16/03/2026
IVF ବିଷୟରେ ଅନେକ ଭ୍ରାନ୍ତି ଆଜି ମଧ୍ୟ ରହିଛି।
ସେମାନଙ୍କ ମଧ୍ୟରୁ ଗୋଟିଏ —
“IVF କଲେ ଯମଜ ଶିଶୁ ହେବା ନିଶ୍ଚିତ।”
ସତ୍ୟ ହେଉଛି, IVF ରେ ଏମ୍ବ୍ରିଓ ସଂଖ୍ୟା
ଡାକ୍ତରଙ୍କ ପରାମର୍ଶ ଓ ମେଡିକାଲ୍ ଅବସ୍ଥା
ଅନୁଯାୟୀ ନିର୍ଦ୍ଧାରଣ କରାଯାଏ।
Kishori IVF, Cuttack ରେ
ଆମେ କରୁଛୁ:
✔ Advanced IVF Treatment
✔ Safe Single Embryo Transfer
✔ Personalised Fertility Planning
✔ Complete Transparency
ସଠିକ୍ ସୂଚନା ନିଅନ୍ତୁ।
ଭ୍ରାନ୍ତି ନୁହେଁ, ବିଜ୍ଞାନକୁ ଭରସା କରନ୍ତୁ। 🤍
📍 2nd Floor, MM Kamala Towers, Mahattab Road, Cuttack – 753001
📞 +91 92373 93011