Mo Sebasadan

Mo Sebasadan Contact information, map and directions, contact form, opening hours, services, ratings, photos, videos and announcements from Mo Sebasadan, Home Health Care Service, SALIPUR CUTTACK ODISHA, Cuttack.

Mo Sebasadan is an initiative to provide better services to the needy.We provideMedicine,Pathology, Healthcare,Veterinary care.Mo Sebasadan provides better and quick delivery of services at your door step.

21/10/2024
May this Vijaya Dashami light up your life with happiness and prosperity!Wishing you a joyous Dussehra filled with love ...
13/10/2024

May this Vijaya Dashami light up your life with happiness and prosperity!
Wishing you a joyous Dussehra filled with love and blessings!

ଜନ୍ମାଷ୍ଟମୀ ର ହାର୍ଦ୍ଧିକ ଅଭିନନ୍ଦନ।🙏ଜୟ ଶ୍ରୀ କୃଷ୍ଣ 🙏
26/08/2024

ଜନ୍ମାଷ୍ଟମୀ ର ହାର୍ଦ୍ଧିକ ଅଭିନନ୍ଦନ।
🙏ଜୟ ଶ୍ରୀ କୃଷ୍ଣ 🙏

WISHING YOU A HAPPY & HEALTHY IDEPENNDENCE DAY🙏
15/08/2024

WISHING YOU A HAPPY & HEALTHY IDEPENNDENCE DAY🙏

29/10/2022
29/10/2022
11/06/2021

ଅଭିଜ୍ଞ କ୍ଲିନିକାଲ ଫାର୍ମାସିଷ୍ଟ ଆବଶ୍ୟକ।
ରହିବା ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ବହନ କରାଯିବ।
ଦରମା-6000-10000/--
ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ।
8118061442/8118061443

21/05/2021

Get Relief from Gastric problem Naturally.
Order Now:-Get upto 20% Discount and Home delivery free.
Call us for Booking:--8118061441/8118061443

🩺ଏସିଡିଟି ବା ଅମ୍ଳପିତ୍ତର ଲକ୍ଷଣ ଓ ଘରୋଇ ଉପଚାର⚕️ଆମେ ଖାଉଥିବା ଖାଦ୍ୟ, ତାହା ଶରୀର ପାଇଁ ଯଦି ପିତ୍ତାଧିକ୍ୟ ଥାଏ ଏବଂ ପିତ୍ତଜନିତ ବିହାରାଦି ...
18/05/2021

🩺ଏସିଡିଟି ବା ଅମ୍ଳପିତ୍ତର ଲକ୍ଷଣ ଓ ଘରୋଇ ଉପଚାର⚕️

ଆମେ ଖାଉଥିବା ଖାଦ୍ୟ, ତାହା ଶରୀର ପାଇଁ ଯଦି ପିତ୍ତାଧିକ୍ୟ ଥାଏ ଏବଂ ପିତ୍ତଜନିତ ବିହାରାଦି କରାଯାଏ, ଏହା ବିଦଗ୍ଧ ହୋଇ ଅମ୍ଳପିତ୍ତ ବା ଏସିଡିଟି ରୋଗ ସୃଷ୍ଟି କରିଥାଏ । ଆହାର ସମୟରେ କେତେକ ଖାଦ୍ୟ ଏକାଠି ଖାଇଲେ ବା ବିରୁଦ୍ଧ ଭୋଜନ କଲେ ଶରୀରରେ ପିତ୍ତ ବୃଦ୍ଧି ହୁଏ ।

✴️ଲକ୍ଷଣ✴️

😱ଏହି ରୋଗ ହେଲେ ରୋଗୀ ଖାଉଥିବା ଖାଦ୍ୟ ଭଲଭାବେ ହଜମ ହୁଏ ନାହିଁ ।

😱ପାଟିକୁ ସବୁ ଅରୁଚି ଲାଗେ । ଭୋକ ହେଉଥିଲେ ବି ଅରୁଚି ହେତ ଖାଇବାକୁ ଆଦୌ ଇଚ୍ଛା ହୁଏ ନାହିଁ ।

😱ତୃଷ୍ଣା, ଅମ୍ଲୋଦଗାର, ଅଗ୍ନିମାନ୍ଦ୍ୟ, କ୍ଳାନ୍ତିବୋଧ ଏପରିକି ବେଳେ ବେଳେ ଶରୀରରେ ଶିହରଣ ସୃଷ୍ଟି ହେବା, ଛାତି ଓ ଗଳାରେ ଦାହ ଆଦି ଲକ୍ଷଣମାନ ପ୍ରକାଶ ପାଇଠେ ।

😱ଏପରି ଲକ୍ଷଣ ପୁରୁଣା ହେଲେ ଏଥିରେ କଣ୍ଠ, ହୃଦୟ, କୁଷିଦେଶରେ ଦାହ, ଶିର ବେଦନା, ହସ୍ତପାଦ ଦାହ, ଦେହରେ ଉଷ୍ଣତା, ଘନଘନ ବମନ ଇତ୍ୟାଦି ଲକ୍ଷଣ ମଧ୍ୟ ପରିଲକ୍ଷିତ ହୁଏ ।

😱ବେଳେ ବେଳେ ପୀଡକା, କଣ୍ଡୁ ଓ ଶିରକମ୍ପ ଇତ୍ୟାଦି ଉପଦ୍ରବ ମଧ୍ୟ ଦେଖାଦେଇଥାଏ ।

✴️ଚିକିତ୍ସା✴️

💡ମହୁ ସହିତ ପିପ୍ପଳୀ ଚୂର୍ଣ୍ଣ ଅଥବା ସଂଧ୍ୟା ସମୟରେ ଚିନି ସହିତ ପାଚିଲା ଲେମ୍ବୁ ଖାଇଲେ ଏହି ରୋଗରୁ ଆରାମ ମିଳିଥାଏ ।

💡ବାନ୍ତି ହେଉଥିଲେ ରୋଗୀ ପୋଟଳପତ୍ର, ଶୁଣ୍ଠି, ଗୁଡୁକୀ ଓ ତୁଟୁକା ପାଣିରେ ପ୍ରତ୍ୟକ ପାନକଲେ ପୀଡା, ଦାହ ଓ ବାନ୍ତି ପ୍ରଶମିତ ହୋଇ ଆରାମ ମିଳେ ।

💡ଶଇଠକାଠ, ଗୁଡୁଚୀ, ଯଷ୍ଟିମଧୁ ଓ ଦାରୁହଳଦୀ ସବୁର କ୍ଵାଥରେ ମହୁ ପ୍ରକ୍ଷେପ ଦେଇ ପାନକଲେ ରୋଗରୁ ଉପଶମ ମିଳିଥାଏ ।

💡ହରିତକୀ ଓ ଦ୍ରାକ୍ଷକୁ ମଧୁ ବା ପୁରାତନ ଗୁଡ ସହ ସେବନ କଲେ ଏସିଦିତି ରୋଗୀ ଆରୋଗ୍ୟ ପ୍ରାପ୍ତ ହୋଇଥାଏ ।

💡ପିପ୍ପଳୀ, ଦ୍ରାକ୍ଷା, ହରିଡା, ଚିନି, ଧନିଆ ଓ ଦୁର୍ଲଭା ଆଡିକୁ ଗୁଣ୍ଡକରି ମଧୁସହ କୁଟି ଆବଶ୍ୟକୀୟ ଅନୁପାତରେ ଗରମ ଜଳ ସହ ସକାଳେ ଓ ସଂଧ୍ୟାରେ ସେବନ କଲେ ରୋଗୀ ଆରୋଗ୍ୟ ଲାଭ କରିଥାଏ ।

💡କେତେକ ପିତ୍ତ ପ୍ରଶମନ କ୍ଵାଥର ମଧ୍ୟପ୍ରୟୋଗ କରାଯାଇଥାଏ । ସେଗୁଡିକ ହେଲା- ଶାସ୍ତ୍ରୀଯ ଔଷଧ ତ୍ରିଫଲାଦି କ୍ଵାଥ, ଗୁଡୁଖାଦି କ୍ଵାଥ ଓ ପୋଟଲାଦି କ୍ଵାଥ । ରୋଗୀର ଅବସ୍ଥାକୁ ଲକ୍ଷ କରି ଲୀଳା ବିଳାସରସ, ଅମ୍ଳପିତାନ୍ତକରସ, ମହାପିତାନ୍ତକ ରସ, କ୍ଷୁଧାବତୀ ବଟିକା, ଅଭ୍ରରସାୟନ ଆଷଳକୀ ରସାୟନ, ଅବି ପିତ୍ତକର ଚୂର୍ଣ୍ଣ ଅମ୍ଳପିତାନ୍ତକ ମୋଦକ, ଶୁଣ୍ଠିଖଣ୍ଡ, ପିପ୍ପଳୀ ଖଣ୍ଡ ବୃହତ୍ ପିପ୍ପଳୀ ଖଣ୍ଡ, ଷଣାବରୀ ଘୃତ ଜୀରକାଦି ମୋଦକ, ଦ୍ରାକ୍ଷାଘୃତ ଓ ବିଲ୍ଵତୈଳ ପ୍ରୟୋଗ କରାଗଲେ ଉପଶମ ମିଳିଥାଏ ।

Address

SALIPUR CUTTACK ODISHA
Cuttack
754202

Alerts

Be the first to know and let us send you an email when Mo Sebasadan posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Mo Sebasadan:

Share

About Arogya Healthcare

We Care For Your Family's Good Health

Who we are: In 2016, our journey started with a mission & vision of nobleness in the healthcare sector. Moving a step ahead, in the year 2017, with a great mission to provide best healthcare services among the people of our society. It's focus is to provide best healthcare services to every people in need and to those who are failing to get best healthcare support. This mission was brought into digital platform and Arogya Healthcare was formed in 2019.

Our Mission : Our Strength

Whereas, Arogya Healthcare, has come forward to give the best patient care in healthcare services. Apart from that, we are providing some benefits beyond financial stress and over expenses.