ଠ ଅଟେ । ଆତ୍ମା ବୁଦ୍ଧି ଠାରୁ ଶ୍ରେଷ୍ଠ ଅଟେ (3.42) ।
ଇନ୍ଦ୍ରିୟଗୁଡିକର ଭୌତିକ ଅଂଶ ସ୍ୱୟଂଚାଳିତ ଭାବରେ ଭୌତିକ ଜଗତର ପରିବର୍ତ୍ତନ ଉପରେ ପ୍ରତିକ୍ରିୟା କରେ । ମନ ହେଉଛି ସ୍ମୃତିର ଏବଂ ଇନ୍ଦ୍ରିୟଗୁଡିକର ନିୟନ୍ତ୍ରଣ ଅଂଶର ଏକ ମିଶ୍ରଣ ଏବଂ ଆମକୁ ସୁରକ୍ଷିତ ରଖିବା ପାଇଁ ଇନ୍ଦ୍ରିୟଗୁଡିକର ଭୌତିକ ଅଂଶ ଦ୍ୱାରା ଅଣାଯାଇଥିବା ପ୍ରତ୍ୟେକ ବାହ୍ୟ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବ ବୋଲିଆଶା କରାଯାଏ । ମୁଖ୍ୟ ପ୍ରସଙ୍ଗ ହେଉଛି କ’ଣ ମନକୁ ବୁଦ୍ଧି ନିୟନ୍ତ୍ରଣ କରେ କିମ୍ବା ବାହ୍ୟ ସମ୍ବେଦନା ନିୟନ୍ତ୍ରଣ କରେ । ଯଦି ଏହା ବାହ୍ୟ ସମ୍ବେଦନା ଦ୍ୱାରା ପରିଚାଳିତ ହୁଏ ତେବେ ଏହା ଏକ ପ୍ରତିକ୍ରିୟଶୀଳ ଜୀବନ ହେବ ଏବଂ ଯଦି ଏହା ବୁଦ୍ଧି ଦ୍ୱାରା ପରିଚାଳିତ ହୁଏ ତେବେ ଏହା ଏକ ସଚେତନତାର ଜୀବନ ହେବ ।
ତେଣୁ ଶ୍ରୀକୃଷ୍ଣ ନିଜ ଭିତରେ ମନକୁ ପ୍ରତିଷ୍ଠିତ କରିବା ପାଇଁ କ୍ରମ କ୍ରମରେ ବୁଦ୍ଧି ବ୍ୟବହାର କରିବାର ଅଭ୍ୟାସ ଆରମ୍ଭ କରିବାକୁ କୁହନ୍ତି (6.25) ଏବଂ ଏହି ଅଭ୍ୟାସକୁ ନିଷ୍ଠା ଏବଂ ଉତ୍ସାହ ସହିତ କରିବାକୁ ପ୍ରୋତ୍ସାହିତ କରନ୍ତି (6.23) । ସମସାମୟିକ ସାହିତ୍ୟ ମଧ୍ୟ ଏହା ସୂଚିତ କରେ ଯେ କୌଣସି ଦକ୍ଷତାକୁ ଆୟତ୍ତ କରିବା ପାଇଁ 10,000 ଘଣ୍ଟାର ଅଭ୍ୟାସ ଆବଶ୍ୟକ ହୁଏ ।
ଏହି ପ୍ରକ୍ରିୟାରେ, ଆମେ ମଧ୍ୟ ସଂକଳ୍ପ ତ୍ୟାଗକରିବା ଏବଂଇନ୍ଦ୍ରିୟଗୁଡିକୁ ସଂଯମ କରିବା ଆବଶ୍ୟକ (6.24) । ଇନ୍ଦ୍ରିୟଗୁଡ଼ିକୁ ବଶୀଭୂତ କରିବା ଆଉ କିଛି ନୁହେଁ ବରଂ ନିଜ ପସନ୍ଦର ଇନ୍ଦ୍ରିୟ ଜନିତ ଉତ୍ତେଜନାଗୁଡିକୁ ପ୍ରାପ୍ତ କରିବାର ଇଚ୍ଛାକୁ ତ୍ୟାଗ କରିବା ।
ଶ୍ରୀକୃଷ୍ଣ ନିଶ୍ଚିତ କରିଛନ୍ତି ଯେ ଥରେ ଯଦି ଆମେ ଇନ୍ଦ୍ରିୟଗୁଡିକ ଅତିକ୍ରମ କରିବାର ସର୍ବୋଚ୍ଚ ଆନନ୍ଦ ହାସଲ କରି ସାରିବା, ତେବେ ଆମେ ବିରାଟ ଦୁଃଖରେ ମଧ୍ୟ ବିଚଳିତ ହେବୁ ନାହିଁ (6.22) ।

