Amrit Dhara Palliative Care Trust

Amrit Dhara Palliative Care Trust Amrit Dhara Palliative Care Trust is a Centre for providing Compassionate Palliative Treatment & Car

World Hospice and Palliative Care DayAmrit Dhara Palliative Care Trust
17/10/2024

World Hospice and Palliative Care Day
Amrit Dhara Palliative Care Trust

07/03/2024
14/10/2023

Celebration of World Hospice and Palliative Care Day

At UPHC, IRC Village, Nayapalli.

06/10/2023
ଅମ୍ରିତ ଧାରା ଓଉନ୍ନୟନ ସହଯୋଗ ରେ ଆଜି ସନ୍ଧ୍ୟା 6 ରୁ 9ଷ୍ଟେସନ କ୍ଲବ, ବାଲେଶ୍ୱର ରେ ଗ୍ରାମ ଓ ସହରରେ  ଯନ୍ତ୍ରଣା ଉପଶମ ସେବା ପ୍ରଦାନ ବିଷୟ ଉପ...
22/08/2023

ଅମ୍ରିତ ଧାରା

ଉନ୍ନୟନ

ସହଯୋଗ ରେ ଆଜି ସନ୍ଧ୍ୟା 6 ରୁ 9
ଷ୍ଟେସନ କ୍ଲବ, ବାଲେଶ୍ୱର ରେ

ଗ୍ରାମ ଓ ସହରରେ ଯନ୍ତ୍ରଣା ଉପଶମ ସେବା ପ୍ରଦାନ

ବିଷୟ ଉପରେ ଗୋଟିଏ ଶିବିର ଆୟୋଜନ କରା ହୋଇଛି

13/08/2023

ଆଜି ଭୁବନେଶ୍ୱର ପଟିଆସ୍ଥିତ ଅମ୍ରିତଧାରା ପାଲିଏଟିଭ କେୟାର ଟ୍ରଷ୍ଟ ତରଫରୁ ଦୁଇ-ଦିନିଆ ସ୍ବେଛାସେବୀ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ ହୋଇଛି | କର୍କଟ ପରି ଦୁରାରୋଗ୍ୟ ରୋଗରେ ପୀଡିତ ରୋଗୀଙ୍କ ଯନ୍ତ୍ରଣା ଉପଶମ ପାଇଁ ନିରନ୍ତର କାର୍ଯ୍ୟରତ ଥିବା ଏହି ସଂସ୍ଥା ଗ୍ରାମୀଣ ଅଞ୍ଚଳରେ ପୀଡିତ ରୋଗୀ ଓ ତାଙ୍କ ପରିବାର ବର୍ଗଙ୍କ ସୁବିଧା ପାଇଁ ଗ୍ରାମାଞ୍ଚଳରେ ସ୍ବେଛାସେବୀ ମାନଙ୍କର ଅବଦାନକୁ ମାନ୍ୟତା ଦେଇ ଏହି ଦୁଇ-ଦିନିଆ ଶିବିର ର ପ୍ରୟୋଜନ କରିଛି | ଡାକ୍ତରଖାନାରୁ ଫେରିଲା ପରେ ରୋଗୀର ଯନ୍ତ୍ରଣା କମେଇ ଏକ ସାଧାରଣ ଜୀବନଯାପନ ପାଇଁ ମାନସିକ, ଶାରୀରିକ, ଆଧ୍ୟାତ୍ମିକ ଚିକିତ୍ସା ସମ୍ପୂର୍ଣ୍ଣ ଭାବେ ନିଃଶୁଳ୍କରେ କରୁଥିବା ଏହି ସଂସ୍ଥାର ସଭାପତି ଡାକ୍ତର ମାମି ପରିଜା, ସମ୍ପାଦିକା ନମ୍ରତା ରଥ, ସୁଜାତା ପଟ୍ଟନାୟକ, ଡାକ୍ତର ସୁମିତା ମହାନ୍ତି ସୁଦୂର ମୁମ୍ବାଇ ସହରରୁ ପ୍ରଖ୍ୟାତ ମାନସିକ ଚିକିସ୍ଛା ବିଶେଷଜ୍ଞ କେ ଭି ଗଣପତି ଙ୍କୁ କେନ୍ଦ୍ରକୁ ଡକାଇ ସ୍ବେଛାସେବୀ ମାନଙ୍କୁ ଏଇ ବିଷୟରେ ଆଲୋକପାତ କରାଇଛନ୍ତି | ମୁଖ୍ୟ ଅତିଥି ଭାବେ ପ୍ରଫେସର ବିଧୁ କଲ୍ୟାଣ ମହାନ୍ତି ସମସ୍ତଙ୍କୁ ଏଇ ଶିବିର ର ଉପଯୋଗିତା ବିଷୟରେ ବୁଝାଇ ଥିଲେ | କାର୍ଯ୍ୟକ୍ରମଟିକୁ ଶ୍ରୀ ରତନ କୁମାର ସିଂହ ପରିଚାଳନା କରିଥିଲେ | ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚାଳିଶି ରୁ ଅଧିକ ସ୍ବେଛାସେବୀ ଯୋଗଦାନ କରିଛନ୍ତି |

Address

Bhubaneswar

Opening Hours

Monday 9:30am - 5:30pm
Tuesday 9:30am - 5:30pm
Wednesday 9:30am - 5:30pm
Thursday 9:30am - 5:30pm
Friday 9:30am - 5:30pm
Saturday 9:30am - 5:30pm

Telephone

+919668609666

Alerts

Be the first to know and let us send you an email when Amrit Dhara Palliative Care Trust posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Amrit Dhara Palliative Care Trust:

Share