KANHA NUTRITION

KANHA NUTRITION HEALTH & WELLNESS

04/12/2022
26/11/2022

ସ୍ୱାସ୍ଥ୍ୟ ହିଁ ମଣିଷର ଅସଲି ସମ୍ପତି, ଆମ ପେଜ କୁ ଲାଇକ କରି ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସବୁ ବିବରଣୀ ଘରେ ବସି ପାଆନ୍ତୁ...

What we eat reflects … We become our choices…Not eating is also one aspect of a healthy lifestyle - intermittent fasting...
11/10/2022

What we eat reflects …
We become our choices…

Not eating is also one aspect of a healthy lifestyle - intermittent fasting…

when the body receives a break from the complex task of digestion, it can use that life force energy towards healing & cleaning out waste accumulation/ constipation…

Maintaining Health is a combination of not only what we eat, but how we eat…

Chewing our food to liquid before swallowing each bite should be everyone’s goal for optimal digestion, assimilation, absorption and elimination - and it’s easier said than done…

In todays world, you’re a minority if you’re not overweight and if you’re living in good health…

there’s hardly any healthy people left, the medical industry & the food industry has done an amazing job with making sure that people are filled with toxic substances that bio-accumulate within, and slowly damage the health of the average person.

To maintain health in todays world, it requires knowledge and the ability to walk your own path at the risk of looking crazy to those that just accept & go along with everything that everyone else does.

True health is wealth because life is not all that it can be without it & our experiences in life take a downgrade if we are not feeling our best.

So take care of you, no one else has the ability to do it for you.

Wellness Coach
Sahadev Barik

ଔଷଧରେ ରୋଗ ଭଲ ହୋଇନଥାଏ*****************************ଈଶ୍ୱର ମନୁଷ୍ୟ ପାଇଁ ଯେଉଁ ଅନୁପମ ସ୍ୱାସ୍ଥ୍ୟର ବିଧାନ କରିଛନ୍ତି, କଣ ତାହା ଔଷଧ ଉପର...
06/10/2022

ଔଷଧରେ ରୋଗ ଭଲ ହୋଇନଥାଏ
*****************************

ଈଶ୍ୱର ମନୁଷ୍ୟ ପାଇଁ ଯେଉଁ ଅନୁପମ ସ୍ୱାସ୍ଥ୍ୟର ବିଧାନ କରିଛନ୍ତି, କଣ ତାହା ଔଷଧ ଉପରେ ନିର୍ଭର ରହି ପ୍ରାପ୍ତ କରାଯାଇ ପାରିବ ? ସ୍ୱାସ୍ଥ୍ୟର ସଠିକ ପରିଭାଷା ଦେଇ ଶାସ୍ତ୍ରକାର ମାନେ କହିଛନ୍ତି, "ପ୍ରସନ୍ନାତ୍ମେନ୍ଦ୍ରିୟମନା ସ୍ଵସ୍ଥ ଇତ୍ୟଭିଧୀୟତେ"- ସ୍ଵସ୍ଥ କିଏ ? ଯାହାର ଆତ୍ମା, ଇନ୍ଦ୍ରିୟ ଓ ମନ ପ୍ରସନ୍ନ ଅଟେ । ଏବେ ଏହି ବିଶେଷତା ଉପରେ ନିଜ ସ୍ୱାସ୍ଥ୍ୟକୁ ତୁଳନା କରନ୍ତୁ, ଆଉ ଦେଖନ୍ତୁ କି ଔଷଧ ଦ୍ୱାରା ଏ ସର୍ତ୍ତ ପୂର୍ଣ୍ଣ ହେଉଛି କି ନାହିଁ ।

ମନୁଷ୍ୟ ରୋଗର କାରଣକୁ ଚିନ୍ହିବାରେ ହିଁ ଭୁଲ କରିଛି । ସେ ରୋଗର ଲକ୍ଷଣକୁ ହିଁ ରୋଗ ମାନି ବସିଛି । ସେହି ଲକ୍ଷଣକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର ଔଷଧ ଆବିଷ୍କାର ହେଲା । ଆଜିର ସମସ୍ତ ଔଷଧ ମନୁଷ୍ୟର ଏହି ଭୁଲ ର ପରିଣାମ ଅଟେ । ସେ ରୋଗକୁ ଦୂର କରିବା ବଦଳରେ ରୋଗର ଲକ୍ଷଣକୁ ଦୂର କରିବାରେ ଲାଗିଛି । ଔଷଧ ଅନେକ ସମୟରେ ଲକ୍ଷଣକୁ ଦୂର କରିବାରେ ସଫଳ ହୋଇଯାଇଥାଏ ଓ ସେତେବେଳେ ମନେକରାଯାଇଥାଏ ଯେ ରୋଗ ନିର୍ମୂଳ ହୋଇଗଲା ।

କିନ୍ତୁ ରୋଗର ଲକ୍ଷଣ ତ ରୋଗ ନୁହେଁ । ଶରୀରର ଲକ୍ଷଣକୁ ଦବାଇ ଦେବାକୁ ରୋଗ-ନିବାରଣ କିପରି କୁହାଯାଇପାରିବ ? ଲକ୍ଷଣକୁ ଦବାଇଦେବା ଓ ରୋଗକୁ ଦୂର କରିବାରେ ଅନ୍ତର କଣ, ଏହା ଉଦାହରଣ ଦ୍ୱାରା ଅଧିକ ସ୍ପଷ୍ଟ କରାଯାଇପାରେ ।

ପ୍ରାୟ ଲୋକଙ୍କୁ ମୁଣ୍ଡବିନ୍ଧା ହୋଇଥାଏ । ଡାକ୍ତରଙ୍କ ନିକଟରେ ପହଞ୍ଚିଲେ ସେ ମୁଣ୍ଡବିନ୍ଧା ଦୂର କରିବା ପାଇଁ ରୋଗୀକୁ କୌଣସି ଔଷଧ ଦେଇଥାନ୍ତି, ଯଦ୍ୱାରା ମୁଣ୍ଡବିନ୍ଧା ଚାଲିଯାଇଥାଏ । ଔଷଧ ମୁଣ୍ଡର ବିନ୍ଧାକୁ ତ ଦୂର କରିଦେଇଥାଏ, କିନ୍ତୁ ସେ ଶରୀରର ସେହି ଅସାଧାରଣ ଅବସ୍ଥାକୁ ତ ବଦଳାଇନଥାଏ, ଯାହା କାରଣରୁ ମୁଣ୍ଡ ବିନ୍ଧିଥାଏ । ମୁଣ୍ଡବିନ୍ଧା ତ କେବଳ ଏହି କଥାର ସୂଚକ ମାତ୍ର ଯେ ଆହାର-ବିହାର ର ଭୁଲ କାରଣରୁ ଶରୀରରେ, ବିଶେଷତଃ ପାଚନ ପ୍ରଣାଳୀରେ, କୌଣସି ଅସୁବିଧା ସୃଷ୍ଟି ହୋଇଛି ଅଥବା ଯେଉଁ ମଳ ଶରୀରରୁ ମୂତ୍ର, ଶ୍ଵାସ ଓ ଝାଳ ଦ୍ୱାରା ବାହାରି ଯିବା ଉଚିତ ଥିଲା, ତାହା ପୁରା ବାହାରି ପାରୁନାହିଁ । କିନ୍ତୁ ଏଠାରେ ମୂଳ କାରଣ ଉପରେ ଧ୍ୟାନ ନଦେଇ କେବଳ ଲକ୍ଷଣ ଦୂର କରିବା ଉପରେ ଧ୍ୟାନ ଦିଆଗଲା । ଯଦ୍ୱାରା ମୂଳ କାରଣ ଯଥାବତ ରହିଲା ଯାହା କିଛିଦିନ ପରେ ତୀବ୍ର ମୁଣ୍ଡବିନ୍ଧା ବା ଅନ୍ୟ କୌଣସି ରୂପରେ ପ୍ରକାଶ ପାଇବ ।

କୁହାଯାଇପାରେ ଯେ ଔଷଧ ରୋଗର ଲକ୍ଷଣକୁ ଦୂର କରି ରୋଗ ଯିବାରେ ସହାୟକ ହୋଇଥାଏ । କଦାପି ନୁହେଁ । ତାହା ଶରୀରକୁ ସେହି ମଳଭାରରୁ ମୁକ୍ତ କରିନଥାଏ ଯାହା କାରଣରୁ ଶରୀର ରୋଗୀ ହୋଇଥାଏ, ତେଣୁ ତାହା ରୋଗନାଶରେ ସହାୟକ କିପରି ହୋଇପାରିବ ? ଔଷଧ ତ ସ୍ୱୟଂ ଏକ ମଳ ଅଟେ, ଯାହା ଶରୀରରେ ପହଞ୍ଚି ମଳଭାରକୁ ବଢାଇଥାଏ । ମଳରେ କେଉଁଠି ମଳ ସଫା ହେଲାଣି ?...

Have You Ever Wondered?▶️ Why ur coach asks u to add more paneer n egg in ur diet..▶️Why ur coach say that nuts aren't t...
20/05/2022

Have You Ever Wondered?

▶️ Why ur coach asks u to add more paneer n egg in ur diet..

▶️Why ur coach say that nuts aren't the best way to complete ur protein intake

▶️Or why dal is not a very high quality protein source..

▶️How much protein we have to include in our diet, what are d sources of protein, amounts n quality of protein?

I shal try to answer all these 👇

✅ Protein intake should b between 1.2 grm to 1.8 g/kg body weight if ur exercising or trying to lose fat..

✅we must try to include 20-40 grm protein in Every meal

✅Good source of protein (veg): paneer,tofu(soya paneer), cheese, soybean,soy milk,milk and whey protein

✅Good source of protein (nonveg): chicken,fish,eggs and mutton

✅You need to consume high quantity of milk,curd, dryfruits ,dals,rajma, chole, if u trying to complete ur protein
They have more carbs then protein..n high in calories

✅Whey protein is absolutely safe ..n a convenient way to fulfill the requirements of protein..

For such more tips n tricks
N weight loss plans follow my page or contact , whatsapp: 9938261912


17/05/2022

Address

BAXIBARIGAON
Keonjhargarh
758079

Telephone

+919938261912

Website

Alerts

Be the first to know and let us send you an email when KANHA NUTRITION posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to KANHA NUTRITION:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram