
03/09/2024
ଯକ୍ଷ୍ମା,ଶ୍ଵାସ ଓ ଛାତି ରୋଗ ବିଶେଷଜ୍ଞ
Dr. Milan Misra
MD(pulmonary Medicine)
T.B. chest &Asthma Specialist
SCB Medical College, Cuttack
Date-15/09/2024 (Sunday)
Time:10.00am-2.00pm
✅ ବାରମ୍ବାର କାଶ ଆସିବା, ଔଷଧ ସେବନ ପରେ ଶୋଇବା ଏବଂ ସକାଳ ସମୟରେ କାଶ ଆସିବା,କାଶ ଯୋଗୁଁ ରାତି ଅନିଦ୍ରା ରହିବା, ଧୂଆଁ କିମ୍ବା ଧୂଳି ସଷ୍ଷଶରେ ଆସିଲେ କାଶ ହେବା
✅ ଧଇଁସଇଁ ହେବା:ଯଥା ସିଡି ଚଢି ବା ସାଇକେଲ ଚଲେଇବା,ଅଳ୍ପ କିଛି କାମ କରିବାପରେ ଧଇଁସଇଁ ହବା
✅ ସିଟି ବା ହୁଇସିଲ ପରି ଶବ୍ଦ ବାହାରିବା, ଛାତି ଜାମ୍ ହବା ଓ ବାରମ୍ବାର ଥଣ୍ଡା ସର୍ଦି ଲାଗିବା
✅ ପ୍ରତିଦିନ ଶ୍ଵାସ ଏବଂ କଫ ପଡିବା
ଅତୀତ ବା ବର୍ତ୍ତମାନ ଧୂମପାନ କରୁଥିବା ବ୍ୟକ୍ତି ତେବେ ଏଠାରେ ଆସି ଶ୍ଵାସ ପରୀକ୍ଷା କରେଇନିଅନ୍ତୁ
CALL FOR APPOINTMENT
📲98611-30033,70771-21188
At- Omm life care
Mishrapada, Angul