Divine Nursing Home

Divine Nursing Home 7064646470
Divine nursing home,a multi specifically hospital at south odisha

https://www.facebook.com/share/v/1WvULAWVja/ଅଖିଳ ଭାରତୀୟ ଆୟୁ୍ବେଦିକ ସମ୍ମଲିନୀ ଗଞ୍ଜାମ ଶାଖା ପଦାଧିକାରୀ ଚୟନ    ଆଜି ତା ୩.୮.୨୫ ରି...
03/08/2025

https://www.facebook.com/share/v/1WvULAWVja/

ଅଖିଳ ଭାରତୀୟ ଆୟୁ୍ବେଦିକ ସମ୍ମଲିନୀ ଗଞ୍ଜାମ ଶାଖା ପଦାଧିକାରୀ ଚୟନ
ଆଜି ତା ୩.୮.୨୫ ରିଖ ଦିନ ସ୍ଥାନୀୟ ଭାବା ନଗର ସ୍ତିତ ଡିଭାଇନ ନର୍ସିଂହୋମ ସମ୍ମୀଳନୀ କକ୍ଷରେ ଅଖିଳ ଭାରତୀୟ ଆୁର୍ବେଦିକ ସମ୍ମିଳନୀ ଗଂଜାମ ଶାଖା ର ନୂତନ ପଦାଧିକାରୀ ଚୟନ କରାଗଲା
ସଭାପତି ରୂପେ ଡାକ୍ତର ଅତୁଲ୍ୟ କୁମାର ପଟ୍ଟନାୟକ, ସଧାରଣ ସମ୍ପାଦକ ଡ଼ା. କିରଣ କୁମାର ପାଣିଗ୍ରାହି, ଯୁଗ୍ମ ସମ୍ପାଦକ ଡ଼ା. ରବୀନ୍ଦ୍ର ନାଥ ଗନ୍ତାୟତ, କୋଷାଧ୍ୟକ୍ଷ ଭାବେ ଡ଼ା. ବିପିନ ବିହାରୀ ସାହୁ, ଓର୍ଗାନାଇଯିଁ ସେକ୍ରେଟାରୀ ଡ଼ା. ଶିଶିର କାନ୍ତ ମିଶ୍ର, ସାଂଗଠାନିକ ସଦସ୍ୟ ଭାବେ ଡ଼ା.ଗାନ୍ଧୀ ଚୌଧୁରୀ, ଡ଼ା. ହୃଷିକେଶ ପାଢ଼ୀ ମନୋନୀତ ହେଲେ, ଗଂଜାମ ଶାଖା ଉପଦେଷ୍ଟା ଭାବେ ବରିଷ୍ଠ ଆୟର୍ବେଦିକ ଡାକ୍ତର ପ୍ରାଣ ଚାନ୍ଦ ପଣ୍ଡା, ଡାକ୍ତର ଶରତ ଚନ୍ଦ୍ର ମହାପାତ୍ର ଡାକ୍ତର ରମେଶ ଚନ୍ଦ୍ର ଦାସ, ଡାକ୍ତର ରାମଚନ୍ଦ୍ର ରଥ, ଡାକ୍ତର ପ୍ରଦୀପ କୁମାର ପାତ୍ର, ମନୋନୀତ ହେଲେ।
ଉକ୍ତ ଚୟନ ପ୍ରକ୍ରିୟାରେ ରାଜ୍ୟ ସଭାପିତି ଧନେଶ୍ଵର ବଳିଆର ସିଂହ, ରାଜ୍ୟ ସମ୍ପାଦକ ଡ଼ା ଶରତ ଚନ୍ଦ୍ର ରାଉତ, କୋଷାଧ୍ୟକ୍ଷ ଡ଼ା ବ୍ରଜେନ୍ଦ୍ର ପାତ୍ର ଏଵଂ ରାଜ୍ୟ ସାଂଗଠାନିକ ସଦସ୍ୟ ପ୍ରଫେସର ଡ଼ା. ସତ୍ୟ ପଟ୍ଟନାୟକ ଚୟନ ପ୍ରକ୍ରିୟାକୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ରାଜ୍ୟ ଉପସଭାପତି ଡ଼ା. ରାମଚନ୍ଦ୍ର ରଥ ଅଧ୍ୟକ୍ଷତା କରିଥିଲେ। ପରିଶେଷରେ ଡ଼ା କିରଣ କୁମାର ପାଣିଗ୍ରାହି ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଶତାଧିକ ଆୟୁର୍ବେଦ ଡାକ୍ତର ଅଂଶ ଗ୍ରହଣ କରିଥିଲେ।

17/04/2025
ଜୟ ଜଗନ୍ନାଥ କ୍ଲବ ସଦସ୍ୟ ମାନେ ଚା ପିଇ ସାରିବା ପରେ ଖଟି ମରୁଛନ୍ତି 😜😍
28/11/2023

ଜୟ ଜଗନ୍ନାଥ କ୍ଲବ ସଦସ୍ୟ ମାନେ ଚା ପିଇ ସାରିବା ପରେ ଖଟି ମରୁଛନ୍ତି 😜😍

Hi friends 🤗❤️
20/10/2023

Hi friends 🤗❤️

Hello Friends 😄❤️💝😘😍
27/09/2023

Hello Friends 😄❤️💝😘😍

10/06/2023
🙏😍Doctors Forum, Berhampur,Ganjam
05/06/2023

🙏😍Doctors Forum, Berhampur,Ganjam

Address

Bhava Nagar Square
Berhampur
760004

Alerts

Be the first to know and let us send you an email when Divine Nursing Home posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Divine Nursing Home:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram

Category