Dr Sushil Kumar Sharma

Dr Sushil Kumar Sharma BJD Karyakarta,Doctor,Farmer,Social worker

It is a special moment when you bring a new person into the world. From the moment your baby opens their eyes and sees y...
01/06/2024

It is a special moment when you bring a new person into the world. From the moment your baby opens their eyes and sees your face for the first time to learning how to walk, every stage of their development will be an exciting adventure.

“Congratulations to my Son & Daughter-in-law on your baby boy! I celebrate this new life with you.”

20/05/2024

ଆପଣଙ୍କ ଭୋଟ୍, ଆପଣଙ୍କ ଅଧିକାର। ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ ୨୦୨୪ ରେ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ। ନିଜେ ମତଦାନ କରିବା ସହ ଏଦିଗରେ ଅନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ।

16/05/2024

ଶଙ୍ଖ ଚିହ୍ନରେ ସଭିଙ୍କ ଆଶୀର୍ବାଦ, ବିକାଶ ଆଡ଼େ ବଢ଼ାଉଛି ପାଦ। ସଂକଳ୍ପ ହେଉଛି ଆହୁରି ସୁଦୃଢ଼, ଭିତ୍ତି ପଡ଼ିଛି ବିକଶିତ ଓଡ଼ିଶାର।

ବିକାଶର ଚିହ୍ନ ଶଙ୍ଖ, ଏଥର ଯୋଡ଼ିଶଙ୍ଖ।

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ଗାଇସିଲେଟ୍ ବ୍ଲକର କନ୍ଦାଗାଡ ଏବଂ ଫିରିଙ୍ଗିମାଲ ଗ୍ରାମରେ ଯୋଡ଼ି ଶଙ୍ଖ ପାଇଁ ନିର୍ବାଚନୀ ପ୍ରଚାର କରିବା ଅବସ...
16/05/2024

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ଗାଇସିଲେଟ୍ ବ୍ଲକର କନ୍ଦାଗାଡ ଏବଂ ଫିରିଙ୍ଗିମାଲ ଗ୍ରାମରେ ଯୋଡ଼ି ଶଙ୍ଖ ପାଇଁ ନିର୍ବାଚନୀ ପ୍ରଚାର କରିବା ଅବସର ଏବଂ ଆଗାମୀ ନିର୍ବାଚନ ପାଇ ରଣନୀତି ଆଲୋଚନା ହୋଇଥିଲା |

Naveen Patnaik Biju Janata Dal Odisha Pranab Prakash Das BJD Odisha BJD I.T. Wing


15/05/2024

ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସମ୍ମାନ; ନବୀନ ଓଡ଼ିଶାର ପ୍ରାଧାନ୍ୟ। ସହଭାଗିତାରେ ହେଉଛି ସଭିଙ୍କ କଲ୍ୟାଣ।

ବିଜୁ ଜନତା ଦଳର ଘୋଷଣାପତ୍ର, ବୟସ୍କଙ୍କ କଲ୍ୟାଣର ଘୋଷଣାପତ୍ର। ବୟସ୍କଙ୍କ ବଢ଼ିବ ମନୋବଳ, ମିଳିବ ପ୍ରୋତ୍ସାହନ, ସକ୍ରିୟ ହେବ ବୃଦ୍ଧାବସ୍ଥା ଜୀବନ।

ଏଥର ଯୋଡ଼ିଶଙ୍ଖ
ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ଗାଇସିଲେଟ୍ ବ୍ଲକର ସନ୍ଧିବାହାଲ, ରାଇସଲପଦର ଓ ଜାମୁଟପାଲି ପଞ୍ଚାୟତସ୍ଥିତ ସମସ୍ତ ଗ୍ରାମରେ ଯୋଡ଼ି ଶଙ୍ଖ ପାଇଁ...
14/05/2024

ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ଗାଇସିଲେଟ୍ ବ୍ଲକର ସନ୍ଧିବାହାଲ, ରାଇସଲପଦର ଓ ଜାମୁଟପାଲି ପଞ୍ଚାୟତସ୍ଥିତ ସମସ୍ତ ଗ୍ରାମରେ ଯୋଡ଼ି ଶଙ୍ଖ ପାଇଁ ନିର୍ବାଚନୀ ପ୍ରଚାର କରିବା ଅବସର ଏବଂ ଆଗାମୀ ନିର୍ବାଚନ ପାଇ ରଣନୀତି ଆଲୋଚନା ହୋଇଥିଲା |


Biju Janata Dal Odisha Naveen Patnaik Pranab Prakash Das BJD I.T. Wing BJD Odisha

13/05/2024

ଆପଣମାନଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବ। ବିକାଶର ଧାରାକୁ ଆଗେଇ ନେବ। ସାଧାରଣ ନିର୍ବାଚନ ୨୦୨୪ରେ ବହୁ ସଂଖାରେ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ।

12/05/2024
ଆଜି ବିଜୁ ଜନତା ଦଳରେ ଯୋଗ ଦେବା ପରେ ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କୁ ଭେଟି ଆଶୀର୍ବାଦ ନେଲି l 5T ଅଧ୍ୟକ୍ଷ...
12/05/2024

ଆଜି ବିଜୁ ଜନତା ଦଳରେ ଯୋଗ ଦେବା ପରେ ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କୁ ଭେଟି ଆଶୀର୍ବାଦ ନେଲି l
5T ଅଧ୍ୟକ୍ଷ ଓ ଦଳର ନେତା ଶ୍ରୀ ଭି କେ ପାଣ୍ଡିଆନ୍ ଙ୍କୁ ମଧ୍ଯ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶାର ସ୍ଵପ୍ନ ସାକାର କରିବା ପାଇଁ ବଦ୍ଧପରିକର ହେବାର ପ୍ରତିଶୃତି ଦେଲି l


Pranab Prakash Das Biju Janata Dal Odisha BJD I.T. Wing BJD Odisha

ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ମୁଁ ବିଜୁ ଜନତା ଦଳରେ ଯୋଗ ଦେଲି  lBJD Odish...
12/05/2024

ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ମୁଁ ବିଜୁ ଜନତା ଦଳରେ ଯୋଗ ଦେଲି l

BJD Odisha Pranab Prakash Das Biju Janata Dal Odisha

Manmohan Samal 🙏🏻J.P.Nadda 🙏🏻Amit Shah 🙏🏻Manas Mohanty 🙏🏻 Bharatiya Janata Party (BJP) Sunil Bansal BJP Odisha
11/05/2024

Manmohan Samal 🙏🏻
J.P.Nadda 🙏🏻
Amit Shah 🙏🏻
Manas Mohanty 🙏🏻

Bharatiya Janata Party (BJP) Sunil Bansal BJP Odisha

02/04/2024
ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ଦେହାନ୍ତ ହେବା ଜାଣି ଦୁଃଖିତ। ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ତାଙ୍କ ଅବଦାନ ତାଙ୍କୁ ଆମ ...
02/04/2024

ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ଦେହାନ୍ତ ହେବା ଜାଣି ଦୁଃଖିତ।
ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ତାଙ୍କ ଅବଦାନ ତାଙ୍କୁ ଆମ ନିକଟରେ ଅମର କରି ରଖିଥିବ।
ତାଙ୍କ ଦ୍ୱାରା ଗାୟନ କରାଯାଇଥିବା ଭଜନ ଗୁଡ଼ିକ ଓଡ଼ିଶାର କଳା, ସଂସ୍କୃତି ଓ ଶ୍ରୀଜଗନ୍ନାଥଙ୍କ ଭାବ ଏବଂ ଭକ୍ତିକୁ ଲୋକାଭିମୁଖୀ କରିପାରିଛି।
ମା ସମଲେଶ୍ୱରୀଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରୁଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।

ଓଁ ଶାନ୍ତି

BJP Odisha Dharmendra Pradhan Bharatiya Janata Party (BJP) Manmohan Samal Sunil Bansal Vijaypal Singh Tomar

Address

Bijepur

Website

Alerts

Be the first to know and let us send you an email when Dr Sushil Kumar Sharma posts news and promotions. Your email address will not be used for any other purpose, and you can unsubscribe at any time.

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram

Category