
16/05/2025
💥ମାଗଣା ଡାଇବେଟିସ୍ ଚିକିତ୍ସା ଶିବିର,ଉଦଳା💥
Dr. Satyabrata Pradhan MD(Medicine), ଆସିଷ୍ଟାଣ୍ଟ ପ୍ରଫେସର FM ମେଡିକାଲ କଲେଜ,ବାଲେଶ୍ୱର ରୁ ଆସୁଛନ୍ତି ଆପଣଙ୍କ ଉଦଳାରେ ଥିବା ଡ଼ିଭାଇନ ଫିଜିଓଥେରାପି ସେଣ୍ଟର କୁ ତା. ୧୮ /୦୫/୨୦୨୫ (ରବିବାର) ଅପରାହ୍ନ ୪:୩୦ ରୁ ସନ୍ଧ୍ୟା ୭:୩୦ ପର୍ଯ୍ୟନ୍ତ
✅ଡାଇବେଟିସ,
✅କଲେଷ୍ଟରଲ,
✅ଆସିଡ଼ିଟି,
✅ପେଟ ସମସ୍ୟା,
✅ପରିସ୍ରା ସମସ୍ୟା,
✅ବ୍ଲଡ଼ ପ୍ରେସର,
✅ଥାଇରଏଡ,
✅ମୁଣ୍ଡ ବ୍ୟଥା,
✅ଆଣ୍ଠୁ ଗଣ୍ଠି ବ୍ୟଥା,
✅ପାରାଲିସିସ ରୋଗ