
28/07/2022
ଗତକାଲି ରାତ୍ରୀରେ ଷ୍ଟୁଡେଣ୍ଟ୍ ରକ୍ତଦାତା ମହାସଂଘ ନୂଆପଡ଼ା ରୁ ଶ୍ରୀ ସୁନିଲ ଯାଦବ ଭାଇ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଜର ଜନ୍ମଦିନ ଉପଲକ୍ଷେ ସ୍ୱଇଛା ଭାବରେ O+ve ରକ୍ତଦାନ କରିଥିଲେ । ସୁନିଲ ୟାଦବ ଭାଇ ଙ୍କୁ ଷ୍ଟୁଡେଣ୍ଟ୍ ରକ୍ତଦାତା ମହାସଂଘ ନୂଆପଡ଼ା ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍ । ତାଙ୍କ ସହ ଶ୍ରୀ ବିକୀ ଗୁପ୍ତା (President, SRM nuapada) ଓ ଶ୍ରୀ ପବିତ୍ର ମହାନନ୍ଦ (Cultural secretary)ଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ୍ ଭାଇ ଙ୍କ ସାଙ୍ଗରେ ରହି ରକ୍ତଦାନ କୁ ସଫଳ କରିଥିବାରୁ।
"Donate Blood,Save Life "
ଷ୍ଟୁଡେଣ୍ଟ୍ ରକ୍ତଦାତା ମହାସଂଘ, ନୂଆପଡ଼ା (ଓଡ଼ିଶା).