20/09/2025
ଅଳ୍ପ ବୟସରୁ ଡାଏବେଟିସ୍: ରୋକିବେ କେମିତି? | Diabetes in Youth, in Odia | Causes | Dr Ankita Tiwari
ଅଳ୍ପ ବୟସରୁ ଡାଏବେଟିସ୍ ହେବା ହୁଏତଃ ବଂଶାନୁଗତ ହୋଇପାରେ। ହେଲେ ବର୍ତ୍ତମାନ ଏଥିପାଇଁ ଜେନେଟିକ୍ ଦାୟୀ ନୁହେଁ, ଦାୟୀ ହେଉଛି ଆମର ଜୀବନଶୈଳୀ ଓ ଖାଦ୍ୟପେୟ। ଫାଷ୍ଟଫୁଡ୍, ଶାରୀରିକ ପରିଶ୍ରମର ଅଭାବ ଏବଂ ମାନସିକ ଚାପ ହିଁ ଯୁବାବସ୍ଥାରେ ଡାଏବେଟିସ୍ର ମୂଳ କାରଣ। ହେଲେ କ’ଣ କଲେ ଡାଏବେଟିସ୍ ହେବ ନାହିଁ, ଆସନ୍ତୁ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଙ୍କିତା ତିଓ୍ୱାରିଙ୍କଠାରୁ ଜାଣିବା।
Video Credits- Swasthya Plus Odia
ଏହି ଭିଡିଓରେ ରହିଛି,
ଯୁବାବସ୍ଥାରେ ଡାଏବେଟିସ୍ କାହିଁକି ହେଉଛି?
ଯୁବକ ଯୁବତୀଙ୍କୁ ଡାଏବେଟିସ୍ ହେଲେ କ’ଣ କ’ଣ ଲକ୍ଷଣ ଦେଖାଦିଏ?
ଯୁବାବସ୍ଥାରେ ଡାଏବେଟିସ୍ ହେଲେ ଚିକିତ୍ସା କେମିତି କରାଯାଏ?
ଯୁବାବସ୍ଥାରେ ଡାଏବେଟିସ୍କୁ କଣ୍ଟ୍ରୋଲ କେମିତି କରିବେ?
ଡାଏବେଟିସ୍ ନ ହେବା ପାଇଁ କ’ଣ କରିବେ?
Diabetes in youth is now a growing cause of concern. More children and teenagers are being diagnosed, often due to unhealthy eating, sedentary lifestyles, or family history. Managing diabetes at this age requires a combination of healthy eating, regular physical activity, blood sugar monitoring, etc. How to control Diabetes in Youth? Let's learn more from Dr Ankita Tiwari, an Endocrinologist.
In this Video,
What causes Diabetes in Youth?
Symptoms of Diabetes in Youth
Treatment of Diabetes in Youth
How to control Diabetes in Youth?