Ncmh_Rehab

Ncmh_Rehab Contact information, map and directions, contact form, opening hours, services, ratings, photos, videos and announcements from Ncmh_Rehab, Mental Health Service, Keonjhar.

18/09/2022

Rehabilitation center

18/09/2022
19/09/2020

କୋଭିଡ୍-19 ପରିସ୍ଥିତିରେ ଅତ୍ୟଧିକ ମାନସିକ ଚାପ (Psychological Stress) , ଉଦାସୀନତା ( *Depression* ) ଉପରେ ବିଜୟ ଲାଭ ଓ ନିଶା ସେବନ ( Alcohol & Drug Addiction ) ଠାରୁ ଦୂରେଇ ରହିବାର ସରଳ ଉପାୟ....

*1* . ସକାରାତ୍ମକ ମନୋଭାବ ନେଇ ଦିନଚର୍ଯା ଓ ନିୟମିତ ଆସନ-ପ୍ରାଣାୟାମ ଅଭ୍ୟାସ

*2* . ଆୟୁର୍ବେଦ ଉପଚାର

ପାଣି = ୨୫୦ ମିଲି
ତୁଳସୀ ପତ୍ର = ୧୦ ଟା
ଗୋଲ ମରିଚ = ୭ ଟା
ତେଜପତ୍ର= ୩ ଟା
ଲବଙ୍ଗ = ୭ଟା
ଅଳେଇଚ = ୭ ଟା
ଅଦା = ୨୫ଗ୍ରାମ
ଗୁଡ଼ / ମହୁ = ୧୫ ଗ୍ରାମ
ଏ ସମସ୍ତକୁ ଏକତ୍ର ଫୁଟେଇ ୨୦୦ ମିଲି କରିବା ପରେ ଛାଣି ନେଇ ୫ ଗ୍ରାମ ଦେଶୀ ଗାଈ ଘିଅ ମିଶାାଇ ଦୁଇ ( 02 ) ଓଳି ପିଇ ବାକୁ ହେବ ।
ସବୁବେଳେ ଉଷୁମ ପାଣି ପିଇବେ।
ରାତିରେ ପାଦରେ, ନାକରେ, ଗଳାରେ original ସୋରିଷ ତେଲ ଗରମ କରି ଲଗେଇ ଶୋଇବେ।
ଦିନକୁ ୪ ଥର ଲୁଣ ପାଣି ଗାର୍ଗଲ କରିବେ।

*3* . ସାକ୍ଷାତରେ କାଉନସେଲିଂ, ସାଇକୋଥେରାପି ସେସନ୍ ଓ ପୁନଃଥଇଥାନ ବ୍ୟବସ୍ଥା

ଶ୍ରୀ ବିକାଶ ରଂଜନ ମହାନ୍ତ, (ଏମ୍.ଫିଲ୍.- ପି.ଏସ୍.ଡବ୍ଲ୍ୟୁ ) ସି.ଆଇ.ପି ରାଞ୍ଚି (ଝାରଖଣ୍ଡ )

ପରାମର୍ଶଦାତା, ନିଗମାନନ୍ଦ ମାନସିକ ରୋଗ ଚିକିତ୍ସା ଓ ଥଇଥାନ କେନ୍ଦ୍ର, କେନ୍ଦୁଝର (ଓଡିଶା)
ସାକ୍ଷାତ ସମୟ:
12.30 - 2.30 pm &
5.00 pm- 7.00 pm
ରବିବାର: ପ୍ରାତଃ 9.00 ରୁ ଅପରାହ୍ନ 2.00 ଘଟିକା
ମୋବାଇଲ: *7656822355*

Address

Keonjhar
758001

Telephone

+917656822355

Website

Alerts

Be the first to know and let us send you an email when Ncmh_Rehab posts news and promotions. Your email address will not be used for any other purpose, and you can unsubscribe at any time.

Share