ShibaSakti Janakalyan Trust

ShibaSakti Janakalyan Trust To help the needy and the poor people

03/07/2023
ଗତ ଜୁଲାଇ ମାସ ୧ ତାରିଖରେ ଶିବ ଶକ୍ତି ଜନକଲ୍ୟାଣ ଟ୍ରଷ୍ଟ ଏଵଂ ନାରାୟଣ ଚାରିଟେବୁଲ ଟ୍ରଷ୍ଟ ର ମିଳିତ ସହଯୋଗରେ ଚନ୍ଦକା ସ୍ଥିତ "ରାମକୃଷ୍ଣ ବାଳା...
03/07/2023

ଗତ ଜୁଲାଇ ମାସ ୧ ତାରିଖରେ ଶିବ ଶକ୍ତି ଜନକଲ୍ୟାଣ ଟ୍ରଷ୍ଟ ଏଵଂ ନାରାୟଣ ଚାରିଟେବୁଲ ଟ୍ରଷ୍ଟ ର ମିଳିତ ସହଯୋଗରେ ଚନ୍ଦକା ସ୍ଥିତ "ରାମକୃଷ୍ଣ ବାଳାଶ୍ରମ" ନାମକ ଅନାଥ ଆଶ୍ରମ ରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ର ଅୟୋଜନ ହୋଇଥିଲା ଯେଉଁଥିରେ କି ବାଳାଶ୍ରମ ର ପିଲା ମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ସହ ନିଶୁଳ୍କ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା। ସ୍ୱାସ୍ଥ୍ୟସେବା ର ଲାଭ ନେବାପାଇଁ ନିକଟସ୍ଥ ବସ୍ତି ଅଞ୍ଚଳରୁ ମଧ୍ୟ ପୀଡ଼ିତ ମାନେ ସେଠାରେ ଯୋଗଦେଇ ଉପକୃତ ହୋଇଥିଲେ। ଏହା ସହ ବାଳାଶ୍ରମ ପରିସର ରେ ଅନେକ ବୃକ୍ଷ ରୋପଣ ହୋଇଥିଲା ଏହାପରେ କୁନି କୁନି ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ର ପ୍ରତିଯୋଗିତା ଏବଂ ପିଲାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଖେଳ ଉପକରଣର ଅୟୋଜନ ମଧ୍ୟ କରାଯାଇଥିଲା।।

ଏହି ମହତ ସେବା କାର୍ଯ୍ୟରେ ଯୋଗଦେଇ ସେବା ରେ ହାତ ପଟାଇଥିବା ସମସ୍ତ ସହଯୋଗୀ ତଥା ସ୍ବେଛାସେବୀ ଭାଇ ମାନଙ୍କୁ ଶିବଶକ୍ତି ଜନକଲ୍ୟାଣ ଟ୍ରଷ୍ଟ ତରଫରୁ ଅନେକ ଅନେକ ଧନ୍ୟବାଦ ସହ ସାଧୁବାଦ ଜ୍ଞାପନ କରୁଛୁ।।

Address

Bhubaneswar

Website

Alerts

Be the first to know and let us send you an email when ShibaSakti Janakalyan Trust posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to ShibaSakti Janakalyan Trust:

Share