Arogya Nilaya Physiotherapy Centre

Arogya Nilaya Physiotherapy Centre Contact information, map and directions, contact form, opening hours, services, ratings, photos, videos and announcements from Arogya Nilaya Physiotherapy Centre, Therapist, At-Sikharpur , Beside/LIC Office (Kailash Mandap), Cuttack.

ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ବାର୍ଷିକ ତଥା ସମ୍ବଲପୁରୀ ଦିନର ଅନେକ ଅନେକ ଶୁଭେଚ୍ଛା।
01/08/2025

ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ବାର୍ଷିକ ତଥା ସମ୍ବଲପୁରୀ ଦିନର ଅନେକ ଅନେକ ଶୁଭେଚ୍ଛା।

"Frozen Shoulder ରେ ପୀଡ଼ିତ କି? ଆଉ ଚିନ୍ତା ନୁହେଁ!"ଘନଶ୍ୟାମ ରାଉତଙ୍କ ଭଳି ଆପଣ ମଧ୍ୟ ଆରୋଗ୍ୟ ନିଳୟରେ ଚିକିତ୍ସିତ ହୋଇ ଉପଶମ ପାଇ ପାରିବେ...
30/07/2025

"Frozen Shoulder ରେ ପୀଡ଼ିତ କି? ଆଉ ଚିନ୍ତା ନୁହେଁ!"
ଘନଶ୍ୟାମ ରାଉତଙ୍କ ଭଳି ଆପଣ ମଧ୍ୟ ଆରୋଗ୍ୟ ନିଳୟରେ ଚିକିତ୍ସିତ ହୋଇ ଉପଶମ ପାଇ ପାରିବେ।

👉 ସମସ୍ୟା କହନ୍ତୁ, ସମାଧାନ ଆମ ପାଖରେ ଅଛି।
📍 Visit Arogya Nilaya Physiotherapy Centre – Where Healing Begins Naturally!

🦴 "Don't ignore that back pain — your spine is speaking to you!"Is your back pain disrupting your daily life? It’s not j...
29/07/2025

🦴 "Don't ignore that back pain — your spine is speaking to you!"

Is your back pain disrupting your daily life? It’s not just discomfort—it’s a warning sign. 🚨
At Arogya Nilaya Physiotherapy Centre, we care for your spine like it's the backbone of your health—because it is! 💪

✅ Expert Physiotherapy
✅ Personalized Care
✅ Long-term Relief

📍 Visit us at Sikharpur, NH-16, Cuttack
📞 Call us now: +91-6370440154
📲 Follow us:

On World Hepatitis Day, let's unite to raise awareness, break the silence, and fight the stigma. Early detection and tim...
28/07/2025

On World Hepatitis Day, let's unite to raise awareness, break the silence, and fight the stigma. Early detection and timely treatment can save lives. Get tested, stay informed, and spread hope – not Hepatitis." 💛

Saluting the Bravehearts 🇮🇳On this CRPF Foundation Day, we honour the courage, commitment, and sacrifice of the Central ...
27/07/2025

Saluting the Bravehearts 🇮🇳

On this CRPF Foundation Day, we honour the courage, commitment, and sacrifice of the Central Reserve Police Force—the largest paramilitary force in India, always standing tall to protect our nation.

Jai Hind! 🙏🫡

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ସମାଜସେବୀ ତଥା ନାରୀନେତ୍ରୀ ମାଳତୀ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
26/07/2025

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ସମାଜସେବୀ ତଥା ନାରୀନେତ୍ରୀ ମାଳତୀ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
23/07/2025

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

"Frozen Shoulder ରେ ପୀଡ଼ିତ କି? ଆଉ ଚିନ୍ତା ନୁହେଁ!"ସରୋଜ କୁମାର ମହାନ୍ତିଙ୍କ ଭଳି ଆପଣ ମଧ୍ୟ ଆରୋଗ୍ୟ ନିଳୟରେ ଚିକିତ୍ସିତ ହୋଇ ଉପଶମ ପାଇ ...
17/07/2025

"Frozen Shoulder ରେ ପୀଡ଼ିତ କି? ଆଉ ଚିନ୍ତା ନୁହେଁ!"
ସରୋଜ କୁମାର ମହାନ୍ତିଙ୍କ ଭଳି ଆପଣ ମଧ୍ୟ ଆରୋଗ୍ୟ ନିଳୟରେ ଚିକିତ୍ସିତ ହୋଇ ଉପଶମ ପାଇ ପାରିବେ।

👉 ସମସ୍ୟା କହନ୍ତୁ, ସମାଧାନ ଆମ ପାଖରେ ଅଛି।
📍 Visit Arogya Nilaya Physiotherapy Centre – Where Healing Begins Naturally!

ପ୍ରଥମ ଓଡ଼ିଆ ସମ୍ବାଦ ପତ୍ର 'ଉତ୍କଳ ଦୀପିକା'ର ସମ୍ପାଦକ କର୍ମବୀର ଗୌରୀଶଙ୍କର ରାୟଙ୍କର ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଓଡ଼ିଆ ଭାଷା ସାହ...
13/07/2025

ପ୍ରଥମ ଓଡ଼ିଆ ସମ୍ବାଦ ପତ୍ର 'ଉତ୍କଳ ଦୀପିକା'ର ସମ୍ପାଦକ କର୍ମବୀର ଗୌରୀଶଙ୍କର ରାୟଙ୍କର ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଓଡ଼ିଆ ଭାଷା ସାହିତ୍ୟ ତଥା ଓଡ଼ିଆ ନବ ଜାଗରଣର ପୁରୋଧା ଭାବରେ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ।

ପବିତ୍ର ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା
10/07/2025

ପବିତ୍ର ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା

Address

At-Sikharpur , Beside/LIC Office (Kailash Mandap)
Cuttack
753003

Opening Hours

Monday 10am - 1pm
5pm - 8pm
Tuesday 10am - 1pm
5pm - 8pm
Thursday 10am - 1pm
5pm - 8pm
Friday 10am - 1pm
5pm - 8pm
Saturday 10am - 1pm
5pm - 8pm
Sunday 10am - 1pm

Telephone

919078882395

Website

Alerts

Be the first to know and let us send you an email when Arogya Nilaya Physiotherapy Centre posts news and promotions. Your email address will not be used for any other purpose, and you can unsubscribe at any time.

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram

Category