MISSION RAKTADAN

MISSION RAKTADAN Contact information, map and directions, contact form, opening hours, services, ratings, photos, videos and announcements from MISSION RAKTADAN, Blood bank, Bhubaneswar.

"Mission Raktadan" is not simply an organisation but an adventurous step towards eradication of scarcity of blood .Who knows your blood may save another 's life.

26/01/2026
 ମିଶନ୍ ରକ୍ତଦାନ ଖାଲି ଗୋଟିଏ ସଂଘଠନ ନୁହେଁ ଏକ ଅଭିଯାନ ଏହାର ଲକ୍ଷ୍ୟ ରକ୍ତ ଅଭାବ କୁ ଦୂର କରିବା ଏବଂ ରକ୍ତଦାନ କ୍ଷେତ୍ରରେ ସଚେତନତା ଶ୍ରୁଷ୍ଟ...
23/01/2026


ମିଶନ୍ ରକ୍ତଦାନ ଖାଲି ଗୋଟିଏ ସଂଘଠନ ନୁହେଁ ଏକ ଅଭିଯାନ ଏହାର ଲକ୍ଷ୍ୟ ରକ୍ତ ଅଭାବ କୁ ଦୂର କରିବା ଏବଂ ରକ୍ତଦାନ କ୍ଷେତ୍ରରେ ସଚେତନତା ଶ୍ରୁଷ୍ଟି କରିବା ....
Help to thalassemia child blood donation camp at capital hospital blood Bank, Bhubaneswar, Odisha

ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷର ପ୍ରତିଟି ମୁହୂର୍ତ୍ତ ଆପଣଙ୍କର,ଆପଣଙ୍କ ପରିବାର ଓ ପ୍ରିୟଜନଙ୍କର ମଙ୍ଗଳମୟ ହେଉ,2026 ଆପଣଙ୍କର ସୁଖ ସମ...
01/01/2026

ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂତନ ବର୍ଷର ପ୍ରତିଟି ମୁହୂର୍ତ୍ତ ଆପଣଙ୍କର,ଆପଣଙ୍କ ପରିବାର ଓ ପ୍ରିୟଜନଙ୍କର ମଙ୍ଗଳମୟ ହେଉ,2026 ଆପଣଙ୍କର ସୁଖ ସମୃଦ୍ଧିର ବର୍ଷ ହେଉ ।। ଜୟ ଜଗନ୍ନାଥ।।🙏🙏🙏

God bless you
08/11/2025

God bless you

served annually on October 1st to promote the importance of voluntary blood donation and to thank donors. The day was fi...
01/10/2025

served annually on October 1st to promote the importance of voluntary blood donation and to thank donors. The day was first celebrated in 1975 by the Indian Society of Blood Transfusion and Immunohaematology

Happy Birthday Chandra Kanta ଚନ୍ଦ୍ରକାନ୍ତ ମିଶନ ରକ୍ତଦାନ ତିଆରି ହେବା ଆଗରୁ ଏଇ ମିଶନ ପାଇଁ ଆବଶ୍ୟକ ଥିବା ପ୍ରତିଟି କାମକୁ ନିଃସ୍ୱାର୍ଥପ...
03/09/2025

Happy Birthday Chandra Kanta
ଚନ୍ଦ୍ରକାନ୍ତ ମିଶନ ରକ୍ତଦାନ ତିଆରି ହେବା ଆଗରୁ ଏଇ ମିଶନ ପାଇଁ ଆବଶ୍ୟକ ଥିବା ପ୍ରତିଟି କାମକୁ ନିଃସ୍ୱାର୍ଥପର ଭାବେ କରିଥିଲେ ଯୋଉଥି ପାଇଁ ମିଶନ ରକ୍ତଦାନ ଗୋଟିଏ ଅଭିଯାନ ହେଇ ପାରିଛି ଆଜିର ଦିନରେ ଜଷ୍ଟ ହେଲ୍ପ ଫୋୖଣ୍ଡସନ ରୁ ଆରମ୍ଭ ହେଇଥିବା ଏହି ଅଭିଯାନ ଆଜି ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ନିରନ୍ତର ଭାବେ ଚାଲୁଛି । ଚନ୍ଦ୍ରକାନ୍ତ ଜଷ୍ଟ ହେଲ୍ପ ଫୋୖଣ୍ଡସନ ର ଜଣେ ଟ୍ରଷ୍ଟି ମଧ୍ୟ । ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ସହ ଆଶୀର୍ବାଦ ଏବଂ ତାଙ୍କ ପାଇଁ ହିତ ବାଣୀ ସବୁବେଳେ ଧର୍ମ ରକ୍ଷ୍ୟା କରିବ, ସତ୍ୟକୁ ଗ୍ରହଣ କରିବ, ଲୋଭନୀୟ ହେଇ ମାୟାରେ ଲିପ୍ତ ରହିବ ନାହିଁ, ଅଜ୍ଞାନତା ର ଭୁଲ କରିଲେ ଅଧର୍ଯ୍ୟ ହବନି, ଜ୍ଞାନ ପାଇଲା ପରେ ଭୁଲ କରିବ ନାହିଁ ଏହା ମହା ପାପ, ଏବଂ ମଣିଷ ପଣିଆ ସର୍ବଶେଷ ,
ସବୁବେଳେ ଭେଦଭାବ ନ କରି ଯୋଉଠି ରହିବ ତମର ଗୁଣକୁ ରୁପାଅନ୍ତର କରିବ ଏହା ହିଁ ଆମର ଜଷ୍ଟ ହେଲ୍ପ ର ସଂସ୍କାର ଆଉ ମୂଳ ଲକ୍ଷ୍ୟ ।

