11/11/2025
ସବୁ ଆଶା ଭିତରେ ମୋ Rehab Home ରେ କିଛି ଖୁସି ର ମୁହୂର୍ତ...
ଏଠି ସମସ୍ତେ ଆସନ୍ତି ଜୀବନ ର ଅସଜଡ଼ା ସ୍ବପ୍ନ ଓ ଦୁଃଖ କୁ ନେଇ...
Master Ayush ସମସ୍ତ ଙ୍କୁ କିଛି ଖୁସି ବାଣ୍ଟିଛନ୍ତି... ଜଗନ୍ନାଥ ମଙ୍ଗଳ କରନ୍ତୁ 🙏🙏
Team SACH Dhireswar Panda Swarnaprabha Panda