Maa GajaLaxmi Medi Point

Maa GajaLaxmi Medi Point A better way to shop for health & beauty and Committed to improving the quality of Life.

କଲେରାରେ ହେଉଥିବା ଝାଡ଼ାର ରଙ୍ଗଅତ୍ୟଧିକ ଝାଡ଼ା ଚିକିତ୍ସା ନ କଲେ ନିର୍ଜଳନ ଓ ଅଣୁ ଅସନ୍ତୁଳନ ହୁଏ ।ନିର୍ଜଳନ ଲକ୍ଷଣ : - କମ୍ ରକ୍ତ ଚାପ, ଜଳ କ...
06/14/2025

କଲେରାରେ ହେଉଥିବା ଝାଡ଼ାର ରଙ୍ଗ
ଅତ୍ୟଧିକ ଝାଡ଼ା ଚିକିତ୍ସା ନ କଲେ ନିର୍ଜଳନ ଓ ଅଣୁ ଅସନ୍ତୁଳନ ହୁଏ ।
ନିର୍ଜଳନ ଲକ୍ଷଣ : - କମ୍ ରକ୍ତ ଚାପ, ଜଳ କମିଯିବା ଯୋଗୁ ଚମ କୁଞିତ ହୋଇଯାଏ, ଆଖି କୋଟର ଭଳି ହୁଏ ଓ ନାଡ଼ିର ଗତି ତୀବ୍ର ହୋଇଯାଏ । ORS piantu

ଆସିବାକୁ ଅନୁରୋଧ
10/15/2024

ଆସିବାକୁ ଅନୁରୋଧ

ମାସିକ ଋତୁସ୍ରାବ: ସ୍ବଚ୍ଛତାକୁ ନେଇ ସଚେତନ ନୁହନ୍ତି ଅନେକ ମହିଳା।'କପଡାର ପୁନଃ-ବ୍ୟବହାର ମାରାତ୍ମକ ରୋଗର କାରଣ।‌ ତେଣୁ ମହିଳାମାନେ କପଡା ବ୍ୟ...
06/07/2024

ମାସିକ ଋତୁସ୍ରାବ: ସ୍ବଚ୍ଛତାକୁ ନେଇ ସଚେତନ ନୁହନ୍ତି ଅନେକ ମହିଳା।

'କପଡାର ପୁନଃ-ବ୍ୟବହାର ମାରାତ୍ମକ ରୋଗର କାରଣ।‌ ତେଣୁ ମହିଳାମାନେ କପଡା ବ୍ୟବହାରକୁ ନା କହିବାର ସମୟ ଆସିଛି': ଡାକ୍ତର।

ସମସ୍ତ ମହିଳା ସାନିଟାରୀ ପ୍ୟାଡ୍ ବ୍ୟବହାର କରିବା ନିହାତି ଜରୁରୀ।

Address

Ada, OK
756134

Website

Alerts

Be the first to know and let us send you an email when Maa GajaLaxmi Medi Point posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Maa GajaLaxmi Medi Point:

Share