Happy birthday Rao Babu ପରଦା ପଛରେ କିଛି ନାୟକ ଥାନ୍ତି ଯୋଉମାନଙ୍କ ପାଇଁ ସୁସ୍ଥ ସମାଜ ଗଠନ ରେ କୌଣସି ବାଧା ଆସେ ନାହିଁ, ସବୁ କାମ ସହଜରେ ...
01/09/2025

Happy birthday Rao Babu
ପରଦା ପଛରେ କିଛି ନାୟକ ଥାନ୍ତି ଯୋଉମାନଙ୍କ ପାଇଁ ସୁସ୍ଥ ସମାଜ ଗଠନ ରେ କୌଣସି ବାଧା ଆସେ ନାହିଁ, ସବୁ କାମ ସହଜରେ ହେଇଯାଏ କେବେ କୌଣସି କାମରେ ଆଗକୁ ଆସନ୍ତି ନାହିଁ କିନ୍ତୁ ତାଙ୍କର ତ୍ୟାଗ ଉତ୍ତମ ଚିନ୍ତାଧାରା ଓ ଜୀବନ ଶକ୍ତିକୁ ଉଚିତ୍ ମାର୍ଗରେ ବା ଆମ ସମାଜ ପାଇଁ ଦେଇ କାମ କରନ୍ତି, ବଦଳରେ ନା କିଛି ପାଇବାର ଆଶା ଥାଏ ନା କିଛି ହରେଇବାର ଦୁଖଃ ଥାଏ ସବୁବେଳେ ହସି ହସି ଆମ କାମକୁ ସହଜ କରି ଦିଅନ୍ତି , ଏହିଭଳି ଜଣେ ବ୍ୟକ୍ତିତ୍ୱ ର ମଣିଷ ଧରମା ରାଓ ବାବୁ ଆଜି ତାଙ୍କ ଜନ୍ମଦିନରେ ଜଗନ୍ନାଥଙ୍କ ପାଖରେ ପାର୍ଥନା ତାଙ୍କୁ ସୁସ୍ଥ ଆଉ ଦୀର୍ଘାୟୁ କରନ୍ତୁ।

ଅନେକ ରକ୍ତଭଣ୍ଡାରରେ NAT ପଦ୍ଧତି ହବ ସ୍ୱାଗତ ଯୋଗ୍ୟ କଂପନେଣ୍ଟ ହବ ଅଧିକାଂଶ ପ୍ଲାଜ଼ମା ଆଉ ପ୍ଲେଟଲେଟ୍ ସହଜରେ ମିଳି ପାରିବ ତାହା ମଧ୍ୟ ସ୍ୱାଗତ...
31/08/2025

ଅନେକ ରକ୍ତଭଣ୍ଡାରରେ NAT ପଦ୍ଧତି ହବ ସ୍ୱାଗତ ଯୋଗ୍ୟ କଂପନେଣ୍ଟ ହବ ଅଧିକାଂଶ ପ୍ଲାଜ଼ମା ଆଉ ପ୍ଲେଟଲେଟ୍ ସହଜରେ ମିଳି ପାରିବ ତାହା ମଧ୍ୟ ସ୍ୱାଗତ ଯୋଗ୍ୟ ପଦକ୍ଷ୍ୟପ ସରକାରଙ୍କ

Address

Bhubaneswar

Alerts

Be the first to know and let us send you an email when MISSION RAKTADAN posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to MISSION RAKTADAN:

Share

Category