Shradha Hospital

Shradha Hospital Heart to your Health Care

ଆମ ହସ୍ପିଟାଲର ମୂଖ୍ୟ ପରାମର୍ଶଦାତା ତଥା ଶିକ୍ଷାବିତ୍ Sasmita Mohantyଙ୍କ ଶୁଭ ଜନ୍ମଦିନ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ଗହଣରେ ପାଳିତ।
17/02/2026

ଆମ ହସ୍ପିଟାଲର ମୂଖ୍ୟ ପରାମର୍ଶଦାତା ତଥା ଶିକ୍ଷାବିତ୍ Sasmita Mohantyଙ୍କ ଶୁଭ ଜନ୍ମଦିନ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ଗହଣରେ ପାଳିତ।

ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଅନେକ ଅନେକ ଶୁଭକାମନା! 🌸
15/02/2026

ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଅନେକ ଅନେକ ଶୁଭକାମନା! 🌸

09/02/2026
ଭଦ୍ରକ ପୋଲିସଙ୍କ ତରଫରୁ ସମସ୍ତ ସାମାଜିକ ଗଣମାଧ୍ଯମ ବ୍ୟବହାରକାରୀଙ୍କୁ ନିବେଦନ—ସାମ୍ପ୍ରଦାୟିକ ସଦଭାବନା ଓ ସାମାଜିକ ସମନ୍ୱୟକୁ କ୍ଷତି ପହଞ୍ଚାଇ...
02/02/2026

ଭଦ୍ରକ ପୋଲିସଙ୍କ ତରଫରୁ ସମସ୍ତ ସାମାଜିକ ଗଣମାଧ୍ଯମ ବ୍ୟବହାରକାରୀଙ୍କୁ ନିବେଦନ—

ସାମ୍ପ୍ରଦାୟିକ ସଦଭାବନା ଓ ସାମାଜିକ ସମନ୍ୱୟକୁ କ୍ଷତି ପହଞ୍ଚାଇବା କୌଣସି ପ୍ରକାରର ବାର୍ଭା ଯଥା (ଫଟୋ, ଅଡିଓ କିମ୍ବା ଭିଡିଓ) ସାମାଜିକ ଗଣମାଧ୍ୟମରେ ପୋଷ୍ଟ କିମ୍ବା ଶେୟାର କରିବାରୁ ଦୟାକରି ବିରତ ରୁହନ୍ତୁ ।

ଶ୍ରଦ୍ଧେୟl ଶୁଶ୍ରୀଲିପ୍ସାରାଣୀ ର ବିଦାୟକାଳୀନ ସମ୍ବର୍ଦ୍ଧନା ଅବସରରେ,  ହସ୍ପିଟାଲ ର ସଦସ୍ୟ ସଦସ୍ୟା ମାନେ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ...
31/01/2026

ଶ୍ରଦ୍ଧେୟl ଶୁଶ୍ରୀଲିପ୍ସାରାଣୀ ର ବିଦାୟକାଳୀନ ସମ୍ବର୍ଦ୍ଧନା ଅବସରରେ, ହସ୍ପିଟାଲ ର ସଦସ୍ୟ ସଦସ୍ୟା ମାନେ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ l

ଆସନ୍ତୁ! ଏକାଠି ହୋଇ ସ୍ୱତନ୍ତ୍ର ସଘନ ସଂଶୋଧନ(SIR) କୁ ସୁଗମ ଭାବରେ କାର୍ଯ୍ୟକାରୀ କରାଇବା ।ଭୋଟର ମ୍ୟାପିଂ ଦ୍ୱାରା ବୁଥ୍-ସ୍ତରୀୟ ଅଧିକାରୀ (B...
30/01/2026

ଆସନ୍ତୁ! ଏକାଠି ହୋଇ ସ୍ୱତନ୍ତ୍ର ସଘନ ସଂଶୋଧନ(SIR) କୁ ସୁଗମ ଭାବରେ କାର୍ଯ୍ୟକାରୀ କରାଇବା ।
ଭୋଟର ମ୍ୟାପିଂ ଦ୍ୱାରା ବୁଥ୍-ସ୍ତରୀୟ ଅଧିକାରୀ (BLO)ଙ୍କୁ ସାହାଯ୍ୟ କରି ପ୍ରକ୍ରିୟାକୁ ସରଳୀକରଣ କରିବା ।

ଏହା ସହ ଜଡ଼ିତ ଅଧିକ ସୂଚନା ପାଇବାପାଇଁ ‘ଭୋଟର ହେଲ୍ପଲାଇନ୍ ନମ୍ବର-୧୯୫୦’ ରେ କଲ୍ କରନ୍ତୁ କିମ୍ବା
voters.eci.gov.in ୱେବ୍ସାଇଟକୁ ଯାଇ ଅଥବା ECINet App ଡାଉନଲୋଡ କରି 'Book a Call with BLO' ବିକଳ୍ପ ମାଧ୍ୟମରେ ନିଜ ବୁଥ୍-ସ୍ତରୀୟ ଅଧିକାରୀଙ୍କ ସହ ସିଧା-ସଳଖ କଥା ହୁଅନ୍ତୁ ।

23/01/2026

ପବିତ୍ର ଶ୍ରୀପଞ୍ଚମୀ ତଥା ମା' ସରସ୍ଵତୀଙ୍କ ପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ ଅପାର କୃପାରୁ ସଭିଙ୍କ ଜୀବନ ଜ୍ଞାନର ଆଲୋକରେ ଆଲୋକିତ ହେଉ, ଏତିକି ପ୍ରାର୍ଥନା l

Address

Shradha Hospital, Bypass
Bhadrak
756100

Alerts

Be the first to know and let us send you an email when Shradha Hospital posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Shradha Hospital:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram