Freedom pain orissa

Freedom pain orissa Contact information, map and directions, contact form, opening hours, services, ratings, photos, videos and announcements from Freedom pain orissa, Medical and health, Joyrampur, Bhograi.

freedom pain orissa is a alternative pain management clinic all types of neurological disorder like arthritis, osteoarthritis, knee pain, slip disc, saitica, cervical spondylitis and paralysis trt

17/02/2022
18/01/2022

Treatment going on SLIP DISC

Peripheral neuropathy
18/01/2022

Peripheral neuropathy

Drugs free
11/01/2022

Drugs free

04/01/2022
ଜିରା..ଆଇରନ (iron) ପ୍ରଚୁର ମାତ୍ରା ରେ ଥାଏ. ରକ୍ତ ପରିଷ୍କାର କରେ, କଷ୍ଟକାଠିନ୍ୟ ଦୂର କରେ,ହଜମ ଶକ୍ତି ବୃଦ୍ଧି କରିଥାଏ.
26/12/2021

ଜିରା..
ଆଇରନ (iron) ପ୍ରଚୁର ମାତ୍ରା ରେ ଥାଏ. ରକ୍ତ ପରିଷ୍କାର କରେ, କଷ୍ଟକାଠିନ୍ୟ ଦୂର କରେ,ହଜମ ଶକ୍ତି ବୃଦ୍ଧି କରିଥାଏ.

PAWANMUKTASANA (ପବନମୁକ୍ତା ଆସନ )ଏହି ଆସନରେ ଦେହର ଭିତରେ ବାୟୁ ନିଶରଣ ହୁଏ, ସେଥିପାଇଁ ଏହି ଆସନ କୁ ପବନମୁକ୍ତା ଆସନ କୁହାଯାଏ. ଏହି ଆସନ ଏ...
24/12/2021

PAWANMUKTASANA (ପବନମୁକ୍ତା ଆସନ )

ଏହି ଆସନରେ ଦେହର ଭିତରେ ବାୟୁ ନିଶରଣ ହୁଏ, ସେଥିପାଇଁ ଏହି ଆସନ କୁ ପବନମୁକ୍ତା ଆସନ କୁହାଯାଏ. ଏହି ଆସନ ଏକ ପାଦ ବା ଦୁଇ ପାଦ ଏକତ୍ର କରାଯାଏ.

ପଦ୍ଧତି.. ପେଟ ଉପରକୁ କରି ଶୋଇ ଦୁଇଟି ପାଦର ଗୋଇଠି ଖୋଲା ରଖନ୍ତୁ. ଏଥର ଡାହାଣ ପାଦକୁ ମୋଡି ବା ଦୁଇ ପାଦକୁ ମୋଡି ଚିତ୍ର ଅନୁଯାଇ କରନ୍ତୁ. ମୁହଁଟି ଦୁଇ ଆଣ୍ଠୁର ମଝିରେ ସ୍ପର୍ଶ କରନ୍ତୁ.
ଶ୍ୱାସ ତ୍ୟାଗ କରନ୍ତୁ, ଯେତେ ସମୟ ପର୍ୟନ୍ତ ଶ୍ୱାସ ବନ୍ଦ ରଖି ପାରିବେ ଏମିତି ଆକାରରେ ରୁହନ୍ତୁ. ପରେ ଶ୍ୱାସ ତ୍ୟାଗ କରି ପାଦ ଦୁଇଟିକୁ ପ୍ରସାରିତ କରନ୍ତୁ.

କରିବେ ନାହିଁ କିଏ... ଗର୍ଭ ଧାରଣ ସ୍ତ୍ରୀ ଲୋକ, ଆଣ୍ଠୁ ଗଣ୍ଠି, କମର ବ୍ୟଥା, ସ୍ଲିପ ଡିସସ.

ଉପକାର.. ବାୟୁ ନିର୍ଗତ ହୁଏ, ଦେହର ମୋଟାପଣ କମେ, ପେଟର ଚର୍ବି କମେ, ହୃଦୟ ଓ ଫୁସଫୁସ ରୋଗ ଆରୋଗ୍ୟ ହୁଏ. ପେଟରେ ଗ୍ୟାସ, କୋଷ୍ଟକାଠିନ୍ୟ, ହଜମ ଶକ୍ତି ବୃଦ୍ଧି ହୁଏ, ଗର୍ଭାଶୟ ରୋଗ, କିଡନି, ବାତ, ଅର୍ଶ ଇତ୍ୟାଦି.

ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ

FREEDOM FROM PAIN AND HOSPITAL               VAKRASAN (ବକ୍ରଆସନ )ପଦ୍ଧତି.. ଆଗକୁ ଦୁଇଟି ପାଦ ସିଧା ଭାବରେ ରଖି ବସନ୍ତୁ. ବାମ ପାଦକୁ...
21/12/2021

FREEDOM FROM PAIN AND HOSPITAL

VAKRASAN (ବକ୍ରଆସନ )
ପଦ୍ଧତି.. ଆଗକୁ ଦୁଇଟି ପାଦ ସିଧା ଭାବରେ ରଖି ବସନ୍ତୁ. ବାମ ପାଦକୁ ଟାଣି ଡାହାଣ ଆଣ୍ଠୁର ପାଖରେ ରଖି ବାମ ହାତର ତାଳୁ ପିଠି ଦିଗକୁ ମାଟିରେ ରଖ. ଡାହାଣ ହାତ ଦେଇ ବାମ ପାଦର ଆଣ୍ଠୁ କୁ ଚାପି ରଖି ପରେ ହାତ ଓଲ୍ହେଇ ହାତର ତାଳୁ ବାମ ଗୋଡ଼ାଲି ପାଖରେ ରଖନ୍ତୁ.
କମର ସିଧା ରଖି ଦେହର ଉପର ଅଂଶ ପଛ ଦିଗକୁ ଘରେଇ ପଛକୁ ଦୃଷ୍ଟି ଦିଅନ୍ତୁ.

ଶ୍ୱାସ ପ୍ରଶ୍ୱାସ ସ୍ୱାଭାବିକ ରହିବ, 8-10 ସେକେଣ୍ଡ ରହି ବିପରୀତ ଦିଗ କରନ୍ତୁ.

ଉପକାରିତା.. ସ୍ନାୟୁତନ୍ତ୍ର ସରଳ, ସତେଜ ହୁଏ. ମେରୁଦଣ୍ଡ ସବଳ ହୁଏ, ମଧୁମେହ ଆରୋଗ୍ୟ ହୁଏ.
ବାରଣ.. ସ୍ଲିପ ଡିସସ, ସାଇଟିକ ରୋଗୀ କରିବେ ନାହିଁ.

Address

Joyrampur
Bhograi
756036

Alerts

Be the first to know and let us send you an email when Freedom pain orissa posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Freedom pain orissa:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram