29/04/2025
ନିଃ ସନ୍ତାନ ଦମ୍ପତିମାନଙ୍କ ନିମନ୍ତେ ଇମ୍ପ୍ରୀମିସ୍ ଆଇ ଭି ଏଫ ସେଣ୍ଟର ଆଣି ଦେଇଛି ଏକ ସୁବର୍ଣ୍ଣ ସୁଯୋଗ
ଆସନ୍ତା ମଇ ମାସ ୧୧ତାରିଖ ରବିବାର ଦିନ ଶ୍ରୀ କ୍ରିଷ୍ଣା ନର୍ସିଂହୋମ,ନ୍ୟୁ ବସଷ୍ଟାଣ୍ଡ,ଭୂପତି ହୋଟେଲ ପାଖ ଠାରେ ଏକ ବିଶାଳ ମାଗଣା ପରାମର୍ଶ ଶିବିର ଅନୁଷ୍ଠିତ କରୁଅଛି। ନିଃ ସନ୍ତାନ ଦମ୍ପତି ମାନେ ଆସି କି ଭଳି ଭାବେ ସନ୍ତାନ ଟିଏ ହୋଇ ପାରିବ କିମ୍ବା ଗର୍ଭ ଧାରଣ ର ସଠିକ୍ ମାର୍ଗ ନିମନ୍ତେ ଆମର ବରିଷ୍ଠ ବିଶେଷଜ୍ଞ ଙ୍କ ଠାରୁ ପରାମର୍ଶ ନେଇ ପାରିବେ ।ଏକ ସଫଳ ପିତୃତ୍ୟ ମାତୃତ୍ଵ ବନିବାରେ ଗୋଟିଏ ପାଦ ଆଗକୁ ବଢନ୍ତୁ....
Call for an appointment: +91 8595214906 ,+91 6370090043
📅 Date: 11th May 2025
🕚 Time: 11 AM – 4 PM
📍 Location: Shri Krishna Nursing Home
New Bus Stand, Near Bhupati Hotel.
Manjari Nagar, Brahmapur, Odisha 760001
Pin Point: https://g.co/kgs/9Xf6R2E