27/06/2025
ବିଶ୍ୱ ପ୍ରସିଦ୍ଧ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପବିତ୍ର ରଥ ଯାତ୍ରା ଅବସରରେ ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀ ଜଗନ୍ନାଥପ୍ରେମୀ ଭକ୍ତଜନ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା l ମହା ପ୍ରଭୁଙ୍କ ଆଶ୍ରିବାଦ ରେ ସମସ୍ତ ଙ୍କ ଜୀବନ ସୁଖ, ଶାନ୍ତି, ଓ ସମୃଦ୍ଧି ରେ ଭରୀ ଉଠୁ ଏହାହିଁ କାମନା. ଜୟ ଶ୍ରୀ ଜଗନ୍ନାଥ I