Gita Acharan in the leading Punjabi daily -Jagbani 156. ਪਰਮਾਤਮਾ ਨਿਰਪੱਖ ਹੈਕ੍ਰਿਸ਼ਨ ਕਹਿੰਦੇ ਹਨ, ‘‘ਮੈਂ ਸਾਰੇ ਜੀਵਾਂ ਪ੍ਰਤੀ ਬਰਾਬਰ ...
17/11/2025

Gita Acharan in the leading Punjabi daily -Jagbani

156. ਪਰਮਾਤਮਾ ਨਿਰਪੱਖ ਹੈ

ਕ੍ਰਿਸ਼ਨ ਕਹਿੰਦੇ ਹਨ, ‘‘ਮੈਂ ਸਾਰੇ ਜੀਵਾਂ ਪ੍ਰਤੀ ਬਰਾਬਰ ਹਾਂ।’’ ਮੇਰੇ ਲਈ ਕੋਈ ਦਵੇਸ਼ (ਘ੍ਰਿਣਾਯੋਗ) ਨਹੀਂ ਹੈ, ਕੋਈ ਪ੍ਰਿਆ (ਪਿਆਰਾ) ਨਹੀਂ ਹੈ। ਪਰ ਜੋ ਮੇਰੀ ਭਗਤੀ ਸ਼ਰਧਾ ਨਾਲ ਕਰਦੇ ਹਨ ਉਹ ਮੇਰੇ ਵਿੱਚ ਹਨ ਅਤੇ ਮੈਂ ਵੀ ਉਨ੍ਹਾਂ ਵਿੱਚ ਹਾਂ’’ (9.29)। ਅਸੀਂ ਕੁਝ ਲੋਕਾਂ ਨੂੰ ਸਿਹਤ, ਦੌਲਤ, ਸ਼ਕਤੀ ਅਤੇ ਪ੍ਰਸਿੱਧੀ ਦੇ ਮਾਮਲੇ ਵਿੱਚ ਭਾਗਸ਼ਾਲੀ ਸਮਝਦੇ ਹਾਂ ਜਦੋਂ ਕਿ ਅਜਿਹਾ ਕੁਝ ਨਹੀਂ ਹੈ, ਜੋ ਪੱਖਪਾਤ ਦਾ ਪ੍ਰਭਾਵ ਦਿੰਦੇ ਹਨ। ਦੂਜਾ, ਜਦੋਂ ਕਿ ਕ੍ਰਿਸ਼ਨ ਪਰਮਾਤਮਾ ਦੇ ਬਿਨਾਂ ਸ਼ਰਤ ਪਿਆਰ ਦਾ ਹਵਾਲਾ ਦੇ ਰਹੇ ਹਨ, ਸਾਡੇ ਲਈ ਪਿਆਰ ਉਦੋਂ ਵਗਦਾ ਹੈ ਜਦੋਂ ਕੁਝ ਸ਼ਰਤਾਂ ਪੂਰੀਆਂ ਹੁੰਦੀਆਂ ਹਨ। ਇਹ ਮੁੱਦੇ ਇਸ ਆਇਤ ਨੂੰ ਸਮਝਣਾ ਔਖਾ ਬਣਾਉਂਦੇ ਹਨ।

