Dr Prusty Advanced Haematology Centre

Dr Prusty Advanced Haematology Centre Haematology clinic and Consultation centre.

Dealing with anaemia, haemoglobin defect, platelet problems, Thalassemia, sickle cell disease, blood Cancer and leukaemia, bone marrow testing, and all blood testing procedures.

Consultation for:Anemia.Sickle Cell Disease.Thalassemia.Lymphoma & Leukemia.Hemorrhagic Disorders.Thromboembolism.Septic...
02/10/2024

Consultation for:

Anemia.
Sickle Cell Disease.
Thalassemia.
Lymphoma & Leukemia.
Hemorrhagic Disorders.
Thromboembolism.
Septic Pelvic Thrombophlebitis.

02/10/2024
𝐓𝐡𝐚𝐥𝐚𝐬𝐬𝐞𝐦𝐢𝐚 𝐚𝐧𝐝 𝐎𝐮𝐫 𝐫𝐞𝐬𝐩𝐨𝐧𝐬𝐢𝐛𝐢𝐥𝐢𝐭𝐲 𝐭𝐨𝐰𝐚𝐫𝐝𝐬 𝐞𝐥𝐢𝐦𝐢𝐧𝐚𝐭𝐢𝐧𝐠 𝐢𝐭'𝐬 𝐜𝐨𝐧𝐜𝐞𝐚𝐥𝐞𝐝 𝐢𝐧𝐡𝐞𝐫𝐢𝐭𝐚𝐧𝐜𝐞.Every couple should be screened for a ...
23/02/2023

𝐓𝐡𝐚𝐥𝐚𝐬𝐬𝐞𝐦𝐢𝐚 𝐚𝐧𝐝 𝐎𝐮𝐫 𝐫𝐞𝐬𝐩𝐨𝐧𝐬𝐢𝐛𝐢𝐥𝐢𝐭𝐲 𝐭𝐨𝐰𝐚𝐫𝐝𝐬 𝐞𝐥𝐢𝐦𝐢𝐧𝐚𝐭𝐢𝐧𝐠 𝐢𝐭'𝐬 𝐜𝐨𝐧𝐜𝐞𝐚𝐥𝐞𝐝 𝐢𝐧𝐡𝐞𝐫𝐢𝐭𝐚𝐧𝐜𝐞.

Every couple should be screened for a genetic defect in their haemoglobin (Haemoglobinopathy like Thalassemia) before marriage or before planning for a pregnancy.

It is a social responsibility for all.

Eventually it decreases the burden of being a parent and also contribute to a healthy Society.

ଥାଲାସେମିଆ ହେଉଛି ଏକ ବଂଶଗତ ରକ୍ତ ଜନିତ ରୋଗ। ଜନ୍ମରୁ ହିଁ ରକ୍ତ ର ସଠିକ୍ ମାତ୍ରା ରେ ପ୍ରସ୍ତୁତି ନ ହୋଇ ପରିବା କାରଣରୁ ନିୟମିତ ଭାବରେ ରକ୍ତ ଗ୍ରହଣ କରିବା କୁ ପଡ଼ି ଥାଏ।

ଏହି ରୋଗ କୁ ଅଟକେଇବାର ଏକ ମାତ୍ର ଉପାୟ ନିଜ ରକ୍ତ ରେ ଥାଲାସେମିଆ ରୋଗର ଉପସ୍ଥିତି କୁ ଜାଣିବା। କାରଣ ଯେଉଁମାନେ ଏହି ରୋଗ ର ବାହକ ବା କ୍ୟାରିୟର, ସେମାନଙ୍କ ର ପ୍ରାୟତ ଏହି ରୋଗର କୌଣସି ଲକ୍ଷଣ ଦେଖା ଯାଏନି। ପରବର୍ତ୍ତୀ ସମୟରେ, ସେମନେ ଯେବେ ମାତା - ପିତା ହୁଅନ୍ତି, ନିଜର ପିଲାକୁ ଥାଲାସେମିଆ ଜିନ ଗ୍ରହଣ କରାଇ ଥାଆନ୍ତି। ଏହି ପରି ଏହା ପିଢ଼ି ପରେ ପିଢ଼ି ବ୍ୟାପି ଚାଲିଥାଏ।

ବର୍ତ୍ତମାନ ପରିସ୍ଥିତି ରେ ଏହି ଅସୁବିଧା କୁ ଦୂର କରିବା ପାଇଁ ଦରକାର, ବିବାହ ପୂର୍ବରୁ ପୁଅ - ଝିଅ ମାନେ ନିଜର ଥାଲାସେମିଆ ଚେକ୍ ଅପ୍ କରିବା ଉଚିତ୍।

ଗର୍ଭ ଧାରଣ ପୂର୍ବରୁ ଦମ୍ପତି ମାନେ ଥାଲାସେମିଆ ରକ୍ତ ପରୀକ୍ଷା କରାଇ ନେବା ସହ ଏହି ବିଷୟ ରେ ଅଧିକ ଯତ୍ନବାନ ହେବା ଜରୁରୀ।

ଆଜି ହିଁ ନିଜର ଥାଲାସେମିଆ ଚେକ୍ ଅପ୍ କରାଇ ନିଅନ୍ତୁ। ନିମ୍ନ ଯୋଗା ଯୋଗ ଠିକଣା ରେ ସମ୍ପର୍କ କରନ୍ତୁ।

Dr Prusty's Advanced Haematology Centre on Google:

ଥାଲାସେମିଆ ହେଉଛି ଏକ ବଂଶଗତ ରକ୍ତ ଜନିତ ରୋଗ। ଜନ୍ମରୁ ହିଁ ରକ୍ତ ର ସଠିକ୍ ମାତ୍ରା ରେ ପ୍ରସ୍ତୁତି ନ ହୋଇ ପରିବା କାରଣରୁ ନିୟମିତ ଭାବ....

Bone Marrow Analysis- Done by Expert haematologists to diagnose Blood diseases.Dr Prusty's Advanced Haematology Centre o...
11/02/2023

Bone Marrow Analysis- Done by Expert haematologists to diagnose Blood diseases.

Dr Prusty's Advanced Haematology Centre on Google:

Bone Marrow Analysis- Required to diagnose most of the blood disorders like Anaemia and leukemia (Blood Cancer). Nearly a painless procedure that collects marrow from the hip. A bone marrow aspiration and biopsy is used to diagnose or evaluate several kinds of blood conditions that originate in the....

04/02/2023


#ବିଶ୍ଵ_ରକ୍ତ_କର୍କଟ_ଦିବସ
ରକ୍ତ କର୍କଟ (Blood Cancer) ଯାହା କିଛି ଦଶନ୍ଧି ତଳେ ମୃତ୍ୟୁ ସହ ସମାନ ବୋଲି ବିବେଚନା କରାଯାଉଥିଲା ତାହା ଏବର ପରିବର୍ତ୍ତିତ ସମୟ ରେ ଉପଯୁକ୍ତ ଚିକିତ୍ସା ସହ ନିରାକରଣ ହୋଇ ପାରୁଛି।

ବିଶ୍ଵ କର୍କଟ ଦିବସ ରେ ଏହି ଆହ୍ବାନ ଯେ ରକ୍ତ କର୍କଟ ର ସମ୍ପର୍କ ରେ ସମସ୍ତେ ସଚେତନ ହୁଅନ୍ତୁ।

ଏହା କେବେ ବି କାହାକୁ ବି ଅତି ସ୍ୱଳ୍ପ ଲକ୍ଷଣ ସହ ପ୍ରକାଶ ପାଇପାରେ।

ରକ୍ତ ରୋଗ ବିଶେଷଜ୍ଞ ଙ୍କର ହିଁ ପରାମର୍ଶ ଗ୍ରହଣ କରି ଏହି ଜଟିଳ ରୋଗ ର ସମାଧାନ କରିବା ଦିଗ ରେ ଆଗେଇ ଆସନ୍ତୁ।

ଦୂର ଦୁରାନ୍ତ ରେ ଥିବା ରକ୍ତ ରୋଗୀ ମାନଙ୍କୁ ସହଜ ରେ ନିଦାନ ଭିତ୍ତିକ ଚିକିତ୍ସା ଉପଲବ୍ଧ କରାଇ ପାରିଲେ ହିଁ ଏହି ମାରାତ୍ମକ ରୋଗ କୁ ଉପଚାର କରାଯାଇ ପାରିବ।

Regards,
Dr Prusty's Advanced Haematology Centre

Please send your queries/documents/previous reports here or WhatsApp on 7978731437, 7855919029, 738114004

https://drprustyahc.com/

Dr PRUSTY'S ADVANCED HAEMATOLOGY CENTRE
Kathagola Phandi Road, Near SCB Medical College, Cuttack-07

ରକ୍ତ ହୀନତା, ଥାଲାସେମିଆ, ସିକଲ ସେଲ ଆନେମିଆ, ଅପ୍ଲାଷ୍ଟିକ ଆନେମିଆ ଏବଂ ରକ୍ତ କର୍କଟ/ବ୍ଲଡ଼ କ୍ୟାନ୍ସର ରୋଗ ପରି ସମସ୍ତ ପ୍ରକାର ରକ୍ତ ରୋଗ ର ଅତ୍ୟାଧୁନିକ ପରୀକ୍ଷା ଏବଂ ପରାମର୍ଶ କରାଯାଏ।
ବୋନ୍ ମ୍ୟାରୋ ପରୀକ୍ଷା (ଯନ୍ତ୍ରଣା ମୁକ୍ତ), ବାଇଓପ୍ସି , ଏଫ୍.ଏନ୍.ଏ.ସି, ଏବଂ ନୂତନ ଜ୍ଞନକୌଶଳ ଯୁକ୍ତ ରକ୍ତ ପରୀକ୍ଷା/ ଜେନେଟିକ/ ମଲିକୁଲାର ପଥୋଲଜୀ ପରୀକ୍ଷା/ପରାମର୍ଶ କରାଯାଏ।

𝗣𝗮𝗶𝗻... 𝗣𝗮𝗶𝗻...𝗮𝗻𝗱 𝗶𝘁'𝘀 𝗣𝗮𝗶𝗻 𝗼𝗻𝗹𝘆!🆂🅸🅲🅺🅻🅴 🅲🅴🅻🅻 🅳🅸🆂🅴🅰🆂🅴..that defines abnormal sickle shaped Red blood cells in blood due ...
25/01/2023

𝗣𝗮𝗶𝗻... 𝗣𝗮𝗶𝗻...𝗮𝗻𝗱 𝗶𝘁'𝘀 𝗣𝗮𝗶𝗻 𝗼𝗻𝗹𝘆!

🆂🅸🅲🅺🅻🅴 🅲🅴🅻🅻 🅳🅸🆂🅴🅰🆂🅴
..that defines abnormal sickle shaped Red blood cells in blood due to the typical genetic makeup inherited from parents.

Beyond a limit, these cells when present in abundance creates nuisance to the vascular system and occlude the vessels.

This causes severe form of pain beyond our imagination!!!
That's called VASO- OCCLUSIVE CRISIS.

These form of severe pain symptoms seen mainly due to improper medical follow -up and treatment.

C̲o̲n̲s̲u̲l̲t̲ ̲y̲o̲u̲r̲ ̲H̲a̲e̲m̲a̲t̲o̲l̲o̲g̲i̲s̲t̲
̲a̲t̲ ̲ ̲ Dr Prusty's Advanced Haematology Centre

Send Your queries/WhatsApp at-
7855919029, 7381140044, 7978731437
Kathagola Phandi Road, Near SCB Medical College, Cuttack

Address

Deepak Diagnostics, Madhupatna Square, Link Road
Cuttack
753010

Telephone

+917978731437

Website

Alerts

Be the first to know and let us send you an email when Dr Prusty Advanced Haematology Centre posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Dr Prusty Advanced Haematology Centre:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram