ORPhA Kendrapara

ORPhA Kendrapara Odisha Registered Pharmacist Association

16/11/2024














ହେଲଥ୍ କନକ୍ଲେଭରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
Dr. Mukesh Mahaling

14/11/2024
14/11/2024

Odisha registered Pharmacist Association - ORPhA Orpha Kendrapara Orpha Bbsr Orpha Puri ORPhA Kendujhar ଓଡିଶା ଫାର୍ମାସିଷ୍ଟ Orpha Pattamundai Odisha Pharmacist Service Association ORPHA CTC Orpha Koraput Odisha Pharmacists Service Association, Opsa,bbsr. Orpha Kalahandi ORPhA Kendrapara
Dr. Mukesh Mahaling ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ (ଓରଫା) #ଓଡିଶା_ପଞ୍ଜିକୃତ_ଫାର୍ମାସିଷ୍ଟ_ମହାସଂଘ

14/11/2024


Odisha registered Pharmacist Association - ORPhA Orpha Bbsr Orpha Kendrapara Orpha Puri ORPhA Kendujhar ଓଡିଶା ଫାର୍ମାସିଷ୍ଟ Orpha Pattamundai Odisha Pharmacist Service Association ORPHA CTC Orpha Koraput Odisha Pharmacists Service Association, Opsa,bbsr. ORPhA Kendrapara #ଓଡିଶା_ପଞ୍ଜିକୃତ_ଫାର୍ମାସିଷ୍ଟ_ମହାସଂଘ

13/11/2024














13/11/2024
08/11/2024

ଜନଔଷଧି ରେ ମିଳୁଥିବା ସମସ୍ତ ଔଷଧ ଅତି ଶସ୍ତା ରେ ମିଳିବା କାରଣ ହେଉଛନ୍ତି ଆମ ପଞ୍ଜିକୃତ ଫାର୍ମାସିଷ୍ଟ ମାନେ. ଅଳ୍ପ ପାରିଶ୍ରମିକ ରେ ଫାର୍ମାସିଷ୍ଟ ମାନେ ଉଚ୍ଚମାନର ଔଷଧ ତିଆରି କରୁଛନ୍ତି. କିନ୍ତୁ ଦୁଃଖ ର ବିଷୟ ଓଡିଶା ରେ ଫାର୍ମା କମ୍ପାନୀ ନ ଥିବା କାରଣ ରୁ ଓଡିଶା ରେ ଥିବା ପଞ୍ଜିକୃତ ଫାର୍ମାସିଷ୍ଟ ମାନେ ଓଡିଶା ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି. ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଯଦି ଓଡିଶା ରେ ଫାର୍ମା କମ୍ପାନୀ ପ୍ରତିଷ୍ଠା କରନ୍ତେ ତେବେ ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମାନେ ବାହାରେ କୁ ନ ଯାଇ ଓଡିଶା ରେ ହିଁ କାମ କରନ୍ତେ.












07/11/2024

To,
The President Pharmacy Council of India (PCI).

Subject: Representation regarding Registration Issues faced by D.Pharm Students of odisha (Session 2021-23)

Respected President of the Pharmacy Council of India (PCI).
On behalf of the Odisha Registered Pharmacists Association (ORPhA), we bring to your notice the difficulties faced by D.Pharm students of odisha (Session 2021-23) regarding their registration process.

Background:

- Admitted to D.Pharm course in 2021.
- Appeared for Part 1 board examination (1st year) in 2023.
- Appeared for Part 2 board examination (2nd year)
Issue:

- CLC and Conduct certificates issued by colleges/boards incorrectly mention admission year as 2022-24
- Discrepancy causes registration difficulties.

ORPhA Request:

1. Direct OSBP to correct admission year on certificates to 2021.
2. Provide clear registration guidelines for affected students.
3. Waive Exit Examination requirement considering exceptional circumstances.

ORPhA urges PCI to address these concerns, ensuring timely registration and smooth transition of these students into the profession.

Odisha registered Pharmacist Association - ORPhA
Orpha Kendrapara Orpha Bbsr Orpha Puri ଓଡିଶା ଫାର୍ମାସିଷ୍ଟ ORPhA Kendujhar Orpha Pattamundai Odisha Pharmacist Service Association Dr. Mukesh Mahaling Health & Family Welfare Department, Government of Odisha CMO Odisha Mohan Charan Majhi Odisha Pharmacists Service Association, Opsa,bbsr. Pharmacy Council of India Dr Montukumar Patel Odisha Bhaskar OTV ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ (ଓରଫା)

ପ୍ରତି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଫାର୍ମାସି ଅଫିସର ପୋଷ୍ଟିଙ୍ଗ ଦେବାକୁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ସାର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ସ...
30/10/2024

ପ୍ରତି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଫାର୍ମାସି ଅଫିସର ପୋଷ୍ଟିଙ୍ଗ ଦେବାକୁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ସାର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ସାର ଙ୍କୁ ଅନୁରୋଧ. ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ସାର କଥା ଦେଇ କଥା ରଖିବେ ବୋଲି ଆଶା ଏବଂ ବିଶ୍ୱାସ 🙏

#ଓଡିଶା_ପଞ୍ଜିକୃତ_ଫାର୍ମାସିଷ୍ଟ_ମହାସଂଘ

27/10/2024

ଆସନ୍ତା କାଲି MKCG ମେଡିକାଲ କଲେଜ ର ଫାର୍ମାସି ଅଫିସର ମାନଙ୍କ ଦ୍ୱାରା "ଫାର୍ମା ଆଁନ୍ଥେମ " ଉନ୍ମୋଚନ କରା ଜୀବ. ମହାସଂଘ ତରଫରୁ ଶୁଭେଚ୍ଛା ଏବଂ ଶୁଭ କାମନା.
ଆସନ୍ତା କାଲି ମହାସଂଘ ସମସ୍ତ ସୋସିଆଲ ମିଡିଆରେ ବହିଟି ସେୟାର କରା ଜୀବ.
ଅପଡେଟ ପାଇବା ପାଇଁ ମହାସଂଘ ସହ ଯୋଡି ହେଇ ରହିବାକୁ ଅନୁରୋଧ.
ଏଡିଟର ଇନ ଚିଫ -ସୁଶାନ୍ତ କୁମାର ପ୍ରଧାନ (ଫାର୍ମାସି ଅଫିସର )
Dr. Mukesh Mahaling Odisha registered Pharmacist Association - ORPhA Orpha Kendrapara ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ (ଓରଫା) ଓଡିଶା ଫାର୍ମାସିଷ୍ଟ ORPhA BBSR , ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ (ଓରଫା) Orpha Bbsr Orpha Pattamundai ORPhA Kendujhar Orpha Puri Odisha Pharmacists Service Association, Opsa,bbsr. Odisha Pharmacist Service Association Odisha Pharmacists Hi-Tech College of Pharmacy, Bhubaneswar Pharmacy Council of India

Address

Kendrapara

Telephone

+919853657866

Alerts

Be the first to know and let us send you an email when ORPhA Kendrapara posts news and promotions. Your email address will not be used for any other purpose, and you can unsubscribe at any time.

Share