Youth Blood Donor Group, Balangir

Youth Blood Donor Group, Balangir Contact information, map and directions, contact form, opening hours, services, ratings, photos, videos and announcements from Youth Blood Donor Group, Balangir, Medical and health, Balangir.

ଆଜି ତା. 16 .06.2025 ଭୀମଭୋଇ ମେଡିକାଲ ରେ ନୂଆଖାଉ ତାଣ୍ଡି ଙ୍କୁ A-ve(ଏ ନେଗେଟିଭ )ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ର...
16/06/2025

ଆଜି ତା. 16 .06.2025 ଭୀମଭୋଇ ମେଡିକାଲ ରେ ନୂଆଖାଉ ତାଣ୍ଡି ଙ୍କୁ A-ve(ଏ ନେଗେଟିଭ )ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ସକ୍ରିୟ ସଦସ୍ୟ ଗଜେନ୍ଦ୍ର ତାଣ୍ଡି ଡାକ୍ତରଖାନା କୁ ଯାଇ ସ୍ବେଛାକୃତ ଭାବେ ରକ୍ତଦାନ କରିଥିବାରୁ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ତରଫରୁ ବହୁତ ବହୁତ ଧନ୍ୟବାଦ l ସବୁବେଳେ ସୁସ୍ଥ ରହୁନ ହରିଶଙ୍କର ବାବା ପାଖେ ପ୍ରାର୍ଥନା କରୁଛୁ l ଜୟ ସେବା..

ଆଜି ତା. 15 .06.2025 ଭୀମଭୋଇ ମେଡିକାଲ ରେ ତୁଳଶା ନାଗ ଙ୍କୁ O+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ସକ୍...
16/06/2025

ଆଜି ତା. 15 .06.2025 ଭୀମଭୋଇ ମେଡିକାଲ ରେ ତୁଳଶା ନାଗ ଙ୍କୁ O+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ସକ୍ରିୟ ସଦସ୍ୟ ମାନସ ରଣା ଡାକ୍ତରଖାନା କୁ ଯାଇ ସ୍ବେଛାକୃତ ଭାବେ ରକ୍ତଦାନ କରିଥିବାରୁ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ତରଫରୁ ବହୁତ ବହୁତ ଧନ୍ୟବାଦ l ଆଜି ତାଙ୍କର 8 ଥର ରକ୍ତଦାନ ପୁରଣ ହେଲା l ସବୁବେଳେ ସୁସ୍ଥ ରହୁନ ହରିଶଙ୍କର ବାବା ପାଖେ ପ୍ରାର୍ଥନା କରୁଛୁ l ଜୟ ସେବା..

ଆଜି ତା. 15 .06.2025 ପାଟଣାଗଡ଼ ଡାକ୍ତରଖାନାରେ ସୁନିତା ପଧାନ ଙ୍କୁ AB+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍...
16/06/2025

ଆଜି ତା. 15 .06.2025 ପାଟଣାଗଡ଼ ଡାକ୍ତରଖାନାରେ ସୁନିତା ପଧାନ ଙ୍କୁ AB+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ସକ୍ରିୟ ସଦସ୍ୟ ତଥା ସମାଜସେବୀ ବିନୋଦ ପଧାନ ଡାକ୍ତରଖାନା କୁ ଯାଇ ସ୍ବେଛାକୃତ ଭାବେ ରକ୍ତଦାନ କରିଥିବାରୁ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ତରଫରୁ ବହୁତ ବହୁତ ଧନ୍ୟବାଦ l ଆଜି ତାଙ୍କର 15ଥର ରକ୍ତଦାନ ପୁରଣ ହେଲା l ସବୁବେଳେ ସୁସ୍ଥ ରହୁନ ହରିଶଙ୍କର ବାବା ପାଖେ ପ୍ରାର୍ଥନା କରୁଛୁ l ଜୟ ସେବା..

ଆଜି ତା. 14 .06.2025 ପାଟଣାଗଡ଼ ଡାକ୍ତରଖାନାରେ ସୁନିତା ପଧାନ ଙ୍କୁ AB+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍...
14/06/2025

ଆଜି ତା. 14 .06.2025 ପାଟଣାଗଡ଼ ଡାକ୍ତରଖାନାରେ ସୁନିତା ପଧାନ ଙ୍କୁ AB+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ସକ୍ରିୟ ସଦସ୍ୟ ତଥା ସମାଜସେବୀ ଅଶୋକ ରଣା ବିଶ୍ୱ ରକ୍ତଦାତା ଦିବସ ର ସୁଅବସରରେ ଡାକ୍ତରଖାନା କୁ ଯାଇ ସ୍ବେଛାକୃତ ଭାବେ ରକ୍ତଦାନ କରିଥିବାରୁ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ତରଫରୁ ବହୁତ ବହୁତ ଧନ୍ୟବାଦ l ଆଜି ତାଙ୍କର 14 ଥର ରକ୍ତଦାନ ପୁରଣ ହେଲା l ସବୁବେଳେ ସୁସ୍ଥ ରହୁନ ହରିଶଙ୍କର ବାବା ପାଖେ ପ୍ରାର୍ଥନା କରୁଛୁ l ଜୟ ସେବା..

14/06/2025
ଆଜି ତା. 09.06.2025  ପାଟଣାଗଡ଼ ଡାକ୍ତରଖାନାରେ କୁନ୍ତଳା ପୁଞ୍ଜି ଙ୍କୁ A+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲା...
11/06/2025

ଆଜି ତା. 09.06.2025 ପାଟଣାଗଡ଼ ଡାକ୍ତରଖାନାରେ କୁନ୍ତଳା ପୁଞ୍ଜି ଙ୍କୁ A+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ସକ୍ରିୟ ସଦସ୍ୟ ଦୁଃଖନାଶନ ସାହୁ ଡାକ୍ତରଖାନା କୁ ଯାଇ ସ୍ବେଛାକୃତ ଭାବେ ରକ୍ତଦାନ କରିଥିବାରୁ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ତରଫରୁ ବହୁତ ବହୁତ ଧନ୍ୟବାଦ l ଆଜି ତାଙ୍କର 11 ଥର ରକ୍ତଦାନ ପୁରଣ ହେଲା l ସବୁବେଳେ ସୁସ୍ଥ ରହୁନ ହରିଶଙ୍କର ବାବା ପାଖେ ପ୍ରାର୍ଥନା କରୁଛୁ l ଜୟ ସେବା..

ଆଜି ତା. 08.06.2025  ପାଟଣାଗଡ଼ ଡାକ୍ତରଖାନାରେ ବୃନ୍ଦାବତୀ ଛତରଙ୍କୁ A+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍...
11/06/2025

ଆଜି ତା. 08.06.2025 ପାଟଣାଗଡ଼ ଡାକ୍ତରଖାନାରେ ବୃନ୍ଦାବତୀ ଛତରଙ୍କୁ A+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ସକ୍ରିୟ ସଦସ୍ୟ ଆକାଶ ସାହୁ ଡାକ୍ତରଖାନା କୁ ଯାଇ ସ୍ବେଛାକୃତ ଭାବେ ରକ୍ତଦାନ କରିଥିବାରୁ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ତରଫରୁ ବହୁତ ବହୁତ ଧନ୍ୟବାଦ l ଆଜି ତାଙ୍କର 3 ଥର ରକ୍ତଦାନ ପୁରଣ ହେଲା l ସବୁବେଳେ ସୁସ୍ଥ ରହୁନ ହରିଶଙ୍କର ବାବା ପାଖେ ପ୍ରାର୍ଥନା କରୁଛୁ l ଜୟ ସେବା..

ଆଜି ତା. 29.05.25 ନୂଆପଡା ବଡ଼ ଡାକ୍ତରଖାନାରେ ଲିଜା ନାୟକ ଜଣେ ପ୍ରସୂତି ମାଁ ଙ୍କୁ B +ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନ...
29/05/2025

ଆଜି ତା. 29.05.25 ନୂଆପଡା ବଡ଼ ଡାକ୍ତରଖାନାରେ ଲିଜା ନାୟକ ଜଣେ ପ୍ରସୂତି ମାଁ ଙ୍କୁ B +ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ର ସକ୍ରିୟ ସଦସ୍ୟ ହୀରାଧର ପରାଭୁଏ ଡାକ୍ତରଖାନା କୁ ଯାଇ ସ୍ବେଛାକୃତ ଭାବେ ରକ୍ତଦାନ କରି ଜଣକର ଜୀବନ ବଂଚେଇଥିବାରୁ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ତରଫରୁ ବହୁତ ବହୁତ ଧନ୍ୟବାଦ l ଆଜି ତାଙ୍କର 2 ଥର ରକ୍ତଦାନ ପୂରଣ ହେଲା l ସବୁବେଳେ ସୁସ୍ଥ ରହୁନ ହରିଶଙ୍କର ବାବା ପାଖେ ପ୍ରାର୍ଥନା କରୁଛୁ l ଜୟ ସେବା....

ଆଜି ତା. 29.05.25 ଭୁବନେଶ୍ୱର ଏମ୍ସ ଡାକ୍ତରଖାନା ରେ ରେ ପୂର୍ଣ୍ଣ ଭୁଏ ଜଣେ ବ୍ଲଡ଼ କେନ୍ସର ରୋଗୀଙ୍କୁ  ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ...
29/05/2025

ଆଜି ତା. 29.05.25 ଭୁବନେଶ୍ୱର ଏମ୍ସ ଡାକ୍ତରଖାନା ରେ ରେ ପୂର୍ଣ୍ଣ ଭୁଏ ଜଣେ ବ୍ଲଡ଼ କେନ୍ସର ରୋଗୀଙ୍କୁ ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ର ସକ୍ରିୟ ସଦସ୍ୟ ସଦାଶିବ ପୋଡ଼ ଡାକ୍ତରଖାନା କୁ ଯାଇ ସ୍ବେଛାକୃତ ଭାବେ ରକ୍ତଦାନ କରିଥିବାରୁ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ତରଫରୁ ବହୁତ ବହୁତ ଧନ୍ୟବାଦ l ଆଜି ତାଙ୍କର 45 ଥର ରକ୍ତଦାନ ପୂରଣ ହେଲା l 100 ଥର ରକ୍ତଦାନ କରିବାର ତାଙ୍କର ଇଛା ପୂରଣ ହେଉ l ସବୁବେଳେ ସୁସ୍ଥ ରହୁନ ହରିଶଙ୍କର ବାବା ପାଖେ ପ୍ରାର୍ଥନା କରୁଛୁ l ଜୟ ସେବା...

ଆଜି ତା. 28.05.25 ପାଟଣାଗଡ଼ ଡାକ୍ତରଖାନାରେ ହୃଦମଣି ହାତୀ ଙ୍କୁ O+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ...
29/05/2025

ଆଜି ତା. 28.05.25 ପାଟଣାଗଡ଼ ଡାକ୍ତରଖାନାରେ ହୃଦମଣି ହାତୀ ଙ୍କୁ O+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ର ସକ୍ରିୟ ସଦସ୍ୟ ରୁକ୍ମଣା ରଣା ଡାକ୍ତରଖାନା କୁ ଯାଇ ସ୍ବେଛାକୃତ ଭାବେ ରକ୍ତଦାନ କରି ଜଣକର ଜୀବନ ବଂଚେଇଥିବାରୁ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ତରଫରୁ ବହୁତ ବହୁତ ଧନ୍ୟବାଦ l ସବୁବେଳେ ସୁସ୍ଥ ରହୁନ ହରିଶଙ୍କର ବାବା ପାଖେ ପ୍ରାର୍ଥନା କରୁଛୁ l ଜୟ ସେବା....

ଆଜି ତା. 02.05.25 ପାଟଣାଗଡ଼ ଡାକ୍ତରଖାନାରେ ବିମଲ ନାୟକ ଙ୍କୁ O+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ର ...
02/05/2025

ଆଜି ତା. 02.05.25 ପାଟଣାଗଡ଼ ଡାକ୍ତରଖାନାରେ ବିମଲ ନାୟକ ଙ୍କୁ O+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ର ସକ୍ରିୟ ସଦସ୍ୟ ସୁବାସ ଛୁରା ଡାକ୍ତରଖାନା କୁ ଯାଇ ସ୍ବେଛାକୃତ ଭାବେ ରକ୍ତଦାନ କରି ଜଣକର ଜୀବନ ବଂଚେଇଥିବାରୁ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ତରଫରୁ ବହୁତ ବହୁତ ଧନ୍ୟବାଦ l ସବୁବେଳେ ସୁସ୍ଥ ରହୁନ ହରିଶଙ୍କର ବାବା ପାଖେ ପ୍ରାର୍ଥନା କରୁଛୁ l ଜୟ ସେବା....

ଆଜି ତା. 28.04.25 ପାଟଣାଗଡ଼ ଡାକ୍ତରଖାନାରେ ଅଷ୍ଟମୀ ହାତୀ ଙ୍କୁ O+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ...
28/04/2025

ଆଜି ତା. 28.04.25 ପାଟଣାଗଡ଼ ଡାକ୍ତରଖାନାରେ ଅଷ୍ଟମୀ ହାତୀ ଙ୍କୁ O+ve ବ୍ଲଡ଼ ଅତ୍ୟନ୍ତ ଜରୁରୀ ଥିବାବେଳେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ର ସକ୍ରିୟ ସଦସ୍ୟ ମନୁ ଦଣ୍ଡସେନା ଡାକ୍ତରଖାନା କୁ ଯାଇ ସ୍ବେଛାକୃତ ଭାବେ ରକ୍ତଦାନ କରି ଜଣକର ଜୀବନ ବଂଚେଇଥିବାରୁ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ତରଫରୁ ବହୁତ ବହୁତ ଧନ୍ୟବାଦ l ଆଜି ତାଙ୍କର 9 ଥର ରକ୍ତଦାନ ପୂରଣ ହେଲା l ସବୁବେଳେ ସୁସ୍ଥ ରହୁନ ହରିଶଙ୍କର ବାବା ପାଖେ ପ୍ରାର୍ଥନା କରୁଛୁ l ଜୟ ସେବା....

Address

Balangir

Telephone

+916371695823

Website

Alerts

Be the first to know and let us send you an email when Youth Blood Donor Group, Balangir posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Youth Blood Donor Group, Balangir:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram