Kalinga Medical

Kalinga Medical PROP- DR.KULAMANI MOHANTY

ଯିଏ ଟଙ୍କା ପାଇଁ ଇଜ୍ଜତ କୁ ବିକେ, ସେ ତ ଜଣେ ମହିଳା ବେଶ୍ୟା କିମ୍ବା ଟାଉଟର ବେଶ୍ୟା ତାହା ଠିକ ଅଛି, କିନ୍ତୁ ଯେ  ନିଜକୁ ଭଦ୍ର ବୋଲାଇ ସବୁ ବେ...
07/11/2024

ଯିଏ ଟଙ୍କା ପାଇଁ ଇଜ୍ଜତ କୁ ବିକେ, ସେ ତ ଜଣେ ମହିଳା ବେଶ୍ୟା କିମ୍ବା ଟାଉଟର ବେଶ୍ୟା ତାହା ଠିକ ଅଛି, କିନ୍ତୁ ଯେ ନିଜକୁ ଭଦ୍ର ବୋଲାଇ ସବୁ ବେଳେ ବେଶ୍ୟାମାନଙ୍କ ଙ୍କ ସାଙ୍ଗରେ ନଟର ପଟର ହୋଇ ଘଷି ଘାଷି ହେଉଥାନ୍ତି ସେ ଭଡୁଆ ମାନଙ୍କୁ କଣ ଡକାଯିବ????? ଅନୁରୋଧ ଉତ୍ତର ରଖିବେ...
କଲରା ସ୍ୱାସ୍ଥ୍ୟ ପାଇଁ ଅମୁଲ୍ୟ, ତେଣୁ ପିତା ଭାବି ଦୁରେଇ ନ ଯିବାକୁ ଅନୁରୋଧ
(ଡ଼ କୁଳମଣି ମହାନ୍ତି )

ଆଜି କିଛି ପାଗଳ ଙ୍କୁ କିଛି ଟାଉଟର ସଂମ୍ମାନିତ କରୁଛନ୍ତି, ଜଣେ ସାଧାରଣ ଓ ନିରୀହ ଲୋକ ଯେ ମନରେ କଣ ଭାବୁଥିବ, କେତେ ଭାଙ୍ଗି ପଡୁଥିବ, ତାହା ପ୍...
06/11/2024

ଆଜି କିଛି ପାଗଳ ଙ୍କୁ କିଛି ଟାଉଟର ସଂମ୍ମାନିତ କରୁଛନ୍ତି, ଜଣେ ସାଧାରଣ ଓ ନିରୀହ ଲୋକ ଯେ ମନରେ କଣ ଭାବୁଥିବ, କେତେ ଭାଙ୍ଗି ପଡୁଥିବ, ତାହା ପ୍ରତି ଏହି ବେହିଆ ମାନଙ୍କ ର ଲଜ୍ୟା, ଶରମ ଟିକେ ବି ନାହିଁ, ଆଶା ପିତା ରୁପି ଏହି ଉପକାରୀ କଲରାକୁ ଘୃଣା କରିବେ ନାହିଁ...
(କୁଳମଣି ମହାନ୍ତି )

ସବୁଠାରୁ ଜୀବନ କାଳ ଭିତରେ କଷ୍ଟ କାମ ଟି କଣ????ଅନୁରୋଧ ଆପଣ ଉତ୍ତର ଟିକେ ନିଶ୍ଚୟ ରଖିବେ......ଆପଣ ଙ୍କ ର (ଡ଼ କୁଳମଣି ମହାନ୍ତି )
01/11/2024

ସବୁଠାରୁ ଜୀବନ କାଳ ଭିତରେ କଷ୍ଟ କାମ ଟି କଣ????
ଅନୁରୋଧ ଆପଣ ଉତ୍ତର ଟିକେ ନିଶ୍ଚୟ ରଖିବେ......
ଆପଣ ଙ୍କ ର
(ଡ଼ କୁଳମଣି ମହାନ୍ତି )

Address

Jagatsinghpur

Telephone

9861146096

Website

Alerts

Be the first to know and let us send you an email when Kalinga Medical posts news and promotions. Your email address will not be used for any other purpose, and you can unsubscribe at any time.

Share