
22/08/2025
ରେଡ଼ିଓ ଜୁହାର କୁ ମିଳିଲା ଆଉ ଏକ ସଫଳତା। ଓଡ଼ିଶା ସରକାର ଓ Unicef ର ମିଳିତ ସହଯୋଗରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମକୁ ରେଡିଓ ଜୁହାର ସଫଳ ରୂପାୟନ କରିଥିବାରୁ Unicef ଓ Young India ତରଫରୁ ଭୁବନେଶ୍ଵରର Press Club ଠlରେ ଆମକୁ ସମ୍ବର୍ଦ୍ଧିତ କରା ଯାଇଥିଲା।ଏହା ସମ୍ଭବ କେବଳ ଆପଣ ମାନଙ୍କ ଆଶିଷ ଓ ଭଲପାଇବା ଯୋଗୁଁ।