Neumed Neurology Clinic

Neumed Neurology Clinic NEUMED Neurology clinic is the most advanced neurology center in bhubaneswar with all modern equipment.

It provides all neurological services with expert in the field of neurology , psychiatric and neurosurgery and specialized in Botox therapy.

16/05/2022

ବିନା ଔଷଧରେ ଜୀବନଶୈଳୀରେ ୫ ପରିବର୍ତ୍ତନ, ଆଉ ମାଇଗ୍ରେନ୍ ସମସ୍ୟାରୁ ମୁକ୍ତି | Headache | Migraine- symptoms, cause, treatment | माइग्रेन से कैसे बचे Watch the Excusisve Interview of Dr. Akhila Panda from Neumed Neurology Clinic |

ଡା. ଅଖିଳ କୁମାର ପଣ୍ଡାଙ୍କ ପୁସ୍ତକ ‘ଆଲଜାଇମର୍ ସାମ୍ନା କରିବାର ପ୍ରସ୍ତୁତି’ ଉନ୍ମୋଚିତଭୁବନେଶ୍ୱର ଆଇଆରସି ଭିଲେଜ୍ ସ୍ଥିତ ନ୍ୟୁମେଡ୍ ନ୍ୟୁରୋଲ...
04/04/2022

ଡା. ଅଖିଳ କୁମାର ପଣ୍ଡାଙ୍କ ପୁସ୍ତକ ‘ଆଲଜାଇମର୍ ସାମ୍ନା କରିବାର ପ୍ରସ୍ତୁତି’ ଉନ୍ମୋଚିତ

ଭୁବନେଶ୍ୱର ଆଇଆରସି ଭିଲେଜ୍ ସ୍ଥିତ ନ୍ୟୁମେଡ୍ ନ୍ୟୁରୋଲୋଜି କ୍ଲିନିକରେ ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ଡା. ଅଖିଳ କୁମାର ପଣ୍ଡାଙ୍କ ଦ୍ୱାରା ରଚିତ ପୁସ୍ତକ ‘ଆଲଜାଇମର୍ ସାମ୍ନା କରିବାର ପ୍ରସ୍ତୁତି’ ଉନ୍ମୋଚିତ ହୋଇଯାଇଛି । ଏଇ ପୁସ୍ତକ ସମ୍ପର୍କରେ ଡା. ଅଖିଳ କହନ୍ତି ‘ବୃଦ୍ଧାବସ୍ଥାରେ ସ୍ମରଣଶକ୍ତି ନାଶ ହେବାକୁ ଆଲଜାଇମର୍ ରୋଗ ବୋଲି ବୁଝାଯାଏ ଏହି ପୁସ୍ତକରେ ଆଲ୍‌ଜାଇମର୍‌ର ଲକ୍ଷଣ, ପର୍ଯ୍ୟାୟ, ଚିକିତ୍ସା ଓ ପ୍ରତିକାର ଆଦି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ।’। ଆଲଜାଇମର୍ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଏହି ପୁସ୍ତକ ନିଶ୍ଚିତ ଭାବରେ ଉପାଦେୟ ସାବ୍ୟସ୍ତ ହେବ ଏବଂ ଏହା ପ୍ରଚୁର ପାଠକୀୟତା ସାଉଁଟିବ ବୋଲି ଆଶା ।

ଏହି ସରସ୍ୱତୀ ପୂଜା ଅବସରରେ ବାଦ୍‌ଦେବୀ ଆପଣଙ୍କର ଜୀବନରୁ ଅନ୍ଧକାର ଦୂର କରିବା ସହିତ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ବୋଲି କାମନା କରୁଛି । ବସନ୍ତ...
05/02/2022

ଏହି ସରସ୍ୱତୀ ପୂଜା ଅବସରରେ ବାଦ୍‌ଦେବୀ ଆପଣଙ୍କର ଜୀବନରୁ ଅନ୍ଧକାର ଦୂର କରିବା ସହିତ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ବୋଲି କାମନା କରୁଛି । ବସନ୍ତ ପଞ୍ଚମୀର ଶୁଭେଚ୍ଛା

May this auspicious day of Vasant Panchami bring you all a wealth of knowledge and enlightenment. Wishing you all a Happy 𝗩𝗮𝘀𝗮𝗻𝘁 𝗣𝗮𝗻𝗰𝗵𝗮𝗺𝗶.







World Cancer Day is an international day marked on 4 February to raise awareness of cancer and to encourage its preventi...
04/02/2022

World Cancer Day is an international day marked on 4 February to raise awareness of cancer and to encourage its prevention, detection, and treatment.



Warm wishes on 73rd  . On this day, let’s remember the freedom fighters who made selfless sacrifices for this Great Nati...
26/01/2022

Warm wishes on 73rd . On this day, let’s remember the freedom fighters who made selfless sacrifices for this Great Nation and solemnly reaffirm pledge to uphold the ideals enshrined in our Constitution.












On this auspicious day of Makar Sankranti, I wish you all  are blessed with happiness, peace, and prosperity. Happy Maka...
14/01/2022

On this auspicious day of Makar Sankranti, I wish you all are blessed with happiness, peace, and prosperity. Happy Makar Sankranti!




Wishing you a Happy New Year with the hope that you will have many blessings in the year to come. May the new year bless...
01/01/2022

Wishing you a Happy New Year with the hope that you will have many blessings in the year to come. May the new year bless you with health, wealth, and happiness.

May Santa bring lots of goodness and happiness to our family this Christmas! Wish you all a merry Christmas and a happy ...
25/12/2021

May Santa bring lots of goodness and happiness to our family this Christmas! Wish you all a merry Christmas and a happy new year.

ଓଡ଼ିଆ ସଂସ୍କୃତିର ଅନନ୍ୟ ପର୍ବ ପ୍ରଥମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ...
27/11/2021

ଓଡ଼ିଆ ସଂସ୍କୃତିର ଅନନ୍ୟ ପର୍ବ ପ୍ରଥମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ସମସ୍ତଙ୍କ ଜୀବନ ସୁଖ ଏବଂ ସମୃଦ୍ଧିମୟ ହେଉ।



🙏

ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପର୍ବ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ...
19/11/2021

ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପର୍ବ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ,ଶୁଭେଚ୍ଛା ଓ ଶୁଭକାମନା। ସାଧବ ପୁଅଙ୍କ ନୌବାଣିଜ୍ୟ ପରମ୍ପରା ଆମର ଗୌରବମୟ ଓ ସମୃଦ୍ଧିଶାଳୀ ଅତୀତର ପରିଚୟ। ପ୍ରଭୁ ଶ୍ରୀ କାର୍ତ୍ତିକେୟଙ୍କ ଅପାର କୃପାରୁ ଆପଣମାନଙ୍କର ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ।ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ।🙏💐



Address

141, VIP AREA, Near Sahid Laxman Nayak Bhawan, Nayapalli
Bhubaneswar
751015

Opening Hours

Monday 9am - 10am
4pm - 7pm
Tuesday 9am - 10am
4pm - 9pm
Wednesday 9am - 5pm
6pm - 7pm
Thursday 8am - 10am
4pm - 7pm
Friday 9am - 10am
4pm - 7pm
Saturday 8am - 10am
4pm - 9pm
Sunday 8am - 10am

Telephone

+917894221111

Alerts

Be the first to know and let us send you an email when Neumed Neurology Clinic posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Neumed Neurology Clinic:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram

Category