Astrology Odisha

Astrology Odisha We provide tried and tested astrology, vastu, Feng Shui and eastern ta**ra tips that works. get a fr

ମାଆ ବଗଲାମୁଖୀଙ୍କ ପ୍ରାର୍ଥନା ଜପ କରିବା ଦ୍ୱାରା ମନୁଷ୍ୟ ରେ କୁଣ୍ଡଳିନୀ ପ୍ରଣାଳୀ ଜାଗ୍ରତ ହେଇଯାଏ ଏବଂ ତାଙ୍କ ପ୍ରକୃତ ଭକ୍ତଙ୍କୁ ଦୁଷ୍ଟ ଶକ୍ତ...
30/04/2026

ମାଆ ବଗଲାମୁଖୀଙ୍କ ପ୍ରାର୍ଥନା ଜପ କରିବା ଦ୍ୱାରା ମନୁଷ୍ୟ ରେ କୁଣ୍ଡଳିନୀ ପ୍ରଣାଳୀ ଜାଗ୍ରତ ହେଇଯାଏ ଏବଂ ତାଙ୍କ ପ୍ରକୃତ ଭକ୍ତଙ୍କୁ ଦୁଷ୍ଟ ଶକ୍ତିର ସବୁଠାରୁ ପ୍ରବଳ ଆକ୍ରମଣ ଦ୍ୱାରା ମଧ୍ୟ କ୍ଷତି ପହଞ୍ଚାଇ ପାରେ ନାହିଁ।

ଜୟ ମା ବଗଳାମୁଖୀ

ମା ବଗଳାମୁଖୀ ଙ୍କ ସ୍ମରଣ ଦ୍ୱାରା ଆପଣ ଙ୍କ ସବୁ ଦିଗ ରୁ ସୁରକ୍ଷା ହୁଏ. ଏହି ତିନିଲୋକ ରେ କେହି ମଧ୍ୟ ଆପଣ ଙ୍କ ହାନି ପହଞ୍ଚାଇ ପାରନ୍ତି ନାହିଁ...
29/04/2026

ମା ବଗଳାମୁଖୀ ଙ୍କ ସ୍ମରଣ ଦ୍ୱାରା ଆପଣ ଙ୍କ ସବୁ ଦିଗ ରୁ ସୁରକ୍ଷା ହୁଏ. ଏହି ତିନିଲୋକ ରେ କେହି ମଧ୍ୟ ଆପଣ ଙ୍କ ହାନି ପହଞ୍ଚାଇ ପାରନ୍ତି ନାହିଁ.

ଜୟ ମା ବଗଳାମୁଖୀ

ଜୀବନରେ କେବଳ ତିନୋଟି ବାଧା ଅଛି: ଦାରିଦ୍ର୍ୟ (ଦାରିଦ୍ର୍ୟ), ଦୁଃଖ (ଦୁଃଖ), ଏବଂ ଭୟ (ଭୟ)। ଯଦି ମାଆ ବଗଳାମୁଖୀ ପ୍ରସନ୍ନ ହୁଅନ୍ତି, ତେବେ ଏସବ...
27/04/2026

ଜୀବନରେ କେବଳ ତିନୋଟି ବାଧା ଅଛି: ଦାରିଦ୍ର୍ୟ (ଦାରିଦ୍ର୍ୟ), ଦୁଃଖ (ଦୁଃଖ), ଏବଂ ଭୟ (ଭୟ)। ଯଦି ମାଆ ବଗଳାମୁଖୀ ପ୍ରସନ୍ନ ହୁଅନ୍ତି, ତେବେ ଏସବୁ ସମାଧାନ ହୋଇଯିବ।

ଜୟ ମା ବଗଳାମୁଖୀ

ମା ବଗଳାମୁଖୀ ଜୟନ୍ତୀ ର ହାର୍ଦିକ ଶୁଭେଚ୍ଛା. ମା ଙ୍କ ଆଶୀର୍ବାଦ ସର୍ବଦା ଆପଣ ଓ ଆପଣ ଙ୍କ ପରିବାର ଉପରେ ବରଷୁ ଥାଉ.ଜୟ ମା ବଗଳାମୁଖୀ
24/04/2026

ମା ବଗଳାମୁଖୀ ଜୟନ୍ତୀ ର ହାର୍ଦିକ ଶୁଭେଚ୍ଛା. ମା ଙ୍କ ଆଶୀର୍ବାଦ ସର୍ବଦା ଆପଣ ଓ ଆପଣ ଙ୍କ ପରିବାର ଉପରେ ବରଷୁ ଥାଉ.

ଜୟ ମା ବଗଳାମୁଖୀ

ମା ବଗଳାମୁଖୀ ଙ୍କ ପୂଜା ଦ୍ୱାରା ଅସୀମ ଆନନ୍ଦ ର ପ୍ରାପ୍ତି ହୁଏ.ମା ସର୍ବଦା ନିଜ ସନ୍ତାନ ମାନଙ୍କୁ ସମସ୍ତ ପ୍ରକାର ବାଧା ରୁ ମୁକ୍ତି ପ୍ରଦାନ କର...
22/04/2026

ମା ବଗଳାମୁଖୀ ଙ୍କ ପୂଜା ଦ୍ୱାରା ଅସୀମ ଆନନ୍ଦ ର ପ୍ରାପ୍ତି ହୁଏ.ମା ସର୍ବଦା ନିଜ ସନ୍ତାନ ମାନଙ୍କୁ ସମସ୍ତ ପ୍ରକାର ବାଧା ରୁ ମୁକ୍ତି ପ୍ରଦାନ କରନ୍ତି.

ଜୟ ମା ବଗଳାମୁଖୀ

ମା ବଗଳାମୁଖୀ ଦ୍ୱୈତତାର ଏକ ଉତ୍କୃଷ୍ଟ ଉଦାହରଣ। ତାଙ୍କ ନୀତି ଅନୁସରଣ କରି ଜୀବନରେ ସହଜରେ ଶାନ୍ତି ଏବଂ ସନ୍ତୁଳନ ପାଇପାରିବେ।ଜୟ ମା ବଗଳାମୁଖୀ
21/04/2026

ମା ବଗଳାମୁଖୀ ଦ୍ୱୈତତାର ଏକ ଉତ୍କୃଷ୍ଟ ଉଦାହରଣ। ତାଙ୍କ ନୀତି ଅନୁସରଣ କରି ଜୀବନରେ ସହଜରେ ଶାନ୍ତି ଏବଂ ସନ୍ତୁଳନ ପାଇପାରିବେ।

ଜୟ ମା ବଗଳାମୁଖୀ

ମା ବଗଳାମୁଖୀ ହେଉଛନ୍ତି ସେହି ଶକ୍ତି ଯେ ଶତ୍ରୁ କୁ ସମୂଳେ ଧ୍ବଂସ କରନ୍ତି ଓ ଇଶ୍ୱର ଇଚ୍ଛା କୁ ପୁନଃ ପ୍ରତିଷ୍ଠା କରନ୍ତି.ଜୟ ମା ବଗଳାମୁଖୀ
20/04/2026

ମା ବଗଳାମୁଖୀ ହେଉଛନ୍ତି ସେହି ଶକ୍ତି ଯେ ଶତ୍ରୁ କୁ ସମୂଳେ ଧ୍ବଂସ କରନ୍ତି ଓ ଇଶ୍ୱର ଇଚ୍ଛା କୁ ପୁନଃ ପ୍ରତିଷ୍ଠା କରନ୍ତି.

ଜୟ ମା ବଗଳାମୁଖୀ

ପବିତ୍ର ଅକ୍ଷୟ ତୃତୀୟା ର ହାର୍ଦିକ ଅଭିନନ୍ଦନ. ମା ବଗଳାମୁଖୀ ଆପଣ ଙ୍କୁ ସୁଖ, ସମୃଦ୍ଧି ଓ ବୈଭବ ରେ ଭରି ଦିଅନ୍ତୁ.ଜୟ ମା ବଗଳାମୁଖୀ
19/04/2026

ପବିତ୍ର ଅକ୍ଷୟ ତୃତୀୟା ର ହାର୍ଦିକ ଅଭିନନ୍ଦନ. ମା ବଗଳାମୁଖୀ ଆପଣ ଙ୍କୁ ସୁଖ, ସମୃଦ୍ଧି ଓ ବୈଭବ ରେ ଭରି ଦିଅନ୍ତୁ.

