18/12/2023
ପଞ୍ଚତତ୍ତ୍ଵ ଆରୋଗ୍ୟମ
ଶୀତ ଋତୁ ରେ ଶ୍ୱାସ, କାଶ, ଥଣ୍ଡା, ସ୍ବାସ୍ଥ୍ୟ ସମସ୍ୟା କୁ ନିଜେ ସମାଧାନ କରନ୍ତୁ। ଦୁଧି, ବାସଂଗ, ତୁଳସୀ, ଅନ୍ତ ମୂଳ, ଗୁଳୁଚି, ଅଦା, ଗୋଲମରିଚ ମିଶ୍ରିତ ସ୍ୱରସ ଏକ କପ ସକାଳେ ଓ ସଂଧ୍ୟା ରେ ପିଇଲେ - ଶ୍ୱାସ, କାଶ, ଥଣ୍ଡା କୁ ଶରୀର ରୁ ଦୂର କରିପାରିବେ।
ସକାଳେ ଏବଂ ସଂଧ୍ୟା ରେ ୧୦ ମି. ଅଗ୍ନି ମୁଦ୍ରା କରିବେ।
ହାଲୁକା ବ୍ୟାୟାମ ସହିତ ନାଡ଼ି ଶୋଧନ ପ୍ରାଣାୟମ ଏବଂ ୧୦ ଥର ସୂର୍ଯ୍ୟ ଭେଦି ପ୍ରାଣାୟମ କରିବା ଦ୍ୱାରା କଫ ପ୍ରକୃତି ବ୍ୟକ୍ତି ଶୀତ ଦିନରେ ଶରୀରକୁ ସୁସ୍ଥ ରଖିପାରିବେ।
Panchatatwa Arogyam
Judhistir Nayak
Physician of yoga and Naturopathy
What's app:9439924602