M/S Maa Medicine Store

  • Home
  • M/S Maa Medicine Store

M/S  Maa Medicine Store we are trying to give the best service to our valuable customers.

23/01/2022
29/04/2021

Now in this covid 19 situations, we care about you and yours family. So
We sanitise our shop regularly.
19
social distance
use mask

ଓଡ଼ିଆ ନବ ବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ...
14/04/2021

ଓଡ଼ିଆ ନବ ବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି ।

ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଦୋଳଗୋବିନ୍ଦଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜ...
28/03/2021

ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଦୋଳଗୋବିନ୍ଦଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେଉ ଏତିକି ପ୍ରାର୍ଥନା ।

या कुन्देन्दुतुषारहारधवला या शुभ्रवस्त्रावृताया वीणावरदण्डमण्डितकरा या श्वेतपद्मासनाया ब्रह्माच्युतशंकरप्रभृतिभिर्देवै: ...
16/02/2021

या कुन्देन्दुतुषारहारधवला या शुभ्रवस्त्रावृता
या वीणावरदण्डमण्डितकरा या श्वेतपद्मासना
या ब्रह्माच्युतशंकरप्रभृतिभिर्देवै: सदा वन्दिता
सा मां पातु सरस्वती भगवती नि:शेषजाड्यापहा

 ିନ୍ଦ 🇮🇳୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
26/01/2021

ିନ୍ଦ 🇮🇳
୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ 2020 ର ସମସ୍ତ ଦୁଃଖ କଷ୍ଟ କୁ ଦୂର କରି 2021କୁ ଆପଣ ମାନଙ୍କ ପାଇଁ ସରସ ସୁନ୍ଦର କରି ଗଢି ତୋଳନ୍ତୁ।ଇଂରାଜୀ ନବ ବର୍ଷ...
31/12/2020

ମହାପ୍ରଭୁ ଶ୍ରୀ ଜଗନ୍ନାଥ 2020 ର ସମସ୍ତ ଦୁଃଖ କଷ୍ଟ କୁ ଦୂର କରି 2021କୁ ଆପଣ ମାନଙ୍କ ପାଇଁ ସରସ ସୁନ୍ଦର କରି ଗଢି ତୋଳନ୍ତୁ।ଇଂରାଜୀ ନବ ବର୍ଷ 2021 ର ହାର୍ଧକ ଅଭିନଦଂନ ଓ ଶୁଭେଚ୍ଛା ।।ଜୟ ଜଗନ୍ନାଥ ।।🙏🙏🙏

ପବିତ୍ର  #କାର୍ତ୍ତିକପୂର୍ଣ୍ଣିମା ଓ  #ବୋଇତବନ୍ଦାଣ ଉପଲକ୍ଷେ ସନସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। ଆଜିର ଦିନଟି ଆମ ଗୌରବମୟ ନୌବାଣିଜ୍ୟ ଇତିହାସ...
30/11/2020

ପବିତ୍ର #କାର୍ତ୍ତିକପୂର୍ଣ୍ଣିମା ଓ #ବୋଇତବନ୍ଦାଣ ଉପଲକ୍ଷେ ସନସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। ଆଜିର ଦିନଟି ଆମ ଗୌରବମୟ ନୌବାଣିଜ୍ୟ ଇତିହାସକୁ ସ୍ମରଣ କରିବା ସହିତ ନୂତନ ଓଡ଼ିଶାର ପ୍ରଗତି ଓ ସମୃଦ୍ଧି ପାଇଁ ବ୍ରତୀ ହେବାର ଏକ ପ୍ରକୃଷ୍ଟ ସମୟ ।

ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ, ହେ ପ୍ରଭୁ ଆଜି ତୁମର ପବିତ୍ର ନାଗାର୍ଜୁନ ବେଶ ରେ ତୁମକୁ କୋଟି କୋଟି ପ୍ରଣାମ,ତୁମେ ୟେ ସଂସାରକୁ ...
27/11/2020

ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ,
ହେ ପ୍ରଭୁ ଆଜି ତୁମର ପବିତ୍ର ନାଗାର୍ଜୁନ ବେଶ ରେ ତୁମକୁ କୋଟି କୋଟି ପ୍ରଣାମ,ତୁମେ ୟେ ସଂସାରକୁ ରକ୍ଷା କର
ତୁମରି କରୁଣାରୁ ସମସ୍ତଙ୍କର ମଙ୍ଗଳ ହେଉ ,
ଜୟ ଜଗନ୍ନାଥ....

ଦୀପାବଳି ଭଳି ଏହି ପବିତ୍ର ଦିନ, ଆପଣଙ୍କ ଜୀବନରେ ଖୁସି, ଶାନ୍ତି ଓ ଭଲ ପାଇବା ଆଣିଦେଉ.HAPPY DIWALI...
13/11/2020

ଦୀପାବଳି ଭଳି ଏହି ପବିତ୍ର ଦିନ, ଆପଣଙ୍କ ଜୀବନରେ ଖୁସି, ଶାନ୍ତି ଓ ଭଲ ପାଇବା ଆଣିଦେଉ.
HAPPY DIWALI...

ପୁରୀରେ ପହଞ୍ଚିବା ପରେ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ସମ୍ମୁଖରୁ ନୀଳଚକ୍ର ପତିତପାବନ ବାନାକୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି । ଜଗତର ନାଥ ଶ୍ରୀଜ...
06/11/2020

ପୁରୀରେ ପହଞ୍ଚିବା ପରେ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ସମ୍ମୁଖରୁ ନୀଳଚକ୍ର ପତିତପାବନ ବାନାକୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି । ଜଗତର ନାଥ ଶ୍ରୀଜଗନ୍ନାଥଙ୍କ କୃପାରୁ ଦେଶବାସୀ କରୋନା କବଳରୁ ଶୀଘ୍ର ଉଦ୍ଧାର ହୁଅନ୍ତୁ, ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା । ଜୟ ଜଗନ୍ନାଥ 🙏

ମା' ଆସୁଛନ୍ତି ,  ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା । ଚଳିତ ବର୍ଷ କୋଭିଡ ହେତୁ କେବଳ ପରମ୍ପରା ରକ୍ଷା କରିବା ପାଇଁ...
31/10/2020

ମା' ଆସୁଛନ୍ତି , ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା । ଚଳିତ ବର୍ଷ କୋଭିଡ ହେତୁ କେବଳ ପରମ୍ପରା ରକ୍ଷା କରିବା ପାଇଁ ନିରାଡ଼ମ୍ବରରେ ଢେଙ୍କାନାଳ ରେ ପୂଜା ପାଇବେ ମା ଲକ୍ଷ୍ମୀ । ବିନା ତୋରଣ ସାଜସଜା ରେ ୩୮ ମଣ୍ଡପରେ ବିନା ଭକ୍ତ ରେ ପୂଜା ପାଇବେ ମା'

Address


759001

Website

Alerts

Be the first to know and let us send you an email when M/S Maa Medicine Store posts news and promotions. Your email address will not be used for any other purpose, and you can unsubscribe at any time.

  • Want your practice to be the top-listed Clinic?

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram