22/08/2025
➡️ଛୋଟପିଲାଙ୍କୁ ମୋବାଇଲ ଫୋନ ବା ଟିଭି ଦେଖାଇ ଖୁଆଅନ୍ତୁ ନାହିଁ।
➡️ ଘରକାମ କରିବା ପାଇଁ ମୋବାଇଲରେ କାର୍ଟୁନ ବା ଅନ୍ୟ ଭିଡିଓ ଦେଖେଇବାର ଅଭ୍ୟାସ କରାନ୍ତୁ ନାହିଁ।
➡️ମୋବାଇଲ ଫୋନର ଅତିମାତ୍ରାରେ ବ୍ୟବହାର ପିଲାଙ୍କ ସୁସ୍ଥ ବିକାଶ ପାଇଁ ଘାତକ।