ଜୟ ମା ବଗଳାମୁଖୀ

ଦଶମହାବିଦ୍ୟା ରେ ପ୍ରମୁଖ ମା ବଗଳାମୁଖୀ ନିଜ ଭକ୍ତ ଙ୍କ ସବୁ କଷ୍ଟ ନାଶ କରନ୍ତି. ତାଙ୍କ କୃପା ରୁ ସତେଉ ବିଜୟ, କାର୍ଯ୍ୟ ରେ ସଫଳତା ଓ ଜୀବନ ରେ ...
17/04/2026

ଦଶମହାବିଦ୍ୟା ରେ ପ୍ରମୁଖ ମା ବଗଳାମୁଖୀ ନିଜ ଭକ୍ତ ଙ୍କ ସବୁ କଷ୍ଟ ନାଶ କରନ୍ତି. ତାଙ୍କ କୃପା ରୁ ସତେଉ ବିଜୟ, କାର୍ଯ୍ୟ ରେ ସଫଳତା ଓ ଜୀବନ ରେ ସୁଖ ଓ ଶାନ୍ତି ପ୍ରାପ୍ତ ହୁଏ.

ଜୟ ମା ବଗଳାମୁଖୀ

ମା ବଗଳାମୁଖୀ ଙ୍କ ଦିବ୍ୟ ଦର୍ଶନ.ବନଖଣ୍ଡି, ହିମାଚଳ ପ୍ରଦେଶ ଜୟ ମା ବଗଳାମୁଖୀ
15/04/2026

ମା ବଗଳାମୁଖୀ ଙ୍କ ଦିବ୍ୟ ଦର୍ଶନ.

ବନଖଣ୍ଡି, ହିମାଚଳ ପ୍ରଦେଶ

ଜୟ ମା ବଗଳାମୁଖୀ

ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ର ହାର୍ଦିକ ଶୁଭକାମନା. ମା ବଗଳାମୁଖୀ ଓ ହନୁମାନ ଆପଣ ଙ୍କୁ ଓ ପରିବାର କୁ ସୁଖ, ଶାନ୍ତି ଓ ସମୃଦ୍ଧ...
14/04/2026

ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ର ହାର୍ଦିକ ଶୁଭକାମନା. ମା ବଗଳାମୁଖୀ ଓ ହନୁମାନ ଆପଣ ଙ୍କୁ ଓ ପରିବାର କୁ ସୁଖ, ଶାନ୍ତି ଓ ସମୃଦ୍ଧି ରେ ଭରି ଦିଅନ୍ତୁ.

ଜୟ ମା ବଗଳାମୁଖୀ

ମା ବଗଳାମୁଖୀ ଶକ୍ତି ର ପ୍ରୟୋଗ ଦେଶ ଓ ବିଶ୍ୱାସ ର ମଙ୍ଗଳ କାମନା, ଧର୍ମ ରକ୍ଷା ଓ ମାନବ କଲ୍ୟାଣ ରେ ପ୍ରୟୋଗ କରିବା ଉଚିତ.ଜୟ ମା ବଗଳାମୁଖୀ
12/04/2026

ମା ବଗଳାମୁଖୀ ଶକ୍ତି ର ପ୍ରୟୋଗ ଦେଶ ଓ ବିଶ୍ୱାସ ର ମଙ୍ଗଳ କାମନା, ଧର୍ମ ରକ୍ଷା ଓ ମାନବ କଲ୍ୟାଣ ରେ ପ୍ରୟୋଗ କରିବା ଉଚିତ.

ଜୟ ମା ବଗଳାମୁଖୀ

Address

Bhubaneswar

Alerts

Be the first to know and let us send you an email when Astrology Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Astrology Odisha:

Share

Astrology Odisha

astrology for odisha