Shri Ramji Trust

Shri Ramji Trust One Vision One Mission
Sust Bharat Samrudh Bharat �

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୀ ଙ୍କ ଜନ୍ମ ଜୟନ୍ତୀ (ରାଷ୍ଟ୍ରୀୟ ଏକତା ଦିବସ)ଅବସର ରେ ରାଜ୍ୟ ସରକାର ଙ୍କ ଏକତା ଦୌଡ଼ ଅବସର ରେ କଳିଙ୍...
29/10/2024

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୀ ଙ୍କ ଜନ୍ମ ଜୟନ୍ତୀ (ରାଷ୍ଟ୍ରୀୟ ଏକତା ଦିବସ)ଅବସର ରେ ରାଜ୍ୟ ସରକାର ଙ୍କ ଏକତା ଦୌଡ଼ ଅବସର ରେ କଳିଙ୍ଗ ଷ୍ଟାଡିୟମ୍ ପ୍ରାଙ୍ଗଣ ରେ।

10/02/2023
20/08/2022

Due to special personal events, cooking for dog feeding program could not be done in time today. I am cooking now. I will distribute it tomorrow morning.

अभिनंदन🙏🏻नव निर्वाचित माननीया राष्ट्रपति श्रीमती द्रोपदी मुर्मू जी को बहुत बधाई शुभकामनाएँ. भगवान श्री जगन्नाथ जी की असी...
21/07/2022

अभिनंदन🙏🏻

नव निर्वाचित माननीया राष्ट्रपति श्रीमती द्रोपदी मुर्मू जी को बहुत बधाई शुभकामनाएँ.

भगवान श्री जगन्नाथ जी की असीम कृपा सदा बनी रहे.

ଖାଦ୍ୟ ଅନ୍ୱେଷଣ ରେ ଥିବା ବୁଲା କୁକୁରଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା।ଗତକାଲି ସପ୍ତାହ-04 ରେ ପ୍ରାୟ 120 ଟା କୁକୁରଙ୍କ ପାଇଁ ବ୍ୟବସ୍ଥା ହେଇ...
07/05/2022

ଖାଦ୍ୟ ଅନ୍ୱେଷଣ ରେ ଥିବା ବୁଲା କୁକୁରଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା।
ଗତକାଲି ସପ୍ତାହ-04 ରେ ପ୍ରାୟ 120 ଟା କୁକୁରଙ୍କ ପାଇଁ ବ୍ୟବସ୍ଥା ହେଇଥିଲା।ଏହା ପ୍ରତି ଶନିବାର ଦିନ ହେବ ଆପଣ ଯୋଡ଼ି ହେବାପାଇଁ ଅନୁରୋଧ ।
ଧନ୍ୟବାଦ 🙏

ଖାଦ୍ୟ ଅନ୍ୱେଷଣ ରେ ଥିବା ବୁଲା କୁକୁରଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା।ଗତକାଲି ସପ୍ତାହ-03 ରେ ପ୍ରାୟ 40 ଟା କୁକୁରଙ୍କ ପାଇଁ ବ୍ୟବସ୍ଥା ହେଇଥ...
01/05/2022

ଖାଦ୍ୟ ଅନ୍ୱେଷଣ ରେ ଥିବା ବୁଲା କୁକୁରଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା।
ଗତକାଲି ସପ୍ତାହ-03 ରେ ପ୍ରାୟ 40 ଟା କୁକୁରଙ୍କ ପାଇଁ ବ୍ୟବସ୍ଥା ହେଇଥିଲା।ଏହା ପ୍ରତି ଶନିବାର ଦିନ ହେବ ଆପଣ ଯୋଡ଼ି ହେବାପାଇଁ ଅନୁରୋଧ ।
ଧନ୍ୟବାଦ 🙏

ଖାଦ୍ୟ ଅନ୍ୱେଷଣ ରେ ଥିବା ବୁଲା କୁକୁରଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା।ଆଜି ସପ୍ତାହ-02 ରେ ପ୍ରାୟ 70 ଟା କୁକୁରଙ୍କ ପାଇଁ ବ୍ୟବସ୍ଥା ହେଇଥିଲା...
23/04/2022

ଖାଦ୍ୟ ଅନ୍ୱେଷଣ ରେ ଥିବା ବୁଲା କୁକୁରଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା।
ଆଜି ସପ୍ତାହ-02 ରେ ପ୍ରାୟ 70 ଟା କୁକୁରଙ୍କ ପାଇଁ ବ୍ୟବସ୍ଥା ହେଇଥିଲା।ଏହା ପ୍ରତି ଶନିବାର ଦିନ ହେବ ଆପଣ ଯୋଡ଼ି ହେବାପାଇଁ ଅନୁରୋଧ ।
ଧନ୍ୟବାଦ 🙏

ଆଜି ଠାରୁ ପୁନର୍ବାର ଛୋଟ ପ୍ରୟାସଖାଦ୍ୟ ଅନ୍ୱେଷଣ ରେ ଥିବା ବୁଲା କୁକୁରଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା।ଆଜି ପ୍ରାୟ 50 ଟା କୁକୁରଙ୍କ ପାଇଁ ବ...
16/04/2022