ਇਸ ਆਇਤ ਦੀਆਂ ਪੇਚੀਦਗੀਆਂ ਨੂੰ ਸਮਝਣ ਲਈ ਮੀਂਹ ਸਭ ਤੋਂ ਵਧੀਆ ਉਦਾਹਰਣ ਹੈ। ਬਾਰਿਸ਼ ਦੌਰਾਨ, ਜੇਕਰ ਅਸੀਂ ਇੱਕ ਕਟੋਰਾ ਰੱਖਦੇ ਹਾਂ, ਤਾਂ ਇਹ ਪਾਣੀ ਇਕੱਠਾ ਕਰਦਾ ਹੈ। ਕਟੋਰਾ ਜਿੰਨਾ ਵੱਡਾ ਹੁੰਦਾ ਹੈ, ਪਾਣੀ ਜ਼ਿਆਦਾ ਹੁੰਦਾ ਹੈ। ਪਰ ਜੇਕਰ ਇਸਨੂੰ ਉਲਟਾ ਰੱਖਿਆ ਜਾਂਦਾ ਹੈ, ਤਾਂ ਪਾਣੀ ਇਕੱਠਾ ਕਰਨਾ ਅਸੰਭਵ ਹੈ। ਜੇਕਰ ਅਸੀਂ ਮੀਂਹ ਨੂੰ ਪਰਮਾਤਮਾ ਦੇ ਆਸ਼ੀਰਵਾਦ ਵਜੋਂ ਲੈਂਦੇ ਹਾਂ, ਤਾਂ ਇਹ ਨਿਰਪੱਖ ਹੈ ਅਤੇ ਹਰ ਕਿਸੇ ਲਈ ਉਪਲਬਧ ਹੈ। ਭਗਤੀ ਅਸ਼ੀਰਵਾਦ ਇਕੱਠਾ ਕਰਨ ਲਈ ਕਟੋਰੇ ਨੂੰ ਸਿੱਧਾ ਰੱਖਣਾ ਹੈ।

ਪਰਮਾਤਮਾ ਦਾ ਬਿਨਾਂ ਸ਼ਰਤ ਪਿਆਰ ਵੀ ਸਮਾਨ ਹੈ ਜੋ ਹੇਠ ਲਿਖੀਆਂ ਆਇਤਾਂ ਤੋਂ ਦੇਖਿਆ ਜਾ ਸਕਦਾ ਹੈ। ਕ੍ਰਿਸ਼ਨ ਕਹਿੰਦੇ ਹਨ, “ਉਹ ਸਾਰੇ ਜੋ ਮੇਰੇ ਵਿੱਚ ਸ਼ਰਨ ਲੈਂਦੇ ਹਨ, ਭਾਵੇਂ ਉਨ੍ਹਾਂ ਦਾ ਜਨਮ, ਨਸਲ, ਲਿੰਗ ਜਾਂ ਜਾਤ ਕੁਝ ਵੀ ਹੋਵੇ; ‘‘ਰਾਜੇ ਅਤੇ ਰਿਸ਼ੀ, ਜੋ ਕਿ ਪੁੰਨ ਕਰਮਾਂ ਵਾਲੇ ਹਨ, ਪਰਮ ਮੰਜ਼ਿਲ ਪ੍ਰਾਪਤ ਕਰਨਗੇ। (9.32 ਅਤੇ 9.33)। ਭਾਵੇਂ ਜੇ ਕੋਈ ਪਾਪੀ ਮੇਰੀ ਪੂਜਾ ਕਰਦੇ ਹਨ, ਉਨ੍ਹਾਂ ਨੂੰ ਧਰਮੀ ਮੰਨਿਆ ਜਾਣਾ ਚਾਹੀਦਾ ਹੈ ਕਿਉਂਕਿ ਉਨ੍ਹਾਂ ਨੇ ਸਹੀ ਸੰਕਲਪ ਕੀਤਾ ਹੈ (9.30)। ਉਹ ਜਲਦੀ ਹੀ ਪੁੰਨਵਾਨ ਬਣ ਜਾਂਦੇ ਹਨ, ਅਤੇ ਸਥਾਈ ਸ਼ਾਂਤੀ ਪ੍ਰਾਪਤ ਕਰਦੇ ਹਨ। ਮੇਰਾ ਕੋਈ ਵੀ ਭਗਤ ਕਦੇ ਗੁਆਚਦਾ ਨਹੀਂ ਹੈ੭ (9.31)।

ਸ਼ੁਰੂਆਤੀ ਬਿੰਦੂ (ਪਾਪੀ) ਭਾਵੇਂ ਕੁਝ ਵੀ ਹੋਵੇ, ਦ੍ਰਿੜਤਾ (ਊਰਜਾ) ਨਾਲ ਕੋਈ ਵੀ ਸ਼ਰਧਾ (ਸਹੀ ਦਿਸ਼ਾ) ਨਾਲ ਉਸ ਤੱਕ ਪਹੁੰਚ ਸਕਦਾ ਹੈ। ਇਸ ਸੰਬੰਧ ਵਿੱਚ, ਕ੍ਰਿਸ਼ਨ ਕਹਿੰਦੇ ਹਨ, ੭ਹਮੇਸ਼ਾ ਮੇਰੇ ਬਾਰੇ ਸੋਚੋ, ਮੇਰੇ ਪ੍ਰਤੀ ਸਮਰਪਿਤ ਰਹੋ, ਮੇਰੀ ਪੂਜਾ ਕਰੋ, ਅਤੇ ਮੈਨੂੰ ਮੱਥਾ ਟੇਕੋ। ਆਪਣਾ ਮਨ ਅਤੇ ਸਰੀਰ ਮੈਨੂੰ ਸਮਰਪਿਤ ਕਰਕੇ, ਤੁਸੀਂ ਜ਼ਰੂਰ ਮੇਰੇ ਕੋਲ ਆਓਗੇ੭ (9.34)। ਇਹ ਸਰਵ ਸ਼ਕਤੀਮਾਨ ਵੱਲੋਂ ਇੱਥੇ ਅਤੇ ਹੁਣੇ, ਅੰਤਮ ਆਜ਼ਾਦੀ (ਮੋਕਸ਼) ਲਈ ਇੱਕ ਭਰੋਸਾ ਹੈ।

Gita Acharan in the leading Odia Daily -The Samaja 117. ସଂଯମତାର କଳା ଅନେକ କାରଣରୁ ମସ୍ତିଷ୍କ ଏକ ଆଶ୍ଚର୍ଯ୍ୟଜନକ ଅଙ୍ଗ ଅଟେ । ଏହାର...
13/11/2025

Gita Acharan in the leading Odia Daily -The Samaja

117. ସଂଯମତାର କଳା

ଅନେକ କାରଣରୁ ମସ୍ତିଷ୍କ ଏକ ଆଶ୍ଚର୍ଯ୍ୟଜନକ ଅଙ୍ଗ ଅଟେ । ଏହାର ଗୋଟିଏ ବୈଶିଷ୍ଟ୍ୟ ହେଉଛି ଏହା ଯନ୍ତ୍ରଣା ଅନୁଭବ କରେ ନାହିଁ କାରଣ ଏହାର ଟିସୁରେ ନୋସିସେପ୍ଟର ନାହିଁ ଯାହା ଯନ୍ତ୍ରଣାକୁ ସଂକ୍ରମଣ କରେ । ନ୍ୟୁରୋସର୍ଜନମାନେ ରୋଗୀ ଜାଗ୍ରତ ଥିବାବେଳେଅସ୍ତ୍ରୋପ୍ରଚାର ପାଇଁ ଏହି ବିଶେଷତାର ଉପଯୋଗ କରନ୍ତି।
ଶାରୀରିକ ଯନ୍ତ୍ରଣା ଏବଂ ସୁଖ ମସ୍ତିଷ୍କର ନିରପେକ୍ଷ ଅବସ୍ଥା ସହିତ ତୁଳନା କରିବାର ଫଳାଫଳ । ଏହି ଅନୁରୂପ ନିରପେକ୍ଷ ଅବସ୍ଥା ମାନସିକ ସ୍ତରରେ ମଧ୍ୟ ହୁଏ ଯାହାର ସହିତ ତୁଳନା ହେତୁ ମାନସିକ ଯନ୍ତ୍ରଣା ଏବଂ ସୁଖର ଅନୁଭବ ହୁଏ । ଏହି ପୃଷ୍ଠଭୂମି ଆମକୁ ବୁଝିବାରେ ସାହାଯ୍ୟ କରିବ, ଯାହା ଶ୍ରୀକୃଷ୍ଣ କହୁଛନ୍ତି “ଯେତେବେଳେ ଯୋଗ ଅଭ୍ୟାସ ଦ୍ୱାରା ସଂଯମିତ ମନ ସ୍ଥିର ହୁଏ ଏବଂ ଯେଉଁଥିରେ ସେ ନିଜକୁ ନିଜ ଭିତରେ ଦେଖେ ତେବେ ସେ ଆତ୍ମ-ସନ୍ତୁଷ୍ଟ ହୁଏ” (6.20) ।
ମୂଳ କଥା ହେଉଛି ସ୍ଥିର ହେବା । ଏହା ସର୍ବଦା ହଲଚଲ କରୁଥିବା କିମ୍ବା ଅସ୍ଥିର ମନକୁ ସ୍ଥିର କରିବା । ଏହାକୁ ହାସଲ କରିବା ପାଇଁ ଶ୍ରୀକୃଷ୍ଣ ସଂଯମତାର ସୁପାରିସ କରନ୍ତି । ସଂଯମତାର ଅର୍ଥ ଭାବନାକୁ ଦମନ କରିବା କିମ୍ବା ସେମାନଙ୍କର ଅଭିବ୍ୟକ୍ତି ନୁହେଁ । ଏହା ସେମାନଙ୍କୁ ସଚେତନତା ମାଧ୍ୟମରେ ସାକ୍ଷୀ ଭାବରେ ଦେଖିବା ଯାହା ଅତୀତରେ ଘଟିଥିବା ପରିସ୍ଥିତିକୁ ବିଶ୍ଳେଷଣ କରି ଆମେ ସହଜରେ ପାଇପାରିବା । ଶେଷରେ, ଏହା ନିଜକୁ ସବୁ ସ୍ଥାନରେ ନିଜ ରୂପରେ ଦେଖିବା ।
ଥରେ ଯଦି ଆମେ ଏହି ସଂଯମତାର କଳାରେ ନିପୂଣ ହୋଇଯିବା, ତେବେ ଆମେ ସେହି ନିରପେକ୍ଷ ବିନ୍ଦୁ କିମ୍ବା ସର୍ବୋଚ୍ଚ ଆନନ୍ଦ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସୁଖ ଏବଂ ଦୁଃଖ ଧୃବୀୟତାକୁ ଅତିକ୍ରମ କରିଯାଉ । ଏହି ସମ୍ବନ୍ଧରେ ଶ୍ରୀକୃଷ୍ଣ କୁହନ୍ତି, “କେବଳ ବିଶୁଦ୍ଧ ଓ ସୂକ୍ଷ୍ମ ବୁଦ୍ଧିଦ୍ୱାରା ଗ୍ରହଣଯୋଗ୍ୟ ଯେଉଁ ଇନ୍ଦ୍ରିୟାତୀତ ଶାଶ୍ୱତ ଆନନ୍ଦ ରହିଛି, ଯୋଗୀ ତାହାକୁ ଯେଉଁ ଅବସ୍ଥାରେ ଅନୁଭବ କରନ୍ତି ଓ ଯେଉଁ ଅବସ୍ଥାରେ ଅବସ୍ଥିତ ହୋଇ ଏହି ଯୋଗୀ ପରମାତ୍ମାଙ୍କ ସ୍ୱରୂପରୁ କଦାପି ବିଚଳିତ ହୁଅନ୍ତି ନାହିଁ’’ (6.21) ।
ଏହି ସର୍ବୋଚ୍ଚ ସୁଖ ଇନ୍ଦ୍ରିୟମାନଙ୍କ ବାହାରେ । ସେହି ଅବସ୍ଥାରେ, ଅନ୍ୟମାନଙ୍କର ପ୍ରଶଂସା କିମ୍ବା ସ୍ୱାଦିଷ୍ଟ ଖାଦ୍ୟ ଇତ୍ୟାଦିର ଆବଶ୍ୟକତା ନଥାଏ । ସଂଯୋଗରୁ ଆମେ ସମସ୍ତେ ଏହି ଆନନ୍ଦର ଅନୁଭବ ନିଷ୍କାମ କର୍ମ ମୁହୂର୍ତ୍ତରେ କିମ୍ବା ଧ୍ୟାନର କ୍ଷଣରେ କରୁ । ଏହା ସେମାନଙ୍କୁ ଚିହ୍ନିବା ଏବଂ ପ୍ରତିଫଳିତ କରିବା ବିଷୟରେ ।