ଆଜି ଠାରୁ ପୁନର୍ବାର ଛୋଟ ପ୍ରୟାସ
ଖାଦ୍ୟ ଅନ୍ୱେଷଣ ରେ ଥିବା ବୁଲା କୁକୁରଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା।
ଆଜି ପ୍ରାୟ 50 ଟା କୁକୁରଙ୍କ ପାଇଁ ବ୍ୟବସ୍ଥା ହେଇଥିଲା। ଆଗକୁ ସମ୍ବଳ ଅନୁଯାୟୀ ବଢାଯିବ।ଏହା ପ୍ରତି ଶନିବାର ଦିନ ହେବ ଆପଣ ଯୋଡ଼ି ହେବାପାଇଁ ଅନୁରୋଧ ।
ଧନ୍ୟବାଦ 🙏

हनुमान जयंती की हार्दिक शुभकामनाएं।
16/04/2022

हनुमान जयंती की हार्दिक शुभकामनाएं।

ପବିତ୍ର ପଣା ସଂକ୍ରାନ୍ତି ତଥା ସୌର ନବ ବର୍ଷର ସମସ୍ତ ଜନସାଧାରଣଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶୁଭ ଅଭିନନ୍ଦନ। ଝାମୁର ପବିତ୍ର ଅଗ୍ନି ଓ ଆଲ...
14/04/2022

ପବିତ୍ର ପଣା ସଂକ୍ରାନ୍ତି ତଥା ସୌର ନବ ବର୍ଷର ସମସ୍ତ ଜନସାଧାରଣଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶୁଭ ଅଭିନନ୍ଦନ। ଝାମୁର ପବିତ୍ର ଅଗ୍ନି ଓ ଆଲୋକ ପ୍ରକୃତିରୁ ଜଡ଼ତ୍ୱ, ବ୍ୟାଧି ଦୂର କରି ଏକ ନୂତନ ଉଷ୍ମତା, ଚଞ୍ଚଳତା ଓ ନବ ଚେତନା ଭରିଦେଉ।

ପବିତ୍ର ଶ୍ରୀ ରାମ ନବମୀ ଅବସରରେ ମୁଖ୍ୟ ଅତିଥି ସ୍ବାମୀ ଶ୍ରୀ ନିର୍ମଳାନନ୍ଦ ଗିରି (ସଙ୍ଗଠନ ମନ୍ତ୍ରୀ,ଅଖିଳ ଭାରତୀୟ ସନ୍ଥ ସମିତି,ଓଡ଼ିଶା ପ୍ରଦେ...
11/04/2022

ପବିତ୍ର ଶ୍ରୀ ରାମ ନବମୀ ଅବସରରେ ମୁଖ୍ୟ ଅତିଥି ସ୍ବାମୀ ଶ୍ରୀ ନିର୍ମଳାନନ୍ଦ ଗିରି (ସଙ୍ଗଠନ ମନ୍ତ୍ରୀ,ଅଖିଳ ଭାରତୀୟ ସନ୍ଥ ସମିତି,ଓଡ଼ିଶା ପ୍ରଦେଶ) ଓ ଅଜୟ ଦାସ (ଧର୍ମ ଜଗରଣ ପ୍ରମୁଖ, ବିଶ୍ବହିନ୍ଦୁ ପରିଷଦ,ଓଡ଼ିଶା ପ୍ରଦେଶ),ଶ୍ରୀ ରାମଜୀ ଟ୍ରଷ୍ଟ ର ଉପଦେଷ୍ଟା ଦେବାଶିଷ ନାୟକଙ୍କ ସହ ନୀଳାଦ୍ରି ବିହାର କର୍ପୋରେଟର ମାନନୀୟା ମୋନାଲିସା ଅପା ପ୍ରମୁଖ ଙ୍କ ସହ ଦୁର୍ଗାପୂଜା କମିଟିର ସମ୍ପାଦକ ଶ୍ରୀ ଗୋବର୍ଦ୍ଧନ ନନ୍ଦ, ଅମିତାଭ ମଲ୍ଲିକ, ଲକ୍ଷ୍ମଣ ଓଝା ଓ ସମସ୍ତ ବରିଷ୍ଟ ସଦସ୍ୟ ଗଣ ଯୋଗଦେଇ ଉଦ୍ଘାଟନ କରିଥିଲେ।ପ୍ରାୟ ୧୧୭ ଜଣ ଜନ ସାଧାରଣ ଙ୍କ ଚକ୍ଷୁ ପରୀକ୍ଷା ହେଲା, ବିଦ୍ୟାର୍ଥୀ ଙ୍କୁ ନିଶୁଳ୍କ ଚଷମା ପ୍ରଦାନ ସହ ମୋତିଆ ବିନ୍ଦୁ ହୋଇଥିବା ବ୍ୟକ୍ତି ବିଶେଷ ଙ୍କ ଅସ୍ତ୍ରୋପଚାର ଦିଗରେ ପରୀକ୍ଷା ହେଲା।
କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ସମସ୍ତ ଜନସାଧାରଣ ଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି।
ବହୁତ୍ ବହୁତ ଧନ୍ୟବାଦ 🙏

Address

Bhubaneswar
751021

Website

Alerts

Be the first to know and let us send you an email when Shri Ramji Trust posts news and promotions. Your email address will not be used for any other purpose, and you can unsubscribe at any time.

Share