Gita Acharan in the Punjab Kesari 198. हवा में महलhttps://open.spotify.com/episode/4W5drkDlqyM7jBXabBd7vq?si=8Tg0oJueR4m...
13/11/2025

Gita Acharan in the Punjab Kesari

198. हवा में महल

https://open.spotify.com/episode/4W5drkDlqyM7jBXabBd7vq?si=8Tg0oJueR4m_55zQwj681Q

श्रीकृष्ण कहते हैं, "जितने भी चर और अचर सृष्टि तुम्हें दिखाई दे रही हैं वे सब क्षेत्र और क्षेत्र के ज्ञाता का संयोग मात्र हैं (13.27)। जो परमात्मा को सभी जीवों में आत्मा के रूप में देखता है और जो इस नश्वर शरीर में दोनों को अविनाशी समझता है केवल वही वास्तव में देखता है" (13.28)। इसी तरह का वर्णन श्रीकृष्ण ने पहले भी किया था जहां उन्होंने 'सत्' को शाश्वत और 'असत्' को वह बताया जो अतीत में नहीं था और जो भविष्य में भी नहीं होगा (2.16); और हमें उनमें अंतर करने की सलाह दी।

हम अपने चारों ओर जो कुछ भी देखते हैं वह नाशवान है। श्रीकृष्ण कहते हैं कि इस नाशवान के पीछे अविनाशी है। नाशवानता की गहराई में जाकर अविनाशी की खोज करने के बजाय, हम अपना जीवन नाशवान के आधार पर बनाते हैं। यह हवा में महल बनाने जैसा है। नाशवान में स्थायित्व या निश्चितता लाने के हमारे प्रयासों का अंत दुःख में होना तय है। श्रीकृष्ण ने ऐसी स्थिति को अपने द्वारा अपना विनाश के रूप में वर्णित किया और परम गंतव्य तक पहुंचने के लिए भगवान की सर्वव्यापकता का एहसास करने का परामर्श दिया (13.29)। यह बिना आसक्ति या विरक्ति के नाशवान (परिवर्तन) को साक्षी बनकर देखने की आदत विकसित करने के बारे में है; बिना किसी प्रतिरोध के परिवर्तन के साथ सामंजस्य बनाकर रहने के बारे में है।

श्रीकृष्ण आगे कहते हैं, "जो यह समझ लेते हैं कि शरीर के समस्त कार्य प्रकृति की शक्ति के द्वारा सम्पन्न होते हैं जबकि देहधारी आत्मा वास्तव में कुछ नहीं करती, केवल वही वास्तव में देखते हैं" (13.30)। नाशवान संसार में, कर्ता के लिए कोई स्थान नहीं है क्योंकि सब कुछ एक बुलबुले की तरह है जो अपने आप उत्पन्न होता है और बाद में नष्ट हो जाता है।

गीता में कई बार यह समझाया गया है कि हम कर्म के कर्ता नहीं हैं। प्रकृति से उत्पन्न तीन गुणों का संयोजन और उनकी अंतःक्रिया हमारे चारों ओर दिखाई देने वाले कर्म के लिए जिम्मेदार है। यह बात हमारे जीवन के अनुभवों के माध्यम से जितनी गहराई से हमारे भीतर आत्मसात होती जाती है, हम उतने ही शांतमय होते जाते हैं।

Gita Acharan in the leading Punjabi daily -The Jagbani
10/11/2025

Gita Acharan in the leading Punjabi daily -The Jagbani

Address

Sivaias@hotmail. Com
Delhi
110016

Alerts

Be the first to know and let us send you an email when Gita Acharan posts news and promotions. Your email address will not be used for any other purpose, and you can unsubscribe at any time